ଭାରତୀୟ କ୍ରିକେଟର୍ସ ମାନଙ୍କ ସ୍ତ୍ରୀ କାହାଠୁ ନୁହଁନ୍ତି କମ, ବିନା ମେକପରେ ଉଡାଇଥାନ୍ତି ସମସ୍ତଙ୍କର ହୋସ୍- ଦେଖନ୍ତୁ ଫଟୋ

ବଲିଉଡ ଭଳି କ୍ରିକେଟ ଦୁନିଆ ବି ଗ୍ଲାମରସ ହୋଇଥାଏ । ଭାରତୀୟ କ୍ରିକେଟର୍ସ ମାନେ ସବୁ ଦେଶର କ୍ରିକେଟର୍ସ ମାନଙ୍କ ଅପେକ୍ଷା ଅଧିକ ଟଙ୍କା କମାଇଥାନ୍ତି । ଭାରତୀୟ କ୍ରିକେଟର୍ସ ମାନେ ସବୁ ଜିନିଷରେ ଆଗରେ ଅଛନ୍ତି ସେ କୌଣସି ବ୍ରାଣ୍ଡ ହେଉ ବା କୌଣସି ଫିଲ୍ମରେ ଡେବ୍ୟୁ । ଭାରତୀୟ କ୍ରିକେଟର୍ସ ମାନଙ୍କୁ ସବୁ କ୍ରିକେଟର୍ସ ମାନଙ୍କ ଭିତରେ ଧନୀ ବୋଲି କୁହାଯାଇ ଥାଏ । ଅଧିକ ଟଙ୍କା କମାଇବା ପାଇଁ ସେମାନେ ମଧ୍ୟ ବହୁତ ପରିଶ୍ରମ କରିଥାନ୍ତି । ଅଷ୍ଟ୍ରେଲିଆ ଏତେ ବଡ ଦେଶ ହେଲେ ବି ତାଙ୍କର କ୍ରିକେଟର୍ସ ମାନେ ଏତେ ଟଙ୍କା କମାଉ ନାହାଁନ୍ତି ।

ଭାରତୀୟ କ୍ରିକେଟର୍ସ ମାନେ ଗତ ୭-୮ ବର୍ଷରେ ଭାରତକୁ ଏକ ଅଲଗା ସ୍ଥାନରେ ପହଞ୍ଚାଇଛନ୍ତି । ଦେଶର ସବୁ ଲୋକ ସେମାନଙ୍କର ବଡ ଫ୍ୟାନ୍ସ ଅଟନ୍ତି । କିନ୍ତୁ ଆଜି ଆମେ କ୍ରିକେଟ କିମ୍ବା କ୍ରିକେଟର୍ସ ମାନଙ୍କ ବିଷୟରେ କଥା ହେବା ନାହିଁ ବରଂ ଆମେ ସେମାନଙ୍କର ସ୍ତ୍ରୀ ମାନଙ୍କ ବିଷୟରେ କଥା ହେବା ଯେଉଁମାନେ କି ମଧ୍ୟ ବହୁତ ଚର୍ଚାରେ ରହିଥାନ୍ତି । ଆଜି ଆମେ କ୍ରିକେଟର୍ସ ମାନଙ୍କର ସେହି ସ୍ତ୍ରୀ ମାନଙ୍କ ବିଷୟରେ ଜାଣିବା ଯେଉଁମାନେ କି ବିନା ମେକପରେ ବି ବହୁତ ସୁନ୍ଦର ଦେଖାଯାଇ ଥାନ୍ତି ।

ହେଜଲ କୀଚ

ହେଜଲ କୀଚ ଭାରତୀୟ କ୍ରିକେଟର ୟୁବରାଜ ସିଂହଙ୍କୁ ବିବାହ କରିଛନ୍ତି । ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଜଳ ସଲମାନ ଖାନଙ୍କ ସହିତ ‘ବଡିଗାର୍ଡ’ ଫିଲ୍ମରେ କରିନା କପୁରଙ୍କ ସାଙ୍ଗ ଭୂମିକାରେ ଦେଖିବାକୁ ମିଳିଥିଲେ । ସେ ବିନା ମେକପରେ ବି ବହୁତ ସୁନ୍ଦର ଅଟନ୍ତି ।

ଆଏଶା ଧବନ

ଆଏଶା ମୁଖାର୍ଜୀ ୨୦୧୨ ଅକ୍ଟୋବର ୩୦ରେ ଶିଖର ଧବନଙ୍କ ସହିତ ବିହାହ କରିଥିଲେ । ଆଏଶା ମେକପ ସହିତ ଯେତେ ସୁନ୍ଦର ଦେଖାଯାନ୍ତି ସେତିକି ହିଁ ସୁନ୍ଦର ବିନା ମେକପରେ ବି ଦେଖାଯାନ୍ତି ।

ରୀବା ସୋଲଙ୍କି ଜଡେଜା

ରୀବା ସୋଲଙ୍କି ଭାରତୀୟ କ୍ରିକେଟର୍ସ ରବିନ୍ଦ୍ର ଜଡେଜା ଙ୍କୁ ବିବାହ କରିଛନ୍ତି ଏବଂ ରୀବା ଜଣେ ଇଞ୍ଜିନିୟର ଅଟନ୍ତି । ରେୱା ବୃତ୍ତି ଅନୁଯାୟୀ ଜଣେ ଇଞ୍ଜିନିୟର ରହି ସାରିଛନ୍ତି । ରୀବା ମେକପ ସହିତ ଏବଂ ବିନା ମେକପରେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।

ସାକ୍ଷୀ ସିଂହ ଧୋନୀ


ଭାରତୀୟ କ୍ରିକେଟର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ସବୁବେଳେ ନିଜର ବୋଲ୍ଡ ଏବଂ ଗ୍ଲାମରସ ଅନ୍ଦାଜ ପାଇଁ ମିଡିଆର ଆକର୍ଷଣ ହୋଇ ରହିଥାନ୍ତି । ଯେଉଁ ସାକ୍ଷୀଙ୍କ ଉପରେ ୨୪ଘଣ୍ଟା ମିଡିଆର ନଜର ରହିଥାଏ ସେ ବିନା ମେକପରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।

ପ୍ରିୟାଙ୍କା ରେନା

ପ୍ରିୟାଙ୍କା ଏବଂ ସୁରେଶ ପିଲାଦିନ ସାଙ୍ଗ ଥିଲେ ଏବଂ ସେମାନେ ୨୦୧୫ ଏପ୍ରିଲ ୩ରେ ବିବାହ କରିଛନ୍ତି । ତାଙ୍କର ଏକ ଝିଅ ମଧ୍ୟ ଅଛି । ପ୍ରିୟାଙ୍କା ବିନା ମେକପରେ ବି ବହୁତ ସୁନ୍ଦର ଏବଂ ବବଲି ଦେଖାଯାନ୍ତି ।

ନତାଶା ଜୈନ

ଗୌତମ ଗମ୍ଭୀର ଗତ କିଛି ବର୍ଷ ଧରି ଭାରତୀୟ କ୍ରିକେଟ୍ ଦଳର ଅଂଶ ନୁହଁନ୍ତି । ତାଙ୍କ ପତ୍ନୀ ନତାଶା ଗମ୍ଭୀର, ଗୌତମଙ୍କ ପରି ବହୁତ ଶାନ୍ତ ଏବଂ ସୁଦର ଅଟନ୍ତି । ସେ ଦୁଇ ଜଣଙ୍କ ଯୋଡି ବହୁତ ସୁନ୍ଦର । ତାଙ୍କ ଫଟୋ ଦେଖିବା ପରେ ଆପଣ ମଧ୍ୟ ଏହା କହିବେ ।

ରିତିକା ସଜଦେହ

ରିତିକା ୟୁବରାଜ ସିଂହଙ୍କ ଭଉଣୀ ଅଟନ୍ତି ଏବଂ ସେ ରୋହିତ ଶର୍ମାଙ୍କୁ ବିବାହ କରିଛନ୍ତି । ରିତିକା ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ବିବାହ କରିଛନ୍ତି । ବିବାହ ପୂର୍ବରୁ ଦୁହେଁ ପରସ୍ପରକୁ 6 ବର୍ଷ ପାଇଁ ଡେଟ କରୁଥିଲେ। ରିତିକା ମଧ୍ୟ ବିନା ମେକପରେ ବହୁତ ସୁନ୍ଦର ଦେଖାଯାନ୍ତି ।

ଗୀତା ବସରା

ଗୀତା ବସରା ଜଣେ ବଲିଉଡ ଅଭିନେତ୍ରୀ ଅଟନ୍ତି, ସେ ଅକ୍ଟୋବର 29, 2015 ରେ ପ୍ରସିଦ୍ଧ ସ୍ପିନ୍ ବୋଲର ହରଭଜନ ସିଂଙ୍କ ସହ ବିବାହ କରିଥିଲେ । ଗୀତା ଜଣେ ବଲିଉଡ ଅଭିନେତ୍ରୀ ରହି ସାରିଛନ୍ତି, ତେଣୁ ନିଶ୍ଚିତ ଭାବେ ସେ ଗ୍ଲାମରସ୍ ହେବେ । ଜଣେ ହିରୋଇନ ହେଲେ ମଧ୍ୟ ବିନା ମେକପରେ ବି କମ ସୁନ୍ଦର ଦେଖାଯାନ୍ତି ନାହିଁ । ଫଟୋ ଦେଖିବା ପରେ ଆପଣ ବି ସେହି କଥା କହିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।