ଭୁଲରେ ବି ଶୁଅନ୍ତୁ ନାହିଁ ଏହି ଦିଗରେ, ନ ହେଲେ ଭୋଗିବେ ଏମିତି ସବୁ କ୍ଷତି

ଆପଣ କେଉଁ ଦିଗ ଆଡକୁ ଶୟନ କରନ୍ତି ଏହା ଆପଣଙ୍କର ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ । କୁହାଯାଏ କି ଯଦି ଶୋଇବା ସମୟରେ ଆପଣଙ୍କର ମୁଣ୍ଡ ଏବଂ ଗୋଡ ଭୁଲ ଦିଗରେ ଥିବ ତେବେ ଆପଣଙ୍କୁ ଜୀବନରେ ବହୁତ ସମସ୍ୟା ଆସିଥାଏ ଏବଂ ଆପଣଙ୍କୁ କ୍ୟାରିୟରରେ ଉନ୍ନତି ବି ମିଳି ନଥାଏ । ସେଥିପାଇଁ ଏହା ଜରୁରୀ ଅଟେ ଆପଣ ଶୋଇବା ସମୟରେ କେବଳ ସଠିକ ଦିଗରେ ହିଁ ନିଜର ମୁଣ୍ଡ ଏବଂ ଗୋଡ ରଖିବା ଦରକାର । ଆଜି ଆମେ ଆପଣଙ୍କୁ କେଉଁ ଦିଗରେ ଗୋଡ ଏବଂ ମୁଣ୍ଡ ରଖି ଶୋଇବା ଉଚିତ ଅଟେ ସେହି ବିଷୟରେ କହିବାକୁ ଯାଉଛୁ ଶୋଇବା ସହିତ ଜଡିତ ମହତ୍ଵପୂର୍ଣ ନିୟମ ।

Image courtesy: Google

କେଉଁ ଦିଗରେ ଶୋଇବେ

ପୂର୍ବ ଦିଗ ଆଡକୁ ଶୋଇବାର ଲାଭ

ଆପଣ ନିଜ ବିଛଣାରେ ଏହିଭଳି ଶୋଇବେ କି ଆପଣଙ୍କର ମୁଣ୍ଡ ପୂର୍ବ କିମ୍ବା ଦକ୍ଷିଣ ଦିଗରେ ହିଁ ରହିବା ଦରକାର । କାରଣ ଉତ୍ତର କିମ୍ବା ପଶ୍ଚିମ ଦିଗରେ ଶୋଇବା ଅଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜର ମୁଣ୍ଡ ପୂର୍ବ ଦିଗ ଆଡକୁ କରି ଶୟନ କରୁଛନ୍ତି ତେବେ ଆପଣ ବୁଦ୍ଧିମାନ ହୋଇଥାନ୍ତି ।

ଦକ୍ଷିଣ ଦିଗ ଆଡକୁ ଶୋଇବା ସହ ଜଡିତ ଲାଭ

Image courtesy: Google

ଦକ୍ଷିଣ ଦିଗ ଆଡକୁ ମୁଣ୍ଡ କରି ଶୋଇବାକୁ ଉତ୍ତମ ବୋଲି କୁହା ଯାଇଛି । ଏବଂ କୁହା ଯାଇଛି କି ଯେଉଁ ଲୋକମାନେ ଏହିଭଳି ଶୟନ କରନ୍ତି ସେହି ଲୋକମାନଙ୍କର ଆୟୁ ବଢିଥାଏ ଏବଂ ତାଙ୍କର ଜୀବନରେ ଖୁବ ଉନ୍ନତି ବି ହୋଇଥାଏ ।

ପଶ୍ଚିମ ଦିଗରେ ଆଡକୁ ଶୋଇବା ଦ୍ଵାରା ହୋଇଥାଏ କ୍ଷତି

Image courtesy: Google

ପଶ୍ଚିମ ଦିଗ ଆଡକୁ ମୁଣ୍ଡ କରି ଶୋଇଲେ ଆପଣଙ୍କୁ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ତାଙ୍କର ମୁଣ୍ଡ ଶୋଇବା ସମୟରେ ବି ଶାନ୍ତ ହୋଇ ନଥାଏ ।

ଉତ୍ତର ଦିଗରେ ମୁଣ୍ଡ କରି ଶୋଇବା ଦ୍ଵାରା ହୋଇଥାଏ କ୍ଷତି

Image courtesy: Google

ଯେଉଁ ଲୋକମାନେ ଉତ୍ତର ଦିଗ ଆଡକୁ ମୁଣ୍ଡ କରି ଶୁଅନ୍ତି ସେହି ଲୋକମାନଙ୍କୁ ଜୀବନରେ ବିଭିନ୍ନ ପ୍ରକାରର ହାନିର ସାମନା କରିବାକୁ ପଡିଥାଏ । ଏହି ଦିଗ ଆଡକୁ ମୁଣ୍ଡ କରି ଶୋଇଲେ ଆୟୁ କମ ହୋଇଥାଏ ।

ଏହିଭଳି ଭାବରେ ବେଡ ଉପରେ ଶୁଅନ୍ତୁ ନାହିଁ

Image courtesy: Google

ଶୋଇବାର ଦିଗ ଛଡା ଆପଣ କେଉଁ ଭଳି ଭାବରେ ବେଡ ଉପରେ ଶୋଇ ଥାନ୍ତି ଏହା ବି ଆପଣଙ୍କ ଜୀବନ ଉପରେ ପ୍ରଭବ ପକାଇଥାଏ । ବାଉଁଶ କିମ୍ବା ପଲାସର କାଠ ଦ୍ଵାରା ନିର୍ମିତ ବେଡ ଉପରେ ଶୋଇବା ଉଚିତ ନୁହେଁ ।

କେତେବେଳ ଶୋଇବା ଉଚିତ

Image courtesy: Google

ସୁଶ୍ରୁତ ସଂହିତା ଅନୁସାରେ ଦିନରେ ଶୋଇବା ଉଚିତ ନୁହେଁ । କେବଳ ଗ୍ରୀଷ୍ମ ଋତୁରର ହିଁ ଦିନରେ ଶୋଇବା ଭଲ ହୋଇଥାଏ । ଏମିତିରେ ରାତି ୯ ଟା ଠାରୁ ୧୦ ଟା ରେ ଶୋଇବା ଏବଂ ସକାଳ ୪ ଟା ରୁ ୫ଟା ମଧ୍ୟରେ ଉଠିବ ସମୟ ସଠିକ ହୋଇଥାଏ । ଆପଣଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ ତେବେ ଶେୟର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।