ଭାରତର ଏହି ୩ଟି ସହରର ଝିଅମାନେ ହୋଇଥାନ୍ତି ସବୁଠୁ ସୁନ୍ଦର, ପ୍ରଥମ ସହର ନା ଜାଣିଲେ ବିଶ୍ଵାସ କରି ପାରିବେ ନାହିଁ

ଭାରତ ଦକ୍ଷିଣ ଏସିଆ ସ୍ଥିତ ଭାରତୀୟ ଉପମହାଦ୍ୱୀପର ସବୁଠୁ ବଡ ଦେଶ ଅଟେ । ପୂର୍ଣ ରୂପରେ ଉତ୍ତରୀ ଗୋଲାର୍ଧରେ ସ୍ଥିତ ଅଟେ । ଭାରତ ଭୌଗଳିକ ଦ୍ରୁଷ୍ଟିରେ ବିଶ୍ଵର ସପ୍ତମ ବୃହତ ଦେଶ ଅଟେ । କିନ୍ତୁ ଜନସଂଖ୍ୟା ଦୃଷ୍ଟିକୋଣରେ ଭାରତ ଦ୍ଵିତୀୟ ଦେଶ ଅଟେ । ଯଦି ଆମେ କଥାବାର୍ତ୍ତା କରିବା ଭାରତର ସୁନ୍ଦର ମହିଳାମାନଙ୍କ ବିଷୟରେ ତେବେ ସୁନ୍ଦରତା ମାମଲାରେ ବି ଭାରତ କୌଣସି ଦେଶ ଠାରୁ ପଛରେ ନାହିଁ ।

ଭାରତରେ ବି ଏମିତି ବହୁତ ଦେଶ ଅଛି ଯେଉଁଠି ସବୁଠୁ ଅଧିକ ସୁନ୍ଦର ଝିଅ ଅଛନ୍ତି । ସେମିତି ତ ସମସ୍ତଙ୍କ ଭିନ୍ନ ଭିନ୍ନ ମତ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ତିନୋଟି ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠିକାର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି ।

୧. କଲିକତା

କଲିକତାକୁ ଭାରତର ପ୍ରଥମ ସହର କୁହାଯାଏ ଯେଉଁଠିକାର ଝିଅମାନେ ସବୁଠୁ ଅଧିକ ସୁନ୍ଦର ଅଟନ୍ତି । କଲିକତା ଭାରତର ଏକ ମହାନଗର ଅଟେ । କଲିକତା ହାୱଡ଼ା ବ୍ରିଜ କାରଣରୁ ବି ବହୁତ ଅଧିକ ପ୍ରସିଦ୍ଧ ଅଟେ । ଯଦି ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତ୍ରୀମାନଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ସେମାନେ ବି ଦେଖିବାକୁ ବହୁତ ସୁନ୍ଦର ଓ କ୍ୟୁଟ ହୋଇଥାନ୍ତି । କାରଣ ଏଠିକାର ଅଧିକାଂଶ ଝିଅମାନଙ୍କ ଖାଦ୍ୟରେ ମାଛ ଥାଏ । ଯେଉଁ କାରଣରୁ ତାଙ୍କର ଚେହରା ଓ ସ୍କିନ ସବୁବେଳ ଚମକଦାର ରହିଥାଏ ।

୨. ଚଣ୍ଡୀଗଢ

ଚଣ୍ଡୀଗଢ ବହୁତ ହିଁ ସୁନ୍ଦର ସହର ଅଟେ ଓ ଏହା ଭାରତର ଦ୍ଵିତୀୟ ସହର ଅଟେ ଯେଉଁଠିକାର ଝିଅମାନେ ବି ବହୁତ ସୁନ୍ଦର ଅଟନ୍ତି । ଚଣ୍ଡୀଗଢ ପଞ୍ଜାବ ଓ ହରିୟାଣାର ସଂଯୁକ୍ତ ରାଜଧାନୀ ଆଟେ । ଏଠିକାର ଝିଅମାନେ ବୁଦ୍ଧିମାନୀ ହୋଇଥାନ୍ତି । ଏହା ସହିତ ସୁନ୍ଦରତା ମାମଲାରେ ବି ବହୁତ ଆଗରେ ଅଛନ୍ତି ।

୩. ଦିଲ୍ଲୀ

ଦିଲ୍ଲୀ ଭାରତର ହୃଦୟ ଅଟେ ଓ ଏହା ତୃତୀୟ ସହର ଅଟେ ଯେଉଣ୍ଠିକାର ଝିଅମାନେ ସବୁଠୁ ଅଧିକ ସୁନ୍ଦର ଅଟନ୍ତି । ଭାରତର ରାଜଧାନୀ ଦିଲ୍ଲୀରେ ରହୁଥିବା ଝିଅମାନେ ବହୁତ ହିଁ ଅଧିକା ସୁନ୍ଦର ଓ ସ୍ଟାଇଲିଶ ଦେଖା ଯାଆନ୍ତି । ଦିଲ୍ଲୀ ଭାରତର ସବୁଠୁ ଅଧିକ ବିକଶିତ ସହର ମଧ୍ୟରେ ଗୋଟିଏ ଅଟେ । ଏଠି ବିଦେଶୀ ଲୋକମାନେ ବି ଆସନ୍ତି ଓ ଦେଶର ବହୁତ ଝିଅମାନେ ପଢିବା ପାଇଁ ଦିଲ୍ଲୀ ଆସିଥାନ୍ତି । ଏହି କାରଣରୁ ଏଠି ବିଭିନ୍ନ ପ୍ରକାରର ସଂସ୍କୃତି ଦେଖିବାକୁ ମିଳିଥାଏ । ଏଠି ରହୁଥିବା ଝିଅମାନେ ସ୍ଟାଇଲିଶ, ମଡର୍ନ ଓ ଆକର୍ଷକ ହୋଇଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।