“ଭାଉଜର ଅଇଁଠା ବାସନ ମାଜୁଛି ଆଉ ଭାଉଜ ସହ ଗୋଟିଏ ରୁମ୍ ରେ…” ସ୍ଵାମୀ ଓ ଭାଉଜର ଅନୈତିକ ସମ୍ପର୍କ ପଦାରେ ପକାଇଲେ ମହିଳା, ଦେଖନ୍ତୁ video

ଭାଉଜ ସହ ବାରମ୍ବାର ସମ୍ପର୍କ ରଖିଚାଲିଛି ସ୍ଵାମୀ । ଆଉ ସ୍ତ୍ରୀ ଯଦି ଏନେଇ ବିରୋଧ କରୁଛି ତେବେ ସ୍ତ୍ରୀ’କୁ ନିର୍ଦ୍ଧୂମ ପି-ଟୁ-ଛି ସ୍ଵାମୀ । ସ୍ଵାମୀ ଏଭଳି କାରନାମା କରୁଥିବା ବେଳେ ଛୋଟ ପିଲାଟିକୁ ଧରି ହନ୍ତସନ୍ତ ହେଉଛନ୍ତି ସ୍ତ୍ରୀ । କେତେ ଆଉ ମା-ଡ ସହିଥାନ୍ତେ ! ମାଡ ସହି ନପାରି ଶେଷରେ ଛୁଆକୁ ଧରି କାନ୍ଦି କାନ୍ଦି ନିକଟସ୍ଥ ଥାନାର ଦ୍ଵାରସ୍ଥ ହୋଇଛନ୍ତି ମହିଳାଜଣକ । ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଟବେରଣା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ଉକ୍ତ ଗାଁର କାଶୀନାଥ ବେହେରା ସାଗର ଗାଁର ପୁଷ୍ପଲତା ବେହେରାଙ୍କୁ ବୈଦିକ ରୀତିନୀତିରେ ବିବାହ କରି ଘରକୁ ଆଣିଥିଲେ । ହେଲେ ବିବାହର କିଛିଦିନ ପରେ ସ୍ତ୍ରୀ ଉପରେ ନି-ର୍ଯ୍ୟା-ତ-ନା ଆରମ୍ଭ କରି ଦେଇଥିଲେ ସ୍ଵାମୀ । ଏହା ପୂର୍ବରୁ ମଧ୍ୟ ରଣପୁର ଥାନାର ଦ୍ଵାରସ୍ଥ ହୋଇଥିଲେ ପୁଷ୍ପଲତା । ହେଲେ ପୋଲିସ ଏହି ମାମଲାରେ ହସ୍ତକ୍ଷେପ କରି ସ୍ଵାମୀ ଓ ସ୍ତ୍ରୀ’ଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଥିଲା । ଯାହାପରେ କିଛିଦିନ ତାଙ୍କ ସଂସାର ଠିକଠାକ ଚାଲିଥିଲା ।

ହେଲେ ଏହାର କିଛିଦିନ ନ ଯାଉଣୁ ପୁଣି ଥରେ ନି-ର୍ଯ୍ୟା-ତ-ନା ଆରମ୍ଭ କରି ଦେଇଥିଲେ କାଶୀନାଥ । ଭାଉଜ ପ୍ରତି ତାଙ୍କର ଏତେ ଭଲପାଇବା ଯେ ଭାଉଜଙ୍କ ଅଇଁଠା ଥାଳି ମଧ୍ୟ ମାଜି ଦିଅନ୍ତି ଓ ଯେତେବେଳେ ଦେଖିବ ଭାଉଜ ପାଖେ ଯାଇ ଶୁଅନ୍ତି । ଏନେଇ ପୁଷ୍ପଲତା ଘରେ ସମସ୍ତଙ୍କୁ ଅଭିଯୋଗ କରିବାକୁ ସ୍ଵାମୀ, ଭାଉଜ, ଦେଢଶୁର, ଦିଅର ଓ ଶ୍ଵଶୁର ସମସ୍ତେ ମିଶି ତାଙ୍କୁ ଖୁବ ମା-ଡ ମା-ରି-ଥି-ବା ସେ କହିଛନ୍ତି ।

ତାଙ୍କ କୋଳରେ ଛୋଟ ଛୁଆ ଥିବାବେଳେ ତାଙ୍କୁ ଠିକ ସମୟରେ ଖାଇବାକୁ ମଧ୍ୟ ଦେଉନାହାନ୍ତି । ତେଣୁ ସମସ୍ତଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବାକୁ ଚାହୁଁଥିବା ମହିଳାଜଣକ କହିଛନ୍ତି । ସ୍ଵାମୀ କାଶୀନାଥ ସବୁବେଳେ ଭାଉଜ ସହ ରହୁଛନ୍ତି ଓ ଏକଥା ଘରେ ସମସ୍ତେ ଦେଖୁଥିଲେ ମଧ୍ୟ କେହି କିଛି କହୁନାହାନ୍ତି । ପୁଷ୍ପଲତା ସ୍ଵାମୀଙ୍କୁ ବାରଣ କରିବାରୁ ଦିନକୁ ଦିନ ତାଙ୍କର ନି-ର୍ଯ୍ୟା-ତ-ନା ବଢିଚାଲିଛି ବୋଲି ସେ କହିଛନ୍ତି ।

ଶ୍ଵଶୁର ଘର ଲୋକେ ତାଙ୍କୁ ପି-ଟି-ବା ସହ ମା-ନ-ସି-କ ନି-ର୍ଯ୍ୟା-ତ-ନା ମଧ୍ୟ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୁଷ୍ପଲତା । ସେ ଥାନା ଅଧିକାରୀଙ୍କୁ ନ୍ୟାୟ ମାଗିବା ସହ ଭାଉଜ କବଳରୁ ତା’ ସ୍ଵାମୀକୁ ଉଦ୍ଧାର କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।