ଭାରତର ନାଗାଜାତିର କିଛି ଏମିତି ଖରାପ କଥା ଯାହା ବିଷୟରେ ଆମେ କେବେ ଭାବି ବି ପାରିବା ନାହିଁ

ଭାରତରେ ଅନେକ ପ୍ରଥା ଏବଂ ରୀତିନୀତି ପ୍ରଚଳିତ ହେଉଛି । କେଉଁଠି ନା କେଉଁଠି କିମ୍ବା ସବୁ ସ୍ଥାନରେ କୌଣସି ନା କୌଣସି ନୀତି ପାଳନ କରାଯାଇ ଥାଏ । ଗାଁରେ ଆଜି ବି କିଛି ଏମିତି ପ୍ରଥା ପ୍ରଚଳନ ହେଉଛି ଯାହା ବିଷୟରେ ଆପଣଙ୍କୁ କିଛି ଜଣା ଥିବ ଏବଂ କିଛି ଜଣା ନଥିବ । ଏହି ପ୍ରଥା ବହୁତ ଅଦ୍ଭୁତ ହୋଇଥାଏ । ଭାରତର ନାଗା ଜାତିରେ ଏମିତି ହିଁ କିଛି ରୀତିନୀତି ଅଛି ।

ଯେଉଁଠାରେ ସମ୍ପର୍କ ଗଠନ ସହିତ ଜଡିତ କିଛି ଏମିତି ରୀତିନୀତି ଅଛି ଯାହା ଆମେ କେବେ ହେଲେ ଭାବି ପାରିବା ନାହିଁ । ତାହେଲେ ଆସନ୍ତୁ ଜାଣିବା ନାଗା ଜାତିର ସେହି ଅଦ୍ଭୁତ ରୀତିନୀତି ବିଷୟରେ । ଭାରତର ନାଗା ଜାତିରେ କିଛି ଅଦ୍ଭୁତ ପ୍ରକାରର ଆଇନ ଅଛି । ଯଦି ଏଠାରେ କୌଣସି ନାଗା ଝିଅ ଯବାନ ହୋଇଯାଇ ଥାଏ ତାହେଲେ ତାକୁ ଘରର ଏକ କୋଠରି ଦିଆଯାଇ ଥାଏ ।

ସେ ନିଜ ଇଛା ଅନୁସାରେ କୌଣସି ବି ପୁରୁଷ ସହିତ ସମ୍ପର୍କ ରଖି ପାରିବ । ଏଥିରେ ତାର ବାପା ମାଆ ତାକୁ ଅଟକାଇ ପାରିବେ ନାହିଁ । ଯେତବେଳେ ସେ ଗର୍ଭବତୀ ହୋଇଥାଏ ସେତବେଳେ ତାକୁ ସେହି ପୁରୁଷ ସହିତ ବିବାହ କରିଦିଆ ଯାଇଥାଏ । ଏହି ଅଦ୍ଭୁତ ନୀତି ଭାରତରେ ଚାଲେ ନାହିଁ କିନ୍ତୁ କିଛି ଛୋଟ ଗାଁ ଅଛି ସେଠାରେ ଏହାକୁ ଠିକ ବୋଲି କୁହାଯାଇ ଥାଏ ।

ଯଦି ପୁରୁଷ ବିବାହ ପାଇଁ ମନାକରି ଦେଇଥାଏ ତାହେଲେ ସମାଜ ଦ୍ଵାରା ଦଣ୍ଡ ମିଳିଥାଏ । ଯେତବେଳେ କୌଣସି ନାଗା ଜାତି ଝିଅର ବିବାହ ହୋଇଯାଇ ଥାଏ ସେ ଶାଶୁଘର ଚାଲିଯାଇ ଥାଏ । ଯେତବେଳ ପର୍ଯ୍ୟନ୍ତ ସେ ଶାଶୁଘରେ ଥାଏ ସେତବେଳ ପର୍ଯ୍ୟନ୍ତ କୌଣସି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିପାରି ନଥାଏ କିନ୍ତୁ ଯେମିତି ସେ ସେଠାରୁ ତା ଗାଁକୁ ଆସିଥାଏ ସେଠାରେ ସେ କୌଣସି ବି ପୁରୁଷ ସହିତ ସମ୍ପର୍କ ରଖିପାରେ ।

କାରଣ ସେ ଶାଶୁଘରେ ହିଁ ସବୁ ନିୟମ ଛାଡି ଚାଲି ଆସିଥାଏ । ସେହିପରି ତାର ସ୍ଵାମୀ ବି ତାର ଯିବା ପରେ କୌଣସି ବି କୁଆଁରୀ ଝିଅ ସହିତ ସମ୍ପର୍କ ରଖିପାରେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।