ନମସ୍କାର ବନ୍ଧୁଗଣ । ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଏବେ କୁନି ପିଲାର ଏହି ଭିଡିଓ କୁ ନେଇ ଖୁବ ଚର୍ଚ୍ଚା ହେଉଛି । କାରଣ ସ୍କୁଲ ରେ ହେବାକୁ ଥିବା ଅଭିଭାବକ ମିଟିଂ ପୂର୍ବରୁ ନିଜ ବାପା ମା ଙ୍କୁ କେମିତି ପାଠ ପଢାଉଛି କୁନି ପିଲା ଟି ତାହାର ଭିଡିଓ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସ୍କୁଲରେ ଅଭିଭାବକ ମିଟିଂ କଥା ଶୁଣୁ ଶୁଣୁ ସବୁ ପିଲାଙ୍କ ମଧ୍ୟରେ ସାଧାରଣତଃ ଭୟ ଦେଖା ଯାଇଥାଏ ।
କାରଣ ମିଟିଙ୍ଗ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲାର କଥା ବାପା ମା ଙ୍କ ସାମନାରେ ରଖନ୍ତି । ପିଲା କେମିତି ପାଠ ପଢୁଛନ୍ତି, କେମିତି ବ୍ୟବହାର କରୁଛନ୍ତି ସବୁ କଥା ମିଟିଂ ରେ ଆଲୋଚନା ହୁଏ । କିନ୍ତୁ ଆଜିର ସମୟରେ ପିଲା ଙ୍କ ସହ ବାପା ମା ମିସୁଛନ୍ତି । ତେଣୁ ପିଲା ମାନେ ମଧ୍ୟ ଭୟଭୀତ ହେଉ ନାହାନ୍ତି । ପିଲା ମାନେ ଖୋଲା ଖୋଲି କହିବାକୁ ଅନୁଚିତ ମନେ କରୁ ନାହାନ୍ତି ।
ଯାହାର ଭିଡିଓ ଏବେ ଏହି ଦୃଶ୍ୟ ରୁ ଜଣା ପଡିଛି । କୁନି ପିଲା ଟି ଭାଇରାଲ ଭିଡିଓ ରେ ତା ବାପା ମା କୁ କହୁଛି କି କାଲି ସ୍କୁଲ ରେ ମିଟିଂ ଅଛି ଆଉ ପ୍ରସ୍ତୁତ ରୁହ । କହିବ ନି ଯେ ସେ ସ୍କୁଲରୁ ଆସେ ଆଉ କୁକେଜ ଖାଏ ଆଉ ସୋଇ ପଡେ ବୋଲି । ବରଂ କହିବ ମୁଁ ସ୍କୁଲ ରୁ ଆସି ଖେଚେଡି ଖାଏ ପରେ ଯାଇ ଶୁଏ । କୁନି ପିଲାର ଏହି କଥା ଶୁଣିବା ପରେ ସମସ୍ତେ ହସିଛନ୍ତି ।
ସ୍କୁଲ ରେ ମିଟିଙ୍ଗ ଯିବା ପୂର୍ବରୁ ବାପା ମା ଙ୍କୁ ଏମିତି ପ୍ରସ୍ତୁତ କରୁ ଥିବାରୁ ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ କୁନି ପିଲା ର କଥା କହିବାର ଶୈଳୀ ସମସ୍ତଙ୍କୁ ହସାଇ ହସାଇ ଗଡାଇ ଦେଇଛି । ଅନେକ ଲୋକ ନିଜ ନିଜର ମତ ସୋସିଆଲ ମିଡିଆରେ ଦେବାରେ ଲାଗିଛନ୍ତି । ସମସ୍ତେ କୁନି ପିଲାର ଏଭଳି ବିଚକ୍ଷଣ ବ୍ୟକ୍ତି କୁ ତାରିଫ କରିଛନ୍ତି ।
ଓ କହୁଛନ୍ତି ଆଜିର ସମୟରେ ପିଲା ମାନେ ବାପା ମା ଙ୍କ ଠାରୁ ବେଶ ଆଗରେ ଅଛନ୍ତି । କୁନି ପିଲା ର ଏଭଳି ଅଭିନୟ କରି କରି ନିଜ ବାପା ମା ଙ୍କୁ ମିଟିଂ ପାଇଁ ପ୍ରସ୍ତୁତ କରୁ ଥିବାର ଭିଡିଓ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହେବ ବୋଲି ଅନୁମାନ କରା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି କୁନି ପିଲା ର ଭିଡିଓ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।