ଶେଷରେ ଭାରତ ଆଗରେ ମୁଣ୍ଡ ନୂଆଁଇଲା ଚୀନ, ମାନିଲା କି କାଶ୍ମୀର ଓ ଅରୁଣାଚଳ ଭାରତର ଅଂଶ, ଆହୁରି କହିଲା କି…

ଭାରତର ଶତୃ ଦେଶ ମଧ୍ୟରେ କେବଳ ପାକିସ୍ତାନ ନୁହେଁ ଚୀନ ବି ସାମିଲ ଅଛି ଓ ଏହାର ପ୍ରମାଣ ଚୀନ ଥରେ ନୁହେଁ ବହୁତ ଥର ଦେଇ ସାରିଛି । କିନ୍ତୁ ଗତ କିଛି ଦିନ ତଳେ ଏମିତି କିଛି ହେଲା ଯାହାର ଅନ୍ଦାଜ ବି ଆପଣମାନେ ଲଗାଇ ପାରିବେ ନାହିଁ । ଶେଷରେ ଭାରତ ଆଗରେ ମୁଣ୍ଡ ନୂଆଁଇଲା ଚୀନ, ଏହା ଭାରତ ପାଇଁ ଏକ ବଡ ଉପଲବ୍ଧି ହୋଇ ପାରେ ।

ଶେଷରେ ଭାରତ ଆଗରେ ମୁଣ୍ଡ ନୂଆଁଇଲା ଚୀନ

ଆଜାଦି ପର ଠାରୁ ହିଁ ଭାରତ ଓ ଚୀନ ମଧ୍ୟରେ ପ୍ରାୟତଃ ଅରୁଣାଚଳ ପ୍ରଦେଶକୁ ନେଇ ବିବାଦ ଲାଗିଛି । କିନ୍ତୁ କିଛି ଦିନ ତଳେ ହିଁ ଶେଷରେ ଚୀନ ନିଜର ନକ୍ସାରେ କାଶ୍ମୀରକୁ ଓ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ବୋଲି ମାନି ନେଇଛି । ଏହାର ସୂଚନା ମିନିଷ୍ଟ୍ରି ଅଫ କମର୍ସ ଦେଇଛନ୍ତି । ୩ ଦିନ ପର୍ଯ୍ୟନ୍ତ ଚାଲିଥିବା ସମିଟ ର ଆରମ୍ଭ ୨୫ ଏପ୍ରିଲକୁ କରାଯାଇଥିଲା ଓ ଏହି ନକ୍ସାକୁ ମିନିଷ୍ଟ୍ରି ଅଫ କମର୍ସ  ଅଫ ଦ ପ୍ୟୁପଲ ରିପବ୍ଲିକ ଅଫ ଚୀନ ପାସ କରିଛି ।

ଏହି ନକ୍ସାରେ ଭାରତକୁ ବି ବୀଆରଆଈର ଅଂଶ କରାଯାଇଛି । ଆପଣଙ୍କୁ କହିଦେଉଛୁ କି ଭାରତ ଏହି ସମିଟ କୁ ବହିଷ୍କାର କରି ଦେଇଥିଲା । ଏହା ପୂର୍ବରୁ ୨୦୧୭ର ପ୍ରଥମ ସମିଟ ରେ ଭାରତ ସାମିଲ ହୋଇ ନ ଥିଲା । ବିଆରଆଈ ସମିଟ ରେ ୩୭ଟି ଦେଶ ସାମିଲ ହେଉଛନ୍ତି, ଯାହାର ଲକ୍ଷ୍ୟ ରାଜ ମାର୍ଗ, ରେଳ ନାଇରୋ, ବନ୍ଦର ଓ ସୀଲେନର ନେଟୱର୍କ ଜରିଆରେ ଏସିଆ ସହିତ ୟୁରୋପକୁ ଯୋଡିବା ।

ଚୀନ ଏହି ବର୍ଷ ମାର୍ଚ୍ଚ ରେ ଅରୁଣାଚଳ ପ୍ରଦେଶର ୩୦ ହଜାର ନକ୍ସାକୁ ନଷ୍ଟ କରି ଦେଇଥିଲା । କାଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ସବୁବେଳେ ଛିଡା ହୋଇ କହିଥାଏ କି ଏହା ଭାରତର ଅଂଶ ନୁହେଁ । କିନ୍ତୁ ବର୍ତ୍ତମାନ ଚୀନ ଏହାକୁ ସ୍ଵୀକାର କରି ନେଇଛି ।