ଏମାନେ ହେଲେ ଭାରତର ସବୁଠୁ ସୁନ୍ଦର ଆଉ ବୋଲ୍ଡ 7 IAS ଓ IPS ଅଫିସର, ନମ୍ବର 4 ଙ୍କ ସୁନ୍ଦରତା ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ଆମ ଦେଶରେ ମହିଳା ମାନେ ଆଜିକା ଡେଟରେ ବହୁତ ଆଗରେ ଅଛନ୍ତି । ନିଜର ମେହନତ ଯୋଗୁ ମହିଳା ମାନେ ଆଜି ଆପିଏସ ଓ ଆଇଏସ ଅଫିସର ହେବାରେ ସଫଳ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଭାରତର ଏମିତି କିଛି ବୋଲ୍ଡ ଓ ଖ-ତ-ର-ନା-କ ଆଇଏସ ଓ ଆପିଏସ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ।

“ମରିମ ଯୋଶଫ” : ମରିମ ଯୋଶଫ ୨୦୧୨ରେ ୟୁପିଏସ ପରୀକ୍ଷାରେ ପାସ କରି ଆପିଏସ ଅଫିସର ହୋଇଥିଲେ । ତାଙ୍କ ଆଗରେ କେହି ବି ଅ-ପ-ରା-ଧୀ ଲୁଚି ରହିପାରେ ନାହି । ସେ ମାତ୍ର ୨୫ ବର୍ଷ ବୟସରେ ଆପିଏସ ଅଫିସର ହୋଇ ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାଇଛନ୍ତି ।

“ରିଜୁ ବଫନା” : ରିଜୁ ବଫନା ଛତିଶଗଡରେ ଜନ୍ମଗ୍ରହଣ କରିଥିଲେ । ସେ ୟୁପିଏସରେ ସିଭିଲ ସରିଭିସ ପରୀକ୍ଷାରେ ୨୦୧୩ରେ ସଫଳ ହୋଇଥିଲେ । ସେ କୌଣସି କେସରେ କିଛି ସ୍ଟେପ ନେବା ପୂର୍ବରୁ ବେଶି ଚିନ୍ତା କରନ୍ତି ନାହି ବରଂ ସିଧା ଆକସନ ନେଇଥାନ୍ତି । ସେ ଜଣେ ଷ୍ଟ୍ରିଟ ଅଫିସର ହେବା ସହ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି ।

“ସ୍ମିତା ସଭରବାଲ” : ସ୍ମିତା ଜଣେ ଆଇଏସ ଅଫିସର ଅଟନ୍ତି ଯାହାଙ୍କର ଜନ୍ମ ୧୯୭୭ ରେ ପଶ୍ଚିମବଙ୍ଗର ଦାର୍ଜେଲିଙ୍ଗରେ ହୋଇଥିଲା । ୨୦୦୧ରେ ସେ ଆଇଏସ ଅଫିସାର ପାଇଁ ନିଯୁକ୍ତ ହୋଇଥିଲେ । ସିଏମ ଅଫିସରେ ପ୍ରଥମ ଆଇଏସ ଅଫିସର ଭାବେ ସ୍ମିତା ନିଯୁକ୍ତି ପାଇଥିଲେ । ସେ ନିଜର କାମକୁ ବହୁତ ନିଷ୍ଠାର ସହ ପାଳନ କରିଥାନ୍ତି ।

“ମୀରା ବୋରୱାନକର” : ମୀରା ବୋରୱାନକର ୧୯୮୧ ବ୍ୟାଚର ଆପିଏସ ଅଫିସର ଅଟନ୍ତି । ତାଙ୍କୁ ଲେଡି ସୁପରକପ ନାଁରେ ମଧ୍ୟ ଜଣାଯାଏ । ବାଉଦ ଇବ୍ରାହିମ ଓ ଛୋଟା ରାଜନଙ୍କୁ ଆରେଷ୍ଟ କରିବା ପରେ ମୀରା ଚର୍ଚ୍ଚାରେ ଆସିଥିଲେ । ବଲିଉଡ ଫିଲ୍ମ “ମର୍ଦାନୀ” ମିରାଙ୍କ ଜୀବନ କାହାଣୀକୁ ନେଇ ଆଧାରିତ ହୋଇଛି । ତାଙ୍କ ବିଷୟରେ ଏତିକି କୁହାଯାଇ ପାରେ ଯେ କ୍ରୀ-ମି-ନା-ଲ ମାନେ ତାଙ୍କୁ ଦେଖିଲେ ବହୁତ ଭୟ କରିଥାନ୍ତି ।

“ଟିନା ଦାବି” : ୨୦୧୬ରେ ୟୁପିଏସ ପରୀକ୍ଷାରେ ପ୍ରଥମ ଟପ କରିଥିବା ଦିଲ୍ଲୀର ୨୨ ବର୍ଷର ଝିଅ ଟିନା ଦାବି ଜଣେ ଅଟନ୍ତି । ସେ ଏମିତି ଜଣେ ଅଫିସର ଯଦି କେହି ସରକାରୀ ପଇସାର ଅପବ୍ଯବହର କରୁଥିବାର ଧରିଥାନ୍ତି ତାକୁ କେବେ ବି ଛାଡନ୍ତି ନାହି । ସେ ପଲିଟିକାଲ ସାଇନ୍ସରେ ବିଏ କରିଛନ୍ତି ।

“ବି ଚନ୍ଦ୍ରକଳା” : ୟୁପିର ବୁଲନ୍ଦ ସହରରେ ବି ଚନ୍ଦ୍ରକଳାଙ୍କର ଜନ୍ମ  ୧୯୭୯ ସେପ୍ଟେମ୍ବର ୧୭ରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା । ୨୦୦୮ ବ୍ୟାଚର ଆଇଏସ ଅଫିସର ଚନ୍ଦ୍ରକଳାଙ୍କୁ ସିଭିଲ ପରୀକ୍ଷାରେ ୨୯୦ ରିୟାଙ୍କ ମିଳିଥିଲା । ସେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଥାନ୍ତି । ଅନେକ ଥର ସେ ଅ-ପ-ରା-ଧୀ ମାନଙ୍କୁ ଧରି ନିଜର କର୍ତ୍ତବ୍ୟ ପୁରା କରିଛନ୍ତି ।

“ସଞ୍ଜୁକ୍ତା ପରାଶର” : ଅସମର ପ୍ରଥମ ମହିଳା ସଞ୍ଜୁକ୍ତା ପରାଶର ୨୦୦୬ ବ୍ୟଚ ଆପିଏସ ଅଫିସର ଅଟନ୍ତି । ୨୦୦୮ରେ ତାଙ୍କର ପ୍ରଥମ ପୋଷ୍ଟିଂ ମାକୁମେରେ ଆସିଷ୍ଟାନ୍ତ କମାଣ୍ଡର ଭାବେ ହୋଇଥିଲା । ଏହା ପରେ ଉଦୟପୁରରେ ବୋଟ ଓ ବଙ୍ଗଳାଦେଶର ସୀମାକୁ କାବୁ କରିବା ପାଇଁ ପୋଷ୍ଟିଂ କରାଯାଇ ଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ