ଭାରତର ସ୍ପିଡ କିଙ୍ଗ ବୁମରାଙ୍କ ବଡ ଖୁଲାସା, କହିଲେ – ବାଙ୍ଗଲାଦେଶର ଏହି ବୋଲର ଠାରୁ ମୁଁ ଏହା ଶିଖିଲି

ବିଶ୍ଵ କପ ୨୦୧୯ରେ ବର୍ତ୍ତମାନ ପର୍ଯ୍ୟନ୍ତ ବୋଲର ମାନଙ୍କର ପ୍ରେସର ଦେଖିବାକୁ ମିଳିଛି । ଏହି ଟୂର୍ନାମେଂଟରେ ବୋଲର ମାନଙ୍କର ଜବରଦସ୍ତ ବୋଲିଙ୍ଗ ଦେଖିବାକୁ ମିଳିଛି, ସେ ଯେଉଁ ଟିମ ର କାହିଁକି ନ ହୋଇଥାଉ । କହିବାକୁ ଗଲେ ଏହି ୱାର୍ଲ୍ଡ କପରେ ଗୋଟିଏ କିମ୍ବା ଦୁଇଟି ମ୍ୟାଚକୁ ଛାଡି ଦେଲେ ଅନ୍ୟ କୌଣସି ମ୍ୟାଚରେ କୌଣସି ବଡ ସ୍କୋର ଚେସ ହୋଇ ନାହିଁ, ଯାହାର ଶ୍ରେୟ ବୋଲରମାନଙ୍କୁ ଯାଇଅଥାଏ ।

ବିଶ୍ଵକପ ୨୦୧୯ରେ କୁହାଯାଉଛି କି ପୁଣିଥରେ ଭାରତ ଓ ଅସ୍ଟ୍ରେଲିୟା ମଧ୍ୟରେ ଫାଇନାଲ ମ୍ୟାଚ ହୋଇପାରେ । ଏମିତିରେ ସମସ୍ତଙ୍କର ନଜର ବୁମରାହ ଓ ମିଚେଲ ସ୍ଟାର୍କଙ୍କ ଉପରେ ରହିବ । ଦୁଇ ଜଣ ବୋଲର ଏହି ୱାର୍ଲ୍ଡ କପରେ ଭଲ ପ୍ରଦର୍ଶନ କରିଛନ୍ତି । କହିବାକୁ ଗଲେ ଏହି ଦୁଇ ଜଣ ବୋଲର ନିଜର ବିରୋଧୀ ଟିମ ବୋଲର ଠାରୁ ସବୁବେଳେ କିଛି ନା କିଛି ଶିଖିଥାନ୍ତି ।

ବାଙ୍ଗଲାଦେଶ ବୋଲରଙ୍କ ଠାରୁ ବୁମରାହ ଶିଖିଲେ ଏହା

ବାଙ୍ଗଲାଦେଶ ବିରୁଦ୍ଧରେ ହୋଇଥିବା ମ୍ୟାଚରେ ଗୋଟିଏ ସମୟ ଏମିତି ବି ଲାଗୁଥିଲା କି ବର୍ତ୍ତମାନ ଭାରତ ଏହି ମ୍ୟାଚ ହାରିଯିବ । କିନ୍ତୁ ବୁମରାହଙ୍କର ଭଲ ବୋଲିଙ୍ଗ ଦ୍ଵାରା ଭାରତ ମ୍ୟାଚକୁ ନିଜ ନାମରେ କରିଲେ । ଏହି ମ୍ୟାଚରେ ବୁମରାହ କଟର୍ସ ଓ ୟର୍କର ବ୍ୟବହାର କରିଥିଲେ । ଯାହା ବିଷୟରେ ସେ ପରେ କହିଲେ ।

ବୁମରାହ କହିଲେ କି ସେ ମୁସ୍ତଫିଜୁର ରହମାନ ଠାରୁ କଟର୍ସ ଶିଖିଲେ, କାରଣ ସେ ଏହି କଟର୍ସ କାରଣରୁ ହିଁ ସେହି ମ୍ୟାଚରେ ପାଞ୍ଚ ୱିକେଟ ନେଇ ପାରିଲେ, ସେଥିପାଇଁ ସେ ଯେତେବେଳେ ବୋଲିଙ୍ଗ କରୁଥିଲେ, ସେତେବେଳେ ମୁଁ ତାଙ୍କ ଠାରୁ ଏହା ଶିଖିଲି ଓ ତାହା ହିଁ ଲାଗୁ କରିଲି ।

ବୁମରାହ ଓ ସ୍ଟାର୍କ ମଧ୍ୟରେ ଅଛି ସମାନତା

ବୁମରାହ ଓ ସ୍ଟାର୍କ ଦୁଇ ଜଣ ନିଜ ନିଜ ଟିମର ଜୀବନ ଅଟନ୍ତି । ଦୁଇ ଜଣ ଏହି ୱାର୍ଲ୍ଡ କପରେ ଭଲ ପ୍ରଦର୍ଶନ ବି କରିଛନ୍ତି । ଯେଉଁଠି ଗୋଟିଏ ପଟେ ସ୍ଟାର୍କ ୮ ଟି ମ୍ୟାଚରେ ୨୪ ଟି ୱିକେଟ ନେଇଛନ୍ତି, ଅନ୍ୟ ପଟେ ବୁମରାହ ୭ ଟି ମ୍ୟାଚରେ ୧୪ଟି ୱିକେଟ ନେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ଏଜା ସାମନାତା ଏହା ଅଟେ କି ଦୁଇ ଜଣ ନିଜର ବିରୋଧୀ ଟିମ ଠାରୁ କିଛି ନା କିଛି ନିଶ୍ଚିତ ଶିଖିଥାନ୍ତି । ସ୍ଟାର୍କଙ୍କର କହିବା ଅଟେ କି ଆମକୁ ସବୁବେଳେ ବିରୋଧୀ ବୋଲର ଠାରୁ କିଛି ଶିଖିବା ଉଚିତ, ତାହା ହେଲେ ଯାଇ ଆମେ ଆମର ବୋଲିଙ୍ଗକୁ ଠିକ କରି ପାରିବା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।