ଯଦି ଭାରତ ନିଏ ଏହି ନିଷ୍ପତ୍ତି ତେବେ ଚୀନ ହେଇଯିବ ପୁରା ପୁରୀ ବର୍ବାଦ, ଲିଭିଯିବ ପୁରା ନାମ ଚିହ୍ନ

ଗତ କିଛି ଦିନ ଧରି ସାରା ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହା ଦ୍ୱାରା ବହୁତ ଲୋକ ମୃତ୍ୟୁ ବରଣ ମଧ୍ୟ କରିସାରିଲେଣି । ଏହି ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଚୀନର ବୁହାନ ସହରରୁ ଉତ୍ପନ୍ନ ହୋଇଥିବା ୨୦୧୯ ନୋବେଲ କରୋନା ଭାଇରସ ସେହି ସମାନ ଗୋଷ୍ଠୀର ଭାଇରସଙ୍କର ଏକ ଉଦାହରଣ ଅଟେ । ଯାହାର ସଂକ୍ରମଣ ୨୦୧୯-୨୦ ସମୟରେ ବହୁତ ଶୀଘ୍ର ବ୍ୟାପୀବାରେ ଲାଗିଛି । WHO ଏହାର ନାମ କୋଭିଡ -୧୯ ରଖିଛି ।

ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ବ୍ୟବସ୍ଥା ମଧ୍ୟ କରିଛନ୍ତି ଯାହା ଦ୍ଵାରା କି ଲୋକ ମାନଙ୍କ ଭିତରେ ସାମାଜିକ ଦୂରତା ରହିବ ଏବଂ ସେମାନେ ଏଥିରେ ସଂକ୍ରମଣ ହେବେ ନାହିଁ । ଏହା ସହିତ ମଧ୍ୟ ସରକାର କହିଛନ୍ତି କି ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ । ବର୍ତ୍ତମାନ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏହି ସଂକ୍ରମଣ ଦିନକୁ ଦିନ ଅଧିକ ମାତ୍ରାରେ ବଢିବାରେ ଲାଗିଛି ।

ଏହି କାରଣ ପାଇଁ ଚୀନ ବର୍ତ୍ତମାନ ଦୁନିଆ ଆଖିରେ ଛୋଟ ହୋଇଯାଇଛି ଏବଂ ସମସ୍ତେ ତାକୁ ଘୃଣା କରିବା ଆରମ୍ଭ କରିଦେଇଛନ୍ତି କାରଣ ଏମିତି ହିଁ କାମ ସେ କରିଛି । ଆମେରିକା ଠାରୁ ଅନ୍ୟ କେତେକ ଦେଶ ବି ଏହା କହୁଛନ୍ତି କି ଚୀନର ବୁହାନ ଲ୍ୟାବରେ ହିଁ କରୋନା ଭାଇରସ ପ୍ରସ୍ତୁତି କରାଯାଇ ଥିଲା । ସେଥିପାଇଁ ଆମେରିକା ସହିତ ଅନ୍ୟ କେତେକ ଦେଶ ବୁହାନ ଲ୍ୟାବକୁ ତଲାସି କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଚୀନ ସେମାନଙ୍କୁ ଏମିତି କରିବା ପାଇଁ ଦେଉ ନାହିଁ ।

ମେ ୨୧ ତାରିଖରେ ଭାରତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବା WHO ର ଏଗ୍ଜିକ୍ୟୁଟିବ ବୋର୍ଡର ଚେୟରମ୍ୟାନ ପଦ ଗ୍ରହଣ କରିବାକୁ ଯାଉଛି । ଯାହା ଚୀନର ଅବସ୍ଥାକୁ ଆହୁରି ଅଧିକ ଖରାପ କରୁଛି କାରଣ ଚୀନକୁ ଏମିତି ଲାଗୁଛି କି ଭାରତ ଯେତେବେଳେ WHO କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ ପଦ ସମ୍ଭାଳିବ ସେହି ଦିନ ଠାରୁ ଚୀନର ଅବସ୍ଥା ଖରାପ ହୋଇଯିବ । ଏହି କଥାକୁ ନେଇ ଚୀନ ଭାରତକୁ ବହୁତ ଡରି ଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।