ଭାରତରେ ଚାଲିଥିବା ବୟକଟ ଚାଇନା ଉପରେ ଜୋରକୁ ଦେଖି ଚୀନ ମିଡିଆ କହିଲା ଏମିତି କଥା, ଜାଣି ଆପଣଙ୍କ ରକ୍ତ ଗରମ ହେଇଯିବ

ସାରା ଭାରତରେ ଚୀନ ଜିନିଷର ବହିଷ୍କାର ବିଷୟରେ ଚର୍ଚା ହେଉଛି ଏବଂ ସବୁ ଜାଗାରେ ଖବର ଅଛି କି ବର୍ତ୍ତମାନ ଚୀନ ଜିନିଷର ବ୍ୟବହାର କରାଯିବ ନାହିଁ । ଏହା ପ୍ରଥମ ଥର ପାଇଁ ନୁହେଁ ଏହା ଆଗରୁ ବହୁତ ଥର ଚୀନ ଜିନିଷର ବହିସ୍କାର ବିଷୟରେ କୁହାଯାଇଛି । ୨୦୧୬ ମସିହାରେ ଭାରତରେ ଚୀନ ଜିନିଷର ବହିଷ୍କାରକୁ ନେଇ ଚ୍ୟାଲେଞ୍ଜ ଥିଲା । ଯେତେବେଳେ ଏହି ଚ୍ୟାଲେଞ୍ଜ ସାମନାକୁ ଆସିଲା ସେତେବେଳେ ଚୀନ ମିଡିଆ କହିଲା କି ଭାରତୀୟ ଉତ୍ପାଦ କୌଣସି ବି ମାମଲାରେ ଚୀନ ଉତ୍ପାଦର ମୁକାବିଲା କରି ପାରିବ ନାହିଁ ।

ଏକ ଲେଖାରେ ଲେଖା ଯାଇଛି କି ଭାରତ କେବଳ ଭୁକି ପାରିବ କିନ୍ତୁ ଉଭୟ ଦେଶର ଲଗାତର ବାଣିଜ୍ୟ ଉପରେ କିଛି କରି ପାରିବ ନାହିଁ । ଏହା ସହିତ ଗ୍ଲୋବାଲ ଟାଇମ୍ସରେ ଲେଖା ହୋଇଛି ଭାରତ କରୁଥିବା ପାକିସ୍ତାନ ଭିତିକ ଆତଙ୍କବାଦୀଙ୍କୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଚୀନ ଲଗାତାର ବିରୋଧ କରୁଛି । ଏହି କାରଣ ପାଇଁ ଭରତୀୟ ବହୁତ ରାଗିଛନ୍ତି ଏବଂ ସେମାନେ ଚୀନ ଉତ୍ପାଦକୁ ବହିଷ୍କାର କରିବାକୁ ଆବେଦନ କରିଛନ୍ତି । ସେହି ପ୍ରବନ୍ଧରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଯୋଜନା ‘ମେକ ଇନ ଇଣ୍ଡିଆ’ କୁ ‘ଅବ୍ୟବହାରିକ’ ମଧ୍ୟ କୁହା ଯାଇଥିଲା ।

ଏଥର ଆମ ସମସ୍ତଙ୍କୁ ହୃଦୟରୁ ଚୀନ ଜିନିଷକୁ ବହିଷ୍କାର କରିବାକୁ ଆଗକୁ ଆସିବାକୁ ହେବ । ଅନେକ ସେଲିବ୍ରିଟି ଚୀନ ଜିନିଷର ବହିଷ୍କାର ବିଷୟରେ କହିଛନ୍ତି ସେମାନଙ୍କ ଅନୁସାରେ ସେମାନେ ନିଜେ ଚୀନ ଜିନିଷର ବହିଷ୍କାରକୁ ପ୍ରୋସାହିତ କରୁଛନ୍ତି ଏବଂ ଏହା ସହିତ ଲୋକଙ୍କୁ ଚୀନ ଜିନିଷର ବହିଷ୍କାରର ଆବେଦନ କରୁଛନ୍ତି । ସବୁ ଲୋକ ମାନଙ୍କ ସହିତ ଆମର ୱେବସାଇଟ ବି ବୟକାଟ ଚୀନର ସମର୍ଥନ କରୁଛି ଏବଂ ଆମେ ଚାହୁଁଛୁ କି ଆପଣ ମଧ୍ୟ ଏହାର ଅଂଶ ହୁଅନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।