ମହିଳାମାନଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖାଗଲେ ଜାଣିବେ ସେମାନେ ବହୁତ ଭାଗ୍ୟଶାଳୀ

ଜଣେ ପତ୍ନୀ ଯଦି ଭାଗ୍ୟଶାଳୀ ହୋଇଥାଏ ତେବେ ତାଙ୍କ ସ୍ଵାମୀଙ୍କର ଜୀବନ ଖୁବ ସରଳ ହୋଇଥାଏ । ପତ୍ନୀଙ୍କୁ ଘରର ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଇଥାଏ । ଜଣେ ପତ୍ନୀଙ୍କର ସୁଗୁଣ ପାଇଁ ସେହି ଘର ସ୍ଵର୍ଗ ସମାନ ହୋଇଥାଏ । ଜଣେ ପତ୍ନୀଙ୍କର ଖରାପ ଗୁଣ ପାଇଁ ସେହି ଘର ନର୍କ ସମାନ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମହିଳା ମାନଙ୍କର ବିଭିନ୍ନ ପ୍ରକାରର ଲକ୍ଷଣ ବିଷୟରେ । କେଉଁ ମହିଳାମାନଙ୍କର ଲକ୍ଷଣ କଣ ହୋଇଥିଲେ ସେମାନଙ୍କର ସ୍ଵଭାବ କିପରି ହୋଇଥାଏ । ଯେଉଁ ମହିଳାମାନେ ହସିବାବେଳେ ତାଙ୍କ ଶରୀର ଥରୁ ଥାଏ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି । ଯେଉଁ ମହିଳାମାନେ ହସିବାବେଳେ ସେମାନଙ୍କ ଦାନ୍ତ ବାହାରକୁ ଦେଖାଯାଏ ନାହିଁ ସେମାନେ ଅତି ସୁଖୀ ମଧ୍ୟ ହୋଇଥାନ୍ତି ।

Image courtesy: Google

ଯେଉଁ ମହିଳାମାନେ ହସି ହସି କଥା କହିବାବେଳେ ତାଙ୍କର ଆଖି ବିଲେଇ ଆଖି ପରି ଦେଖାଯାଏ ସେହି ମହିଳାମାନେ ବହୁତ କାମିକା ହୋଇଥାନ୍ତି ।

ଯେଉଁ ମହିଳାମାନେ ସ୍ମିତହାସ୍ୟ ହସିଥାନ୍ତି ସେହି ମହିଳାମାନେ ସୁଖୀ ହୋଇଥାନ୍ତି ।

Image courtesy: Google

ଯେଉଁ ମହିଳାମାନଙ୍କର ପାଦ ବା ଗୋଇଠି ଅସମାନ ସେହି ମହିଳାମାନେ ଦାରିଦ୍ର୍ୟରେ ଦିନ କାଟିଥାନ୍ତି ।

ଯେଉଁ ମହିଳାମାନେ ଚାଲିଲାବେଳେ ହାତୀ ଭଳି ଝୁଲି ଝୁଲି ଚାଲିଥାନ୍ତି ସେହି ମହିଳାମାନେ ସୌଭାଗ୍ୟବତୀ ହୋଇଥାନ୍ତି ।

ଯେଉଁ ମହିଳାମାନଙ୍କର ମୁଣ୍ଡ ବଡ ହୋଇଥାଏ ସେମାନେ ପ୍ରାୟତଃ ଛୋଟ କଥାକୁ ନେଇ ବଡ କରିବାର ଦେଖାଯାଇଥାଏ ।

Image courtesy: Google

ଯେଉଁ ମହିଳାମାନଙ୍କର ଆଖି ପାରା ଆଖି ପରି ସେମାନେ ବହୁତ କଥା ଲୁଚାଇ ରଖନ୍ତି ନିଜ ଭିତରେ ।

ଯେଉଁ ମହିଳାଙ୍କର ଆଖି ରକ୍ତ ବର୍ଣ୍ଣ ସେହି ମହିଳା ଚିର ଦୁଃଖିନି ହୋଇଥାଏ ।

ଯେଉଁ ମହିଳାମାନଙ୍କର ନାକ ଚେପେଟା ସେହି ମହିଳାମାନେ ବୁଦ୍ଧିବନ୍ତି ଓ ଗୁଣବନ୍ତି ହୋଇଥାନ୍ତି ।

ଯେଉଁ ମହିଳାମାନଙ୍କର ଆଖି ବିରାଡି ଆଖି ପରି ସେହି ମହିଳାମାନେ ହତଭାଗିନୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କର ମୁଖ ଗୋଲାକାର ସେହି ମହିଳାମାନେ ଧନବାନ ହୋଇଥାନ୍ତି ।

ଯେଉଁ ମହିଳାମାନଙ୍କର ମୁହଁରେ କେବେ ବି ହସ ଆସି ନଥାଏ ସେମାନେ ଦୁଃଖ ଓ ଦାରିଦ୍ର୍ୟତାରେ ଦିନ କାଟିଥାନ୍ତି ।

Image courtesy: Google

ଯେଉଁ ମହିଳାଙ୍କର ବକ୍ଷ ସ୍ଥଳରେ କୌଣସି ଦାଗ ଦେଖାଯାଏ ସେହି ମହିଳା ସୌଭାଗ୍ୟବତୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କର ଜିଭ ବଡ ସେହି ମହିଳାମାନେ ଦୁର୍ଭାଗିନୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କର ଦାନ୍ତ ବଡ ସେହି ମହିଳାମାନେ ଭାରି ରାଗି ହୋଇଥାନ୍ତି ।

Image courtesy: Google

ଯେଉଁ ମହିଳାଙ୍କର ଓଠ ଲାଲ ସେମାନେ ସୁଖ ଶାନ୍ତିରେ ଜୀବନ ବିତାଇଥାନ୍ତି ।

ଯେଉଁ ମହିଳାମାନଙ୍କର ପାଦ ଛୋଟ ସେମାନେ ସବୁବେଳେ ସ୍ବାମୀଠୁ ଅଧିକ ଆଶା ରଖିଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।