ଭାଇ ଭଉଣୀ ରୁ ହୋଇଗଲେ ସ୍ଵାମୀ – ସ୍ତ୍ରୀ, ଏହି ଯୋଡି ପ୍ରମାଣିତ କଲେ କି – ସତରେ ପ୍ରେମ ଅନ୍ଧ ହୋଇଥାଏ !

କହିବାକୁ ଗଲେ ବର୍ତ୍ତମାନ ସମୟରେ ଲୋକମାନେ ନିଜର ସମ୍ପର୍କକୁ ଓ ନିଜର ମର୍ଯ୍ୟାଦାକୁ ଭୁଲିବାକୁ ଲାଗୁଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ସମ୍ପର୍କର କୌଣସି ମୂଲ୍ୟ ନାହିଁ । ଆଜି ଆମେ ଯେଉଁ ଖବର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ବି କହିବାକୁ ବାଧ୍ୟ ହେବେ କି ସତରେ ପ୍ରେମ ଅନ୍ଧ ହୋଇଥାଏ । ଏହି ମାମଲା ଯମୁନାନଗରର ଅଟେ । ଯମୁନାନଗରରେ ଅନର କିଲିଂଗ ଡରରେ ଏକ ପ୍ରେମୀ ଯୋଡି

ଲଗାତାର ଚାରି ଘଣ୍ଟା ହେବ ଏକ ଓକିଲର ଚ୍ୟାମ୍ବରର ମେଜ ତଳେ ଲୁଚି ରହିଥିଲେ । କହି ଦେଉଛୁ ଯେ ଝିଅର ଘର ଲୋକ ବାହାରେ ହିଁ ଛିଡା ହୋଇଥିଲେ । ଯେଉଁ କାରଣରୁ ସେମାନେ ମେଜ ତଳେ ଲୁଚି ରହିଥିଲେ । ଏମିତିରେ ଓକିଲ ପୁଲିସକୁ ଡାକିଲେ ଓ ଦୁଇ ଜଣଙ୍କୁ କୋର୍ଟରେ ପେଶ କରାଗଲା ।

ଏହା ପରେ ଜଜ ତାଙ୍କୁ ପୁଲିସର ସୁରକ୍ଷାରେ ଏକ ସୁରକ୍ଷିତ ଘରକୁ ପଠାଇ ଦେଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରେମୀ ଯୋଡି ପୁର୍ବରୁ ପରସ୍ପରର ଭାଇ ଭଉଣୀ ଥିଲେ ।

କହିବାକୁ ଗଲେ ଏକ ବାହାଘରରେ ଝିଅର ସାକ୍ଷାତ ନିଜର ମାଉସୀର ବଡଯା ପୁଅ ସହ ହୋଇଥିଲା । ଏହା ପର ଠାରୁ ସେମାନଙ୍କୁ ପରସ୍ପର ସହିତ ପ୍ରେମ ହୋଇଗଲା । ଏହା ପରେ ସେମାନେ ବିବାହ କରିବା ପାଇଁ ଘରୁ ଫେରାର ହୋଇ ଗଲେ । କହିଦେଉଛୁ ଯେ ଏହି ଦୁଇ ଜଣ ୨୧ ଜୁଲାଇରେ ଘରୁ ଫେରାର ହୋଇଥିଲେ ଓ ୨୨ ଜୁଲାଇରେ ଏହି ଦୁଇ ଜଣ ଦୂର୍ଗା ମନ୍ଦିରରେ ବିବାହ କରିନେଲେ ।

ବିବାହ ପରେ ଏହି ଦୁଇଜଣଙ୍କୁ ନିଜର ପରିବାର ଠାରୁ ଡର ଲାଗୁଥିଲା, କାରଣ ସେମାନେ ଏହି ସମ୍ପର୍କର ବିରୁଦ୍ଧରେ ଥିଲେ । ଏମିତିରେ ଦୁଇ ଜଣ କୋର୍ଟ ଯାଇ ସୁରକ୍ଷା ଦେବା ପାଇଁ ଅପିଲ କରିଲେ । ୨୪ ଜୁଲାଇକୁ ସୁରକ୍ଷା ପାଇଁ ଅପିଲ କରିବାର ଥିଲା । କିନ୍ତୁ ଏହା ବିଷୟରେ ପୁର୍ବରୁ ହିଁ ତାଙ୍କର ଘର ଲୋକମାନଙ୍କୁ ଜଣା ପଡିଗଲା ତେବେ ସେମାନେ କୋର୍ଟର ଗେଟ ଆଗରେ ଆସି ଛିଡା ହୋଇଗଲେ ଓ ତାଙ୍କୁ ଖୋଜିବାକୁ ଲାଗିଲେ ।

ଏହା ପରେ ସେହି ପ୍ରେମୀ ଯୋଡି ମହିଳା ହେଲ୍ପ ଲାଇନ ପୁଲିସ କଣ୍ଟ୍ରୋଲକୁ ଫୋନ କରି ସହାୟତା ମାଗିଲେ । ଏହା ପରେ ପୁଲିସ ଜଜଙ୍କର ଆଦେଶ ଦେବା ପୁର୍ବରୁ ତାଙ୍କର ସୁରକ୍ଷା ଦେଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।