ଭାରତକୁ ମିଳିବ ବିଟୋ ପାୱାର, ଆମେରିକା, ରୁସ ଓ ଫ୍ରାନ୍ସର ସମର୍ଥନ, ଆମେରିକା ଚୀନକୁ ଏକ ଉଚିତ ଶିକ୍ଷା ଦେବାକୁ

କରୋନା ସଂକ୍ରମଣର ପରିସ୍ଥିତି ଦିନ କୁ ଦିନ ଭୟଙ୍କର ହେବାକୁ ଲାଗିଛି । କିନ୍ତୁ ସବୁ ଦେଶ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ବି କରୁଛନ୍ତି । ଏହା ସହିତ ସବୁ ଦେଶ କରୋନାର ଭୟାଭୟ ପରିସ୍ଥିତି ପାଇଁ ଚୀନକୁ ଦାୟୀ କରୁଛନ୍ତି । ଏମିତିରେ ଚୀନ ପୁରା ଦୁନିଆରେ ଏକୁଟିଆ ହୋଇ ଯାଇଛି । ତେବେ ଅନ୍ୟ ପଟେ ପିଏମ ମୋଦୀଙ୍କ ନେତୃତ୍ଵରେ ଭାରତ ପୁରା ଦୁନିଆରେ ନିଜର ଆଧିତ୍ଵ ବିସ୍ତାର କରିବାରେ ଲାଗିଛି ।

ଏମିତିରେ ବର୍ତ୍ତମାନ ସମୟରେ ଖବର ଆସୁଛି କି ଆମେରିକା, ରୁସ ଓ ଫ୍ରାନ୍ସ ଭାରତକୁ ବିଟୋ ପାୱାର ଦେବା ପାଇଁ ଆବେଦନ ପର୍ଯ୍ୟନ୍ତ କରି ସାରିଛନ୍ତି । ଯାହା ଦ୍ଵାରା ବର୍ତ୍ତମାନ ଚୀନ ଚିନ୍ତିତ ହୋଇ ଯାଇଛି । ରୁସ ଭାରତକୁ ବହୁତ ସମୟ ପୂର୍ବରୁ ହିଁ ବିଟୋ ପାୱାର ଦେବାକୁ ଚାହୁଁଛି । ସେ ବିଭିନ୍ନ ସମୟରେ ଏହି ବିଷୟରେ କଥାବାର୍ତ୍ତା ବି କରିଛି କି ଭାରତକୁ UNର ସ୍ଥାୟୀ ସଦସ୍ୟ କରାଯାଉ ।

କିନ୍ତୁ ଅନ୍ୟ ଦେଶ ଗୁଡିକର ସମର୍ଥନ ନ ମିଳିବା କାରଣରୁ ଆଜି ପର୍ଯ୍ୟନ୍ତ ଭାରତକୁ ବିଟୋ ପାୱାର ମିଳି ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ମୋଦୀଙ୍କ ବିଦେଶ ନୀତି ଓ ଆମେରିକାର ସମର୍ଥନ ଏହି କଥାର ସଂକେତ ଦେଉଛି କି ଭାରତକୁ ବହୁତ ଜଲ୍ଦି ବିଟୋ ପାୱାର ମିଳିପାରେ । କରୋନା ଭାଇରସ କାରଣରୁ ଆମେରିକା ଚୀନକୁ ଏକ ଉଚିତ ଶିକ୍ଷା ଦେବାକୁ ଚାହୁଁଛି । ଏଥିପାଇଁ ସେ ଦୁନିଆର ସମସ୍ତ ଦେଶକୁ ଏକାଠି କରିବା ବି ଆରମ୍ଭ କରି ଦେଇଛି ।

ଆମେରିକାର ଇଛା ଏହା ଅଟେ କି ଚୀନ ଠାରୁ ବିଟୋ ପାୱାର ନେଇ ଭାରତକୁ ଦିଆଯାଉ ଓ ଚୀନକୁ କମଜୋର କରି ଦିଆଯାଉ । ଆମେରିକା ଚୀନକୁ ଆର୍ଥିକ କ୍ଷତି ପହଞ୍ଚାଇବା ପାଇଁ ବି ଯୋଜନା କରି ନେଇଛି । ସେ ନିଜ ଦେଶର କମ୍ପାନୀମାନଙ୍କୁ ଏହା କହି ଦେଇଛି କି ସେ ଚୀନ ଛାଡି ଭାରତକୁ ଚାଲି ଯାଆନ୍ତୁ । ଏହା ଦ୍ଵାରା ଚୀନର ଆର୍ଥିକ ସ୍ଥିତି କମଜୋର ହୋଇପାରେ । ଅନ୍ୟ ପଟେ ଭାରତ ବି ଏହାର ଲାଭ ଉଠାଇବାକୁ ଚେଷ୍ଟା କରୁଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।