ଶରୀରର ଏହି 4 ଟି ଅଙ୍ଗରେ ଥିବା ତିଳଚିହ୍ନ ବ୍ୟକ୍ତି କୁ ବନେଇ ଦେଇଥାଏ କୋଟିପତି, ଦେଖନ୍ତୁ କଣ ସେହି ଭାଗ୍ୟଶାଳି ବ୍ୟକ୍ତି ଆପଣ ତ ନୁହନ୍ତି ?

ଜୟ ଶ୍ରୀ କ୍ରିଷ୍ଣା । ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ଶରୀରରେ ଜଦି କୈାଣସି ଅଙ୍ଗରେ କଳାଯାଇ ଥାଏ ତାହା କି ଫଳ ଦେବ ସେହି ବିଷୟରେ ଜାଣିବା । ଯେତେବେଳେ ମନୁଷ୍ୟ ଜନ୍ମ ନିଏ ସେ ସ୍ତ୍ରୀ ହେଉ କି ପୁରୁଷ ତାଠାରେ ଅନେକ ପ୍ରକାରର ଚିହ୍ନ ଆସିଥାଏ ଯାହାକୁ ଆମେ କଳାଯାଇ ବୋଲି କହିଥାଉ । ଏହା ବିଭିନ୍ନ ପ୍ରକାରର ହୋଇଥାଏ ଯାହା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପିଲାବେଳୁ ଥିବା ଏହି ଚିହ୍ନ ଆଗାମୀ ଦିନର ଭବିଷ୍ୟତକୁ ଦର୍ଶାଇ ଥାଏ । ବିଭିନ୍ନ ପ୍ରକାରର ଅଙ୍ଗରେ ଥିବା କଳାଯାଇ ଅନେକ ପ୍ରକାରର ଫଳ ଦେଇଥାଏ ।

ପ୍ରଥମେ ଦୁଇ ଭଅଁର ମଝିରେ କଳାଯାଇ ଥିଲେ ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବୁଦ୍ଧି ବଳରେ କାର୍ଯ୍ୟର ସଫଳତା ଏବଂ ପଇସା କମାଇ ଥାନ୍ତି । ଦ୍ଵିତୀୟ ସ୍ଥାନ ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ ପଟ ଆଖି ପାଖରେ କଳାଯାଇ ଥାଏ ସେମାନେ ବହୁତ ଭାବୁକ ହୋଇଥାନ୍ତି ।

ତୃତୀୟ ସ୍ଥାନ ଯେଉଁ ବ୍ୟକ୍ତିର ଡାହାଣ ଆଖି ପଲକ ଉପରେ କରାଯାଇ ଥାଏ ସେମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ବହୁତ ଉନ୍ନତ ଧରଣର ହୋଇଥାନ୍ତି । ସେମାନଙ୍କୁ ବୁଦ୍ଧି ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ବହୁତ ଭଲ ପାଆନ୍ତି ।

ଚତୁର୍ଥରେ ଯେଉଁ ଲୋକର ଡାହାଣ ଆଖି ତଳେ କଳାଯାଇ ଥିଏ ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ପ୍ରେମ ସମସ୍ୟାରେ ବହୁତ ଭାବୁକ ହୋଇଥାନ୍ତି ।

ପଞ୍ଚମ ରେ ଯେଉଁ ବ୍ୟକ୍ତିର ଡାହାଣ ଆଖି ପଛପଟେ ନାକ ପାଖରେ କଳାଯାଇ ଥାଏ ସେମାନେ ସ୍ବଭାବିରୁ ରହସ୍ୟମୟୀ ହୋଇଥାନ୍ତି । ଏମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ ।

ଷଷ୍ଠ ରେ ଜଦି କୈାଣସି ବ୍ୟକ୍ତିର ନାକର ଆରମ୍ଭରୁ ଠିକ୍ ମଝିରେ କଳାଯାଇ ଥାଏ ତେବେ ଏମାନେ କଳ୍ପନାଶୀଳ ହୋଇଥାନ୍ତି । ଏହି ଲୋକ କୈାଣସି କାର୍ଯ୍ୟକୁ ରଚନାତ୍ମକ ଢଙ୍ଗରେ କରିବାକୁ ପସନ୍ଦ କରନ୍ତି ।

ସପ୍ତମ ସ୍ଥାନ ବାମ ଆଖି ତଳେ କଳାଯାଇ ଥାଏ ସେମାନେ ବାସନାତ୍ମକ ସ୍ବଭାବର ହୋଇଥାନ୍ତି । ଏମାନଙ୍କ ବୈବାହିକ ଜୀବନର ବିଭିନ୍ନ ଅନୁଭବ ଏମାନଙ୍କୁ ପ୍ରାପ୍ତ ହୋଇଥାଏ ।

ଅଷ୍ଟମ ସ୍ଥାନ ଯେଉଁ ବ୍ୟକ୍ତିର ବାମ ଆଖି କୋଣ ପାଖରେ କଳାଯାଇ ଥିବ ଏମାନେ ପ୍ରେମକୁ ପାଇବା ପାଇଁ କୈାଣସି ବି ଅପରାଧ କରି ପାରନ୍ତି ।

ନବମ ସ୍ଥାନ ଜଦି କୈାଣସି ବ୍ୟକ୍ତିର ବାମ ଆଖି ପଲକରେ କଳାଯାଇ ଥାଏ ସେ ବୁଦ୍ଧିମାନ ଏବଂ ମସ୍ତିଷ୍କରୁ ବହୁତ ତେଜ୍ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ କୂଟ ନିତିଜ୍ଞ ହୋଇଥାନ୍ତି ‌ ।

ଦଶମ ସ୍ଥାନ ଜଦି କୈାଣସି ବ୍ୟକ୍ତିର ନାକରେ କରାଯାଇ ଥିବ ସେମାନେ ବହୁତ ଯାତ୍ରା କରିବାକୁ ଭଲ ପାଆନ୍ତି । ଏମିତି ଲୋକଙ୍କର ପ୍ରେମରେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ।

ଏକାଦଶ ସ୍ଥାନ ଯେଉଁ ଲୋକଙ୍କର ଗାଲରେ କଳାଯାଇ ଥାଏ ସେମାନେ ବହୁତ ଭାବୁକ ହୋଇଥାନ୍ତି ।

ଦ୍ଵାଦଶ ସ୍ଥାନ ଜଦି ନାକର ଠିକ୍ ତଳେ କଳାଯାଇ ହୋଇଥାଏ ସେମାନେ ବହୁତ ଉଚ୍ଚ ବିଚାରର ହୋଇଥାନ୍ତି । ଏମାନେ ବହୁତ ରହସ୍ୟମୟୀ ହୋଇଥାନ୍ତି ।

ତ୍ରେୟଦଶ ଯେଉଁ ଲୋକଙ୍କର ଓଠରେ ଉପରେ କରାଯାଇ ଥାଏ ସେମାନେ ନିଜ ସନ୍ତାନକୁ ବହୁତ ଭଲ ପାଆନ୍ତି । ଏମାନେ ବହୁତ ବିଶ୍ବାସ ପାତ୍ର ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।