ମିଛ କହି ଭାଉଜ ପହଞ୍ଚିଲା ପାର୍କ, ପୁଣି ଦିଅରକୁ ଫୋନ କରି କହିଲା ଏମିତି କଥା କି ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ

କହିବାକୁ ଗଲେ ଏହି ମାମଲାଟି ରାଜସ୍ଥାନର ଏକ ପାର୍କର ଅଟେ । ଯେଉଁଠି ଜଣେ ମହିଳା ଓ ଜଣେ ବ୍ୟକ୍ତି ବେହୋସ ଅବସ୍ଥାରେ ମିଳିଲେ । ଏହା ପରେ ଗ୍ରାମବାସୀ ମାନେ ଯେତେବେଳେ ସକାଳେ ସେମାନଙ୍କୁ ଦେଖିଲେ ତେବେ ପୋଲିସକୁ ସୂଚନା ଦେଲେ । ଏହା ପରେ ଯେତେବେଳେ ସତ୍ୟତା ସମସ୍ତଙ୍କ ସାମ୍ନାକୁ ଆସିଲା ତେବେ କେବଳ ଗ୍ରାମବାସୀମାନେ ନୁହେଁ ପୋଲିସ ବି ଆଶ୍ଚର୍ଯ୍ୟ ହୋଇ ରହିଗଲା । କହି ଦେଉଛୁ କି ପାର୍କରେ ପଡିଥିବା ଏହି ମହିଳା ଓ ପୁରୁଷକୁ ପ୍ରଥେମ

ଗ୍ରାମବାସୀମାନେ ଦେଖି ଡରିଗଲେ । କିନ୍ତୁ ଯେତେବେଳେ ପାଖକୁ ଯାଇ ଦେଖିଲେ ତେବେ ସେମାନେ ଜାଣି ପାରିଲେ କି ଏମାନେ ବେହୋସ ଅଛନ୍ତି । ଏହା ପରେ ଏହି ଖବରଟି ଗ୍ରାମରେ ପୁରା ନିଆଁ ଭଳି ବ୍ୟାପି ଗଲା । ତେବେ ସମସ୍ତେ ଏମାନଙ୍କୁ ଦେଖିବା ପାଇଁ ସେଠି ଭିଡ ଜମାଇଲେ ।

ଏହା ପରେ ସେହି ସ୍ଥାନରେ ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ନିଜ ସହିତ ନେଇ ଗଲା । ଏହା ପରେ ସେମାନେ ପୋଲିସକୁ କହିଲେ କି ସେମାନେ ସେହି ସ୍ଥାନକୁ କେମିତି ପହଞ୍ଚିଲେ । ମହିଳା ଜଣଙ୍କ କହିଲା କି ପାର୍କରେ ଯେଉଁ ବ୍ୟକ୍ତି ପଡିଥିଲା ସେ ତାହାର ଦିଅର ଅଟେ ।

ମହିଳା କହିଲା କି ମୁଁ ଡାକ୍ତର ପାଖକୁ ଯିବାର ବାହାନା କରି ଘରୁ ବାହାରି ଥିଲି ଓ ମୁଁ ମୋର ଦିଅରକୁ ବି ଡାକି ଦେଇଥିଲି । ଏହା ପରେ ଆମେ ଦୁଇ ଜଣ ବହୁତ ମଦ୍ୟପାନ କରିଲୁ ଓ ନିଶା ହୋଇଯିବା କାରଣରୁ ଦୁଇ ଜଣ ସେହି ପାର୍କରେ ହିଁ ବେହୋସ ହୋଇ ପଡିଗଲୁ ।

କହିବାକୁ ଗଲେ ଯେଉଁ ସମାଜରେ ଭାଉଜକୁ ମା’ ସମାନ ବୋଲି କୁହାଯାଏ, ସେହି ସମାଜରେ ଭାଉଜର ଏହିଭଳି ରୂପ ଦେଖି ଦୁନିଆ କଣ କହିବ । ଲୋକମାନଙ୍କୁ ବି ଯେତେବେଳେ ଏହା ବିଷୟରେ ଜଣା ପଡିଲା ତେବେ ସେମାନେ ବି ସବୁ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।

କହିବାକୁ ଗଲେ ଆମ ଦେଶରେ ଭାଉଜ – ଦିଅରର ସମ୍ପର୍କକୁ ମା – ପୁଅ ହିସାବରେ ଦେଖାଯାଏ ଓ ଏହାକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ । କିନ୍ତୁ ଆମ ଦେଶରେ କିଛି ବହୁତ ଏମିତି ଉଦାହରଣ ଦେଖିବାକୁ ମିଳିଯିବ ଯେଉଁଠି ଭାଉଜ ଓ ଦିଅର କୌଣସି ବି ସୀମାକୁ ପାର କରି ଦିଅନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।