ଭୁବନେଶ୍ବର ରେଳଷ୍ଟେସନରେ ଟେରୋରିଷ୍ଟ ଆଟାକ୍ ! କୋଣାର୍କ ଏକ୍ସପ୍ରେସକୁ ହାଇଜକ କରିଥିବା 2 ଜଣ ଟେରୋରିଷ୍ଟ ଶୁଟ୍ ଆଉଟ୍, ଦେଖନ୍ତୁ video

ଭୁବନେଶ୍ବର ରେଳଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୬ରେ ଟେ-ରୋ-ରି-ଷ୍ଟ ମାନେ କୋଣାର୍କ ଏକ୍ସପ୍ରେସକୁ ହା-ଇ-ଜା-କ କରି ନେଇଛନ୍ତି । ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଭୁବନେଶ୍ବର ରେ କିଭଳି ଭାବେ ଟେ-ରୋ-ରି-ଷ୍ଟ ମାନେ ଆ-ଟା-କ୍ କରିଛନ୍ତି ଓ ଶୁ-ଟ୍ ଆ-ଉ-ଟ-ରେ କିପରି ଜଣେ ଟେ-ରୋ-ରି-ଷ୍ଟ-ଙ୍କ ମୃ-ତ୍ୟୁ ହୋଇଛି । ତେବେ ଦେଖିବାକୁ ଅବିକଳ ସତ ଲାଗୁଥିବା ଏହି ଦୃଶ୍ୟ ପ୍ରକୃତରେ ଏକ ମକଡ୍ରିଲ ଅଟେ । ଏହି ମକଡ୍ରିଲରେ ଏସଓଜି, ଆରପିଏଫ ଓ ଜିଆରପି ମିଳିତ ଭାବେ ଏହି ଅ-ପ-ରେ-ସ-ନ-ରେ ସାମିଲ ହୋଇଛନ୍ତି ।

ଏହାସହ ବ-ମ୍ ସ୍କ୍ବା-ଡ ଓ ସ-ନ୍ଧା-ନୀ କୁକୁରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଏହି ବଡ ଧରଣର ମକଡ୍ରିଲରେ ଟେ-ରୋ-ରି-ଷ୍ଟ-ଙ୍କ ଦ୍ଵାରା କୋଣାର୍କ ଏକ୍ସପ୍ରେସରେ ପ୍ଳାଣ୍ଟ କରା ଯାଇଥିବା ଏକ ବଡ ବ-ମ୍ କୁ ମଧ୍ୟ ଠାବ କରି ଡି-ଫ୍ୟୁ-ଜ କରିବାକୁ ଯାଉଛନ୍ତି ବ-ମ୍ ସ୍କ୍ବା-ଡ । ଆପଣ ଏହି ଭି-ଡି-ଓ-ରେ ଦେଖି ପାରୁଥିବେ ନିର୍ଦ୍ଧିଷ୍ଟ ସୁରକ୍ଷା ଆବରଣ ପରିଧାନ କରି ବ-ମ୍ ସ୍କ୍ବାଡ ସ-ଶ-ସ୍ତ୍ର କିପରି ବମ୍ କୁ ଡି-ଫ୍ୟୁ-ଜ କରିବାକୁ ପ୍ରୟାସ ଜାରି ରଖିଛି ।

ଟ୍ରେନରେ ହେଉ ବା ରେଲୱେ ଟ୍ରାକ ଉପରେ ଅନେକ ସମୟରେ ଟେ-ରୋ-ରି-ଷ୍ଟ ମାନେ ବଡ ବଡ ଆ-ଟା-କ୍ କରିଥାନ୍ତି । ତେବେ ଟ୍ରେନରେ ଯଦି ଟେ-ରୋ-ରି-ଷ୍ଟ ଆ-ଟା-କ୍ କରିବେ ତେବେ କିଭଳି ନିଜକୁ ପ୍ର-ତି-ହ-ତ କରିବେ ଏହାର ଏକ ମକଡ୍ରିଲ କରି ଦେଖା ଯାଇଥିଲା । କେଉଁମାନେ ଏହି ଅପରେସନରେ ସାମିଲ ହେବେ, କାଉଣ୍ଟର ଷ୍ଟ୍ରାଟେଜି ଓ ଆ-ଟା-କ କଣ ରହିବ ଏହି ସବୁର ଏକ ମକଡ୍ରିଲ ଅଭ୍ଯାସ କରା ଯାଇଥିଲା ।

ଏହି ମକଡ୍ରିଲ ଅନୁସାରେ ଏହି ହା-ଇ-ଜା-କ-ରେ ୨ ରୁ ୩ ଜଣ ଟେ-ରୋ-ରି-ଷ୍ଟ ସାମିଲ ଥିଲେ । ଜଣେ ଟେରୋରିଷ୍ଟଙ୍କୁ ରେନ ବାହାରେ ଷ୍ଟେସନ ମଧ୍ୟରେ ଏ-ନ-କା-ଉ-ଣ୍ଟର ଆ-ଟା-କ୍ କରା ଯାଇଥିବା ବେଳେ ଆଉ ଜଣଙ୍କୁ ଟ୍ରେନ ଭିତରେ ଆ-ଟା-କ୍ କରାଯାଇଛି । ଅନେକ ସ୍ଥାନରେ ସମୟ ସମୟରେ ଟେ-ରୋ-ରି-ଷ୍ଟ-ଙ୍କ ଭ-ୟ ଥିବାରୁ ଏହିପରି ମକଡ୍ରିଲ ଅଭ୍ଯାସ କରା ଯାଇଥାଏ ।

ଯାହା ଫଳରେ ସେପରି ପରିସ୍ଥିତି କେବେ ଆସିଲେ ତାକୁ ଯେପରି କୌଶଳର ସହ ହ୍ୟାଣ୍ଡେଲ କରା ଯାଇପାରିବ । ଟେ-ରୋ-ରି-ଷ୍ଟ ମାନେ କେତେବେଳେ ମଧ୍ୟ ଅଚାନକ ଆ-ଟା-କ୍ କରି ଅନେକ ଧନଜୀବନକୁ କ୍ଷତି ପହଞ୍ଚାଇଥାନ୍ତି । ଠିକ ସମୟରେ କିପରି ସଫଳତାର ସହ ଟେ-ରୋ-ରି-ଷ୍ଟ-ଙ୍କୁ ପ୍ରତିହତ କରାଯାଇ ପାରିବ ଏନେଇ ଏହି ମକଡ୍ରିଲ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।