ବିବାହ କରିବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ମୋର ଏହି କଥା, ନ ହେଲେ ସାରା ଜୀବନ କାନ୍ଦୁଥିବେ- Krishna Vani

ଆପଣ ମାନେ ଜାଣିଥିବେ ଆମ ମାନଙ୍କର ଛୋଟ ବେଳର ସମୟ କେତେ ମଜାରେ କଟିଥିଲା । ଏହାପରେ ଆମେ ଯେତେ ବେଳେ ସମୟ ଅନୁସାରେ ବଡ ହେଳୁ ସେହି ଅନୁସାରେ ଆମ ଶରୀର ମଧ୍ୟ ବଡ ଦେବାକୁ ଲାଗିଲା । ସେହି ସମୟରେ ଆମର ବୃଦ୍ଧିର ବିକାଶ ଓ ମାନସିକ ବିକାଶ ହୋଇଥାଏ । ଏହାଛଡା ସେହି ସମୟରେ ଆମ ଭିତରେ ଅଧିକ ଶକ୍ତି ଓ କ୍ଷମତା ମଧ୍ୟ ଥାଏ । ସେହି ସମୟରେ ଆମେ ବହୁତ କିଛି କରିଥାଉ ଓ କରିବାକୁ ଚେଷ୍ଟା ମଧ୍ୟ କରୁ ।

ବହୁତ କିଛି କାର୍ଯ୍ୟ କରିବାକୁ ଇଛା ଓ ଆମେ ଦେଖୁଥିବା ଖୁବ ସୁନ୍ଦର ସ୍ଵପ୍ନକୁ ପୁରା କରିବା ପାଇଁ ବହୁତ ପରିଶ୍ରମ ମଧ୍ୟ କରିଥାଉ । ସେହି ସମୟରେ ଆମେ ବହୁତ କିଛି ସ୍ଵପ୍ନ ଦେଖିବା ସମୟରେ ଆମ ମନରେ ଏକ ପ୍ରକାରର ଭଲ ପାଇବା ଆରମ୍ଭ ହୋଇଥାଏ । ଅର୍ଥାତ ଯଦି ଆମେ ଯିବା ସମୟରେ କାହାକୁ ଦେଖିଥାଉ ତେବେ ସେହି ସମୟରେ ତାପ୍ରତି ଆମ ମନ ଢଳି ଯାଇଥାଏ ।

ସେ ତାକୁ ଦେଖିଲା ପରେ ସବୁ କିଛି ତାର କରିଦେବାକୁ ମଧ୍ୟ ଇଛା ରଖିଥାଏ । ଏହାପରେ ସେ ଧୀରେ ଧୀରେ ତାର ସେହି ଇଛା ସେହି ପିଲା ପ୍ରତି ପ୍ରେମ ଭାବନା ଆସିଥାଏ । ଏହି ପ୍ରେମ ବିଭାହରେ ପରିଣତ ହୋଇଥାଏ । ଆପଣ ଯେଉଁ ସମୟରେ ଛୋଟ ଥିଲେ ଏହି ସବୁ କାମ କେବେ ନା କେବେ ତ କରିଥିବେ ।

ଥରେ ଚିନ୍ତା କରନ୍ତୁ ଯଦି ଆପଣଙ୍କ ପାଖରେ ସେହି ଛୋଟ ବେଳର ସମୟ ଥାନ୍ତା ତେବେ ଆପଣ କଣ ଏହି ପରି କରି ନଥାନ୍ତେ ଓ କେହି କେହି ଏହିପରି କରି ମଧ୍ୟ ଥିବେ । କିନ୍ତୁ ଏହାପର ଠାରୁ ମାତା, ପିତା ଓ ତାଙ୍କ ପିଲାଙ୍କ ମଧ୍ୟରେ ମତ ଭେଦ ଆରମ୍ଭ ହୋଇଯାଏ ।

ସେହି ସମୟରେ ପିଲାମାନେ ମାତା ଓ ପିତାଙ୍କର ବହୁତ ବିରୋଧ କରିଥାନ୍ତି । ପିଲାମାନେ ସବୁ ସମୟରେ ଭାବିଥାନ୍ତି କି ସେମାନେ ଯେଉଁ ପିଲାଙ୍କୁ ବାଛିଚନ୍ତି ସେମାନେ ତାଙ୍କ ପାଇଁ ଠିକ ଅଟନ୍ତି । ମାତା ଓ ପିତା ମଧ୍ୟ ସେହି କଥା ଭାବିଥାନ୍ତି କି ସେମାନେ ତାଙ୍କ ପିଲାଙ୍କ ପାଇଁ ଯେଉଁ ପିଲା ବାଛିଚନ୍ତି ସେମାନେ ତାଙ୍କ ପାଇଁ ଉତ୍ତମ ଅଟନ୍ତି ।

ମାତା ଓ ପିତା ମାନେ ଏହା ମଧ୍ୟ ଭାବିଥାନ୍ତି କି ତାଙ୍କ ପିଲା ମାନେ ସେହି ନିସ୍ପତି ନେଇ ବହୁତ ବଡ ଭୁଲ କରୁଛି । ସବୁ ସମୟରେ ପିଲା ମାନଙ୍କର ଅଧିକାର ଥାଏ କି ସେମାନେ କାହାକୁ ବିଭାହ କରିବେ ଓ ମାତା ପିତାଙ୍କର ମର୍ତ୍ତବ୍ୟ ଏହା ଥାଏ କି ପିଲା ମାନଙ୍କୁ ଜୀବନରେ ସେମାନେ କାହାକୁ ବିଭାହ କରିବା ଉଚିତ । ତେବେ ଏଥିରୁ କେବଳ ଗୋଟିଏ ଉପାୟ ମାଧ୍ୟମରେ ସମାଧାନ କରି ପାରିବେ ।

ଏହାର ଗୋଟିଏ ମାତ୍ର ରାସ୍ତା ଥାଏ ନିଜ ଉପରେ ଥିବା କର୍ତ୍ତବ୍ୟ ଓ ଉତ୍ତର ଦାୟିତ୍ୟକୁ ବିଭାହ କରିବା ପୂର୍ବରୁ ଏହାକୁ ଆପଣ ଜାଣିବା ନିହାତି ଦରକାର । ଶ୍ରୀକୃଷ୍ଣ କହିଛନ୍ତି କି ବିଭାହ କରିବା କେବଳ ନିଜ ପ୍ରେମକୁ ପାଇବା ପାଇଁ ନୁହେଁ ଆପଣ ବିଭାହ କରିବା ପରେ ଆପଣଙ୍କର ଆଉ ଏକ ନୂଆ ଦ୍ଵାରା ମଧ୍ୟ ଫିଟିଥାଏ । ସବୁ ନୂଆ ଦାୟିତ୍ୟ ସହିତ ନୂଆ ଫଳ ଓ ନୂଆ କର୍ତ୍ତବ୍ୟ ମଧ୍ୟ ଯୋଡି ହୋଇଥାଏ ।

ତେଣୁ କରି ଯଦି ଆପଣ ସେହି ଉତ୍ତର ଦାୟିତ୍ୟ ଓ ନିଜର ଥିବା କର୍ତ୍ତବ୍ୟକୁ ନେଇ ଠିକ ଭାବରେ ନିସ୍ପତି ନିଅନ୍ତି ତେବେ ଆପଣ ବିଶ୍ଵାସ ରଖନ୍ତୁ ନିଜ ଜୀବନରେ କେବେ ହେଲେ ଅସୁବିଧା ଦେଖାଦେବ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ