Gk Questions & Answers- ବାପା ନିଜ ଝିଅକୁ ଉପହାରଟିଏ ଦେଇ କହିଲା ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ, ଶୀତ ହେଲେ ଜାଳିବୁ, କୁହନ୍ତୁ ତାହା କଣ ?

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓ ରୋଚକପୂର୍ଣ ଜିକେର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣନାକ ଜିକେ ନଲେଜ ଆହୁରି ବଢି ଯିବ । ଏହା ଆପଣଙ୍କୁ ପରବର୍ତୀ ସମୟରେ ବହୁତ ସାହାର୍ଯ୍ୟ କରିବା ସହିତ ଆପଣଙ୍କର ଜ୍ଞାନ ବି ବଢାଇବ । ଏହି ପ୍ରଶ୍ନ ଓ ଉତ୍ତର ଆପଣ ଦେଉଥିବା କିଛି ଇଣ୍ଟରଭିୟୁରେ ମଧ୍ୟ ଆସିପାରେ । ଆଇଏଏସ ଓ ଆଇପିଏସରେ ଏହିଭଳି ହିଁ କିଛି ପ୍ରଶ୍ନ ଓ ଉତ୍ତର ଆସିଥାଏ ।

୧ – ଭାରତର ଶୁଚିପାତ୍ର କାହାକୁ କୁହାଯାଏ ?

ଉତ୍ତର – ହିମାଳୟ

୨ –“ କୃଷ୍ଣପାଗୋଡା “କାହାକୁ କୁହାଯାଏ ?

ଉତ୍ତର – କୋଣାର୍କ

୩ – ଚୀନର ଦୁଖ କାହାକୁ କୁହାଯାଏ ?

ଉତ୍ତର – ହୋୟାଂହୋ

୪ – ଶ୍ରୀ ମନ୍ଦିରର ଚତୁର୍ପାର୍ଶ୍ୱରେ ଥିବା ପାଚେରି ର ନାମ କଣ ?

ଉତ୍ତର – ମେଘନାଦ ପାଚେରି

୫ – ମେଘନାଦ ପାଚେରି ର ଉଚ୍ଚତା କେତେ ?

ଉତ୍ତର – ୨୦ ଫୁଟ

୬ – ଅଷ୍ଟ୍ରେଲିୟାର ରାଷ୍ଟ୍ରୀୟ ସଂକେତ କଣ ?

ଉତ୍ତର – କଙ୍ଗାରୁ

୭ – ଆମେରିକା ର ଜାତୀୟ ସଂକେତ କଣ ?

ଉତ୍ତର – ସୁନାଦଣ୍ଡ

୮ – ISRO ର ଫୁଲଫର୍ମ କଣ ?

ଉତ୍ତର – Indian space Research Organization

୯ – UNOର ଫୁଲଫର୍ମ କଣ ?

ଉତ୍ତର – United Nations Organization

୧୦ – WHOର ଫୁଲଫର୍ମ କଣ ?

ଉତ୍ତର – World Health Organization

୧୧ – ଆମ ରାଜ୍ୟର ଇସ୍ପାତ ନଗରି କାହାକୁ କୁହାଯାଏ ?

ଉତ୍ତର – ରାଉଲକେଲା

୧୨ – ଆମ ରାଜ୍ୟର କେଉଁଠାରେ ପ୍ରଚୁର କୋଇଲା ମିଳେ ?

ଉତ୍ତର – ତାଳଚେର

୧୩ – ଜଣେ ପିତା ତା ଝିଅକୁ ଗୋଟିଏ ଉପହାର ଦେଲା ଓ କହିଲା ଭୋକ ହେଲେ ଖାଇବୁ , ଶୋଷ ହେଲେ ପିଇବୁ , ଶୀତ ହେଲେ ଜାଳିବୁ । ତାହା କଣ ?

ଉତ୍ତର – ନଡିଆ