IND VS WI – ଭାରତୀୟ ଟିମର ଏହି ଦୁଇ ବଡ ଖେଳାଳିଙ୍କୁ ଦିଆଗଲା ବାଦ, ଦେଖନ୍ତୁ ପୁରା ଟିମ୍

ଭାରତ ଓ ୱେସ୍ଟଇଂଡୀଜ ମଧ୍ୟରେ ତିନୋଟି ଟି – ୨୦ ମ୍ୟାଚର ସିରିଜ, ତିନୋଟି ୱାଣ୍ଡେ ମ୍ୟାଚର ସିରିଜ ଓ ଟେସ୍ଟ ମ୍ୟାଚର ସିରିଜ ଖେଳାଯିବ । ଭାରତର ପ୍ରଥମ ୱାଣ୍ଡେ ମ୍ୟାଚ ୮ ଅଗଷ୍ଟରେ ଭାରତୀୟ ସମୟରେ ରାତି ୭ ଟାରେ ଖେଳା ଯିବ ।

ଏହି ଦୁଇ ବଡ ଖେଳାଳିଙ୍କୁ ଦିଆଯିବ ଆରାମ

ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଲି ଓ ବୋଲର ଜସପ୍ରୀତ ବୁମରାହଙ୍କୁ ଟି – ୨୦ ଓ ୱାଣ୍ଡେ ସିରିଜରୁ ଆରାମ ଦିଆ ଯାଇଛି । ସେଥିପାଇଁ ବର୍ତ୍ତମାନ ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମାଙ୍କୁ ନିଯୁକ୍ତି କରାଯାଇଛି ।

ଭାରତୀୟ ଟି – ୨୦ ପାଇଁ ୧୫ ଜଣ ସଦସ୍ୟ ସମ୍ବାଭିତ ଟିମ

ରୋହିତ ଶର୍ମା, ଶିଖର ଧବନ, କେଏଲ ରାହୁଲ, ଶ୍ରେୟସ ଅୟର, ଋଷଭ ପଂତ, ସୁରେଶ ରୈନା, ଶୁଭମନ ଗିଲ, ହାର୍ଦିକ ପାଣ୍ଡ୍ୟା, କ୍ରୁଣାଲ ପାଣ୍ଡ୍ୟା, ରବୀନ୍ଦ୍ର ଜଡେଜା, ଭୁବନେଶ୍ୱର କୁମାର, ମୋହମ୍ମଦ ଶମୀ, ରାହୁଲ ଚାହର, ଖଲୀଲ ଅହମଦ, ଯୁଜୱେଂଦ୍ର ଚହଲ ।

ୱେସ୍ଟଇଂଡିଜର ସମ୍ବାଭିତ ଖେଳାଳି

କ୍ରିସ ଗେଲ, ଏୱିନ ଲୁଈସ, ଶାଈ ହୋପ, ନିକୋଲସ ପୂରନ, ଶିମ୍ରୋନ ହେଟମାଯର, ଜେସନ ହୋଲ୍ଡର, କାର୍ଲୋସ ବ୍ରୈଥବେଟ, ଏଶଲେ ନର୍ସ, ଓଶେନ ଥମସ, କେମର ରୋଚ, ଶେଲ୍ଡନ କଟରେଲ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।