GK Questions and Answers: ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନେଇଥାଏ ?

ଉ: ହରିଣ

୨- କେଉଁ ଜୀବର ପାକସ୍ଥଳୀ ତା’ର ମୁଣ୍ଡରେ ଥାଏ ?

ଉ: ଚିଙ୍ଗୁଡି

୩- କେଉଁ ଜୀବର ଆଠଟି ଆଖି ରହିଛି ?

ଉ: ମାଙ୍କଡସା

୪- ମୟୂର ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଥାଏ ?

ଉ: ୧୮ଟି

୫- କେଉଁ ଜୀବର ଆଖି ନଥାଏ ?

ଉ: ଜିଆ

୬- ଘୋଡା, କୁକୁଡ଼ା, ଗାଈ ଓ ଓଟ ମଧ୍ୟରୁ କିଏ ପହଁରି ପାରେ ନାହିଁ ?

ଉ: ଓଟ

୭- କେଉଁ ଜୀବର ମେରୁଦଣ୍ଡ ନଥାଏ ?

ଉ: କଙ୍କଡା

୮- କେଉଁ ଜୀବର ପାଞ୍ଚୋଟି ଆଖି ଥାଏ ?

ଉ: ମହୁମାଛି

୯- କେଉଁ ଜୀବ ସବୁଠୁ ବେଶୀ ଦିନ ବଞ୍ଚିଥାଏ ?

ଉ: କଇଁଛ

୧୦- କେଉଁ ଜୀବର ୧୦ଟି ଗୋଡ ଅଛି ?

ଉ: କଙ୍କଡା

୧୧- କେଉଁ ଜୀବ ସର୍ବଦା ଜୀବ ବାହାର କରିଥାଏ ?

ଉ: ସାପ

୧୨- କେଉଁ ଜୀବ ବସା ତିଆରି କରିପାରେ ନାହିଁ ?

ଉ: ବାଦୁଡି

୧୩- କେଉଁ ପକ୍ଷୀର ଦାନ୍ତ ଥାଏ ?

ଉ: ବାଦୁଡି

୧୪- ବରଗଛ, ଶିମ୍ବ, ଲିମ୍ବ ଓ ଛତୁ ମଧ୍ୟରୁ କେଉଁ ଗଛର ଫୁଲ ନଥାଏ ?

ଉ: ଛତୁ

 

୧୫- ଚୁଲିର ତିନି ମୁଣ୍ଡକୁ କଣ କୁହାଯାଏ ?

ଉ: ଝିଙ୍କା

୧୬- କେଉଁ ମାସରେ ପିଲା କମ୍ କାନ୍ଦେ ?

ଉ: ଫେବୃୟାରୀ

୧୭- ସବୁଜ ପତ୍ର ଉପରେ ଲାଲ ଆଲୋକ ପଡିଲେ ତାହା କିପରି ଦେଖାଯାଏ ?

ଉ: କଳା

୧୮- ମଣିଷର ନାକ ପ୍ରାୟ କେତେ ପ୍ରକାର ବାସ୍ନା ଶୁଙ୍ଘିପାରେ ?

ଉ: ୪ ହଜାର

୧୯- କେଉଁ ଦେଶକୁ ସାପର ଦେଶ ବୋଲି କୁହାଯାଏ ?

ଉ: ବ୍ରାଜିଲ

୨୦- ବାସ୍କେଟ ବଲ୍ ଖେଳରେ କେତେ ଜଣ ଖେଳାଳି ରହିଥାନ୍ତି ?

ଉ: ୫ ଜଣ

୨୧- ସର୍ବପ୍ରଥମେ କେଉଁ ଦେଶରେ ନୋଟବନ୍ଦୀ ଆରମ୍ଭ ହୋଇଥିଲା ?

ଉ: ଘାନା

୨୨- କିଏ “ମୁଦ୍ରା ରାକ୍ଷସ” ରଚନା କରିଥିଲେ ?

ଉ: ପ୍ରେମଚନ୍ଦ୍ର ଘୋର

୨୩- ବିଶ୍ଵର ପ୍ରଥମ ରେଳଗାଡି କେବେ ଚାଲିଥିଲା ?

ଉ: ୧୮୨୫ ମସିହାରେ

୨୪- ହୀରାକୁ ଉତ୍ତପ୍ତ କଲେ ଏହା କେଉଁ ପଦାର୍ଥରେ ପରିଣତ ହୁଏ ?

ଉ: ଗ୍ରାଫାଇଟ

୨୫- ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ?

ଉ: ନୀଳକୁରଞ୍ଜି ଫୁଲ ଯାହା କର୍ଣ୍ଣାଟକରେ ଦେଖିବାକୁ ମିଳେ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।