ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ, ମିଳିଲା 192 ରୁ 184 ଭୋଟ୍, ପାକିସ୍ତାନ ଏବେ ଚିନ୍ତାରେ

ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟଙ୍କ ନିର୍ବାଚନରେ ନିର୍ବିରୋଧ ରୂପରେ ବିଜୟ ହାସଲ କରି ନେଇଛି । ଏହା ସହିତ ହିଁ ଭାରତ ୨୦୨୧ – ୨୨ ପାଇଁ ଏହି ସର୍ବୋଚ୍ଚ ସଂସ୍ଥାର ଅସ୍ଥାୟୀ ସଦସ୍ୟ ହୋଇ ଯାଇଛି । କହିଦେଉଛୁ କି ଏହା ୮ ଥର ଅଟେ ଯେତେବେଳେ ଭରତ ୟୁଏନଏସସିର ଅସ୍ଥାୟୀ ସଦସ୍ୟ ପାଇଁ ଚୟନ ଯାଇଛି । ଭାରତକୁ ଏହି ନିର୍ବାଚନରେ ୧୯୨ରୁ ୧୮୪ଟି ଭୋଟ ମିଳିଛି ।

ଅନ୍ୟ ପଟେ ଭାରତର ଏହି ସଫଳତା ଉପରେ ପାକିସ୍ତାନ କହିଛି କି ସୁରକ୍ଷା ପରିଷଦରେ ନୂଆ ଦିଲ୍ଲୀର ଅସ୍ଥାୟୀ ସଦସ୍ୟତା ଆମ ପାଇଁ ଚିନ୍ତାର ବିଷୟ ଅଟେ । ରିପୋର୍ଟ ଅନୁସାରେ, କୋବିଡ – ୧୯ ସମ୍ବନ୍ଧିତ ନିୟମ କାରଣରୁ ସଞ୍ଜୁକ ରାଷ୍ଟ୍ର ମୁଖ୍ୟାଳୟରେ ମତଦାନର ବିଶେଷ ପ୍ରସ୍ତୁତି କରା ଯାଇ ଥିଲା । ଭାରତର ଅସ୍ଥାୟୀ ସଦସ୍ୟ ରୂପରେ ୧୫ ଦେଶରେ ସୁରକ୍ଷା ପରିଷଦ ସାମିଲ ହେବା ପାଖପାଖି ଠିକ ଥିଲା ।

ଭାରତ ୨୦୨୧ – ୨୨ କାର୍ଯ୍ୟଲୟ ପାଇଁ ଏସିଆ – ପ୍ରଶାନ୍ତ ଶ୍ରେଣୀ ଦ୍ଵାରା ଅସ୍ଥାୟୀ ସଦସ୍ୟ ରହିବ । ଭାରତର ବିଜୟ ଏଥିପାଇଁ ଠିକ କୁହାଯାଉଥିଲା କାରଣ ସେ ସମୂହର ଗୋଟିଏ ସିଟ ପାଇଁ ଏକମାତ୍ର ଥିଲା ।

ଭାରତର ଏହି ସଫଳତାରେ ପାକିସ୍ତାନ ବିଚଳିତ

ଅନ୍ୟ ପଟେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୂଦ କୁରୈଶୀ କହିଲେ, ଭାରତ ସବୁବେଳେ ଏହି ମଞ୍ଚରୁ ଉଠାଯାଉଥିବା ପ୍ରସ୍ତାବକୁ ଖାରିଜ କରୁଛି, ଖାସକରି କାଶ୍ମୀର ଭଳି ମୁଦ୍ଦାକୁ । କାଶ୍ମୀରୀମାନଙ୍କୁ ତାଙ୍କୁ ତାଙ୍କର ହକ ଦିଆ ଯାଇ ନାହିଁ ଓ ତାଙ୍କର ଦମନ ଜାରି ଅଛି । ଶାହ ମହମୂଦ କୁରୈଶୀ କହିଲେ, ଭରତ ଅସ୍ଥାୟୀ ସଦସ୍ୟ କରିବା ଦ୍ଵାରା କୌଣସି ଆକାଶ ଫାଟି ପଡିବ ନାହିଁ । ପାକିସ୍ତାନ ବି ସାତ ଥର ଅସ୍ଥାୟୀ ରହିସାରିଛି ।

କହିଦେଉଛୁ କି ୧୯୩ ସଦସ୍ୟ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭାରେ ଅସେଂବଲୀର ୭୫ ସତ୍ର ପାଇଁ ଅଧ୍ୟକ୍ଷ, ସୁରକ୍ଷା ପରିଷଦର ପାଞ୍ଚ ଜଣ ଅସ୍ଥାୟୀ ସଦସ୍ୟ ଓ ସାମାଜିକ ପରିଷଦର ସଦସ୍ୟଙ୍କୁ ନିର୍ବାଚନ କରିବାର ଅଛି ।

ବସୁଧୈବ କୁଟୁମ୍ବକମକୁ ଲୋକାଚାରକୁ ଦୁନିଆ ପର୍ଯ୍ୟନ୍ତ ଆଣିବାରେ ମିଳିବ ସାହାର୍ଯ୍ୟ

ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାୟୀ ପ୍ରତିନିଧି ଟୀଏସ ତିରୁମୂର୍ତି କହିଲେ, ପରିଷଦରେ ଭରତର ଅବସ୍ଥିତି ଦ୍ଵାରା ‘ବସୁଧୈବ କୁଟୁମ୍ବକମ’ର ତାହାର ଲୋକାଚାରକୁ ଦୁନିଆ ପର୍ଯ୍ୟନ୍ତ ନେଇ ଯିବାରେ ସାହାର୍ଯ୍ୟ ମିଳିବ । ସଂଯୁକ୍ତ ରାଷ୍ଟ୍ରକୁ ସମକାଲୀନ ବାସ୍ତବିକତାକୁ ପ୍ରତିବିଂବିତ କରିବା ଓ ବିଶ୍ଵସନୀୟ ରହିବା ପାଇଁ ପରିବର୍ତ୍ତନ ଜରୁରୀ ଅଟେ ।

ଆମେରିକା କରିଲା ଗର୍ମଜୋଶୀରେ ସ୍ଵାଗତ

ଆମେରିକାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ଅସ୍ଥାୟୀ ସଦସ୍ୟ ବଛା ଯିବା ପରେ ଗର୍ମଜୋଶୀ ସ୍ଵାଗତ କରିଛି । ଆମେରିକାର କହିବା ଅଟେ କି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ବିଜୟ ପରେ ଆମେ ଶୁଭେଚ୍ଛା ଦେଉଛୁ । ଆମେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ମୁଦ୍ଦା ଉପରେ ଏକା ସହିତ କାମ କରିବା ପାଇଁ ତତ୍ପର ଅଛୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।