ବିବାହ ମଣ୍ଡପରେ ଭିଣେଇ ସହିତ ଶାଳି କଲା କିଛି ଏମିତି କାମ କି, ଦେଖିଲେ ଆପଣ ବି ଲାଜେଇ ଯିବେ, ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଏହି Video

ଆମ ହିନ୍ଦୁ ପରମ୍ପରା ଅନୁସାରେ ବିବାହ ଏକ ଏମିତି ବନ୍ଧା ଯାହା ଜୀବନରେ ଥରେ ହୋଇଥାଏ । ଏହି ବିବାହରେ କେବେଳ ମଣିଷ ସହ ମଣିଷ ନୁହେ ବରଂ ହୃଦୟ ସହ ହୃଦୟର ମଧ୍ୟ ମିଳନ ହୋଇଥାଏ । ଏହି ବିବାହ ବନ୍ଧନରେ ଗୋଟିଏ ପରିବାର ଆଉ ଗୋଟିଏ ପରିବାର ସହ ନୂଆ ସମ୍ପର୍କ ଯୋଡିଥାଏ ।

ବିବାହରେ ଗୋଟେ ଝିଅ ଓ ପୁଅ ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ବଚନ ନେଇଥାନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ଗୋଟେ ଜିଜା ଓ ଶାଳିର ସମ୍ପର୍କ ମଧ୍ୟ କିଛି ନିଆରା ହୋଇଥାଏ । ବିବାହରେ ଶାଳି ନିଜ ଜିଜା ସହ ହସ ମଜାକ କରିବା ସହ ତାଙ୍କର ଖୁବ ଚର୍ଚ୍ଚା ମଧ୍ୟ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ବିବାହ ବନ୍ଧନକୁ ନେଇ ଏମିତି ଏକ ଅଦ୍ଭୁତ କର ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ହୁଏ ତ ଆପଣ ମାନେ ଆଗରୁ କେବେ ଶୁଣି ନ ଥିବେ କି ଦେଖି ନ ଥିବେ ।

ଏହି ଘଟଣାରେ ଏମିତି ଏକ ଅନୋଖା ବିବାହ ବିଷୟରେ କୁହା ଯାଇଛି ଯାହା ଆଗରୁ କେହି କେବେ ଜାଣି ନ ଥିବେ । ଇଂଷ୍ଟାଗ୍ରାମରେ ଜଣେ ୟୁଜର ନିରଞ୍ଜନ-୮୭ ଆକାଉଣ୍ଟରେ ଶେୟାର କରିଛନ୍ତି ଯେ ଗୋଟିଏ ବିବାହରେ ଜଣେ ଶାଳି ନିଜ ଜିଜାକୁ କି-ସ କରିଛନ୍ତି । ଏହି ବିବାହରେ ବର ଯାତ୍ରୀ ଆସିବା ପରେ ସେମାନଙ୍କର ବେଶ ଭଲ ଭାବେ ଚର୍ଚ୍ଚା ହୋଇଥିଲା । ଏହା ପରେ ବିବାହ ବିଧି ଆରମ୍ଭ ହୋଇଥିଲା ।

ବିଧି ଅନୁସାରେ ବରମାଳା ବା ଜୟମାଳା ହେବା ଆରମ୍ଭ ହୋଇଥିଲା । ଏହା ପରେ ବାର ଷ୍ଟେଜ ଉପରେ ଫୋଟୋ ଉଠାଇବା ପାଇଁ ବସିଥିବା ସମୟରେ ତାଙ୍କ ଶାଳି ବାରର ବହୁତ ନିକଟତର ହୋଇ ବସିଥିଲେ ।

ଅଚାନକ କନ୍ୟାର ଭଉଣୀ ମନରେ ଏମିତି କଣ ହେଲା ଯେ ସେ ତାଙ୍କ ଜିଜାଙ୍କୁ ସମସ୍ତଙ୍କ ଆଗରେ କି-ସ କରିଥିଲେ । ଏହି ଭଳି ଆଶ୍ଚର୍ଯ୍ୟ କର ଦୃଶ୍ୟକୁ ଦେଖି ବିବାହରେ ଯୋଗ ଦେଇଥିବା ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ । ଏହି ଘଟଣାକୁ ଶୁଣି କନ୍ୟା ମଧ୍ୟ ବହୁତ ଅଲଗା ପ୍ରକାରର ପ୍ରତିକ୍ରିୟା ଦେଇଥିଲେ ।

ଏହା ପରେ ବର ଏହି ଘ-ଟ-ଣା ପାଇଁ ନିଜକୁ ଏତେ ଅ-ପ-ମା-ନ ମନେ କରିଥିଲେ ଯେ ସେତେବେଳେ ତାଙ୍କ ଚେହେରା ଦେଖିବା ଲାୟକ ହୋଇଥିଲା । ଏହି ବିଡିଓ ଟି ବର୍ତ୍ତମାନ ଖୁବ ଜୋର ସୋରରେ ଭାଇରାଲ ହେବାରେ ଲାଗିଛି । ଏହି ବିଡିଓକୁ ଦେଖି କେତେ ଯେ ଲୋକ ମାନେ ଅନେକ ପ୍ରକାରର କମେଣ୍ଟ କରୁଛନ୍ତି ।

କାହା ମତରେ ଏହା ଏକ ନି-ନ୍ଦ-ନୀ-ୟ କଥା ଅଟେ ତ ଆଉ କାହା ମତରେ ଏହା ଖରାପ କଥା ଅଟେ କାରଣ ଯଦି ବାର ଏଭଳି ହର୍କତ କରିଥାନ୍ତା ତ ବରକୁ ଚ-ପ-ଲ-ରେ ମ-ରା-ଯା-ଇ ଥା-ନ୍ତା । ଏହିଭଳି କିଛି ଅଲଗା ଅଲଗା କମେଣ୍ଟ ଏହି ବିଡିଓ ଭାଇରାଲ ହେବା ପରେ ଦେଖା ଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ