ଭାଗ୍ୟଶାଳୀ ଝିଅମାନଙ୍କ ଶରୀରରେ ଥାଏ ଏହି ସବୁ ଖାସ ଚିହ୍ନ, ପୁଅ ମାନେ ନିଶ୍ଚୟ ଜାଣିନିଅନ୍ତୁ

ହିନ୍ଦୁ ଧର୍ମରେ ସ୍ତ୍ରୀ କୁ ଘରର ଲକ୍ଷ୍ମୀ କୁହାଯାଇଥାଏ ଏବଂ ସ୍ତ୍ରୀ କୁ ପୂଜା କରାଯାଇଥାଏ । ଯଦି କୌଣସି ହିନ୍ଦୁ ପରିବାରରେ ଝିଅ ଜନ୍ମ ହୋଇଥାଏ ତେବେ ଲୋକ କହିଥାନ୍ତି କି ଘରକୁ ଲକ୍ଷ୍ମୀ ଆସିଛନ୍ତି । ଯେତେବେଳେ ସେହି ଝିଅ ବଡ଼ ହୋଇଥାଏ ଏବଂ ତାର ବିବାହ ହୋଇଥାଏ ଏବଂ ବୋହୂ ଶଶୁର ଘରକୁ ଯାଇଥାଏ ଲୋକ ସେତେବେଳେ ମଧ୍ୟ କହିଥାନ୍ତି କି ଘରକୁ ଲକ୍ଷ୍ମୀ ଆସିଛନ୍ତି ।

ସ୍ତ୍ରୀ ର ରୂପକୁ ଦେବୀର ରୂପ ବୋଲି କୁହାଯାଏ । ସବୁ ଝିଅ ନିଜ ମାଆ ବାପା ଙ୍କ ପାଇଁ ସ୍ଵଭାଗ୍ୟ ନେଇ ଆସିଥାଏ । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଶାସ୍ତ୍ରରେ ସ୍ଵଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କର କିଛି ବିଶେଷ ସଙ୍କେତ କୁହାଯାଇଛି । ତେବେ ଚାଲନ୍ତୁ ଜାଣିବା ।

ଚମକୁଥିବା ନଖ:- ଏହି ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି । ଏମାନେ ନିଜ ସ୍ବାମୀ ଏବଂ ପରିବାର ଦୁହିନ ଙ୍କ ପାଇଁ ସୁଖ ଦୁଃଖ ର ଧ୍ୟାନ ରଖିଥାନ୍ତି ।

ଯେଉଁ ମହିଳା ର ପାଦର ଦୁତିୟ ଆଙ୍ଗୁଠି ପ୍ରଥମ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ମହିଳା ଙ୍କୁ ବିବାହ କଲେ ଜୀବନରେ କୌଣସି ଜିନିଷର ଅଭାବ ରହିନଥାଏ ।

ବାଆଁ ପଟ ଗାଲରେ କଳାଜାଇ:- ଯେଉଁ ମହିଳା ମାନଙ୍କ ବାଆଁ ପଟ ଗାଲରେ କଳାଜାଇ ଥାଏ ସେହି ମହିଳା ସୌଭାଗ୍ୟ ବତି ହୋଇଥାନ୍ତି । ଏହି ମହିଳା ମାନେ ଖାଇବାକୁ ବହୁତ ଭଲ ପାଇଥାନ୍ତି । ଏବଂ ସବୁ ପ୍ରକାରର ଖାଦ୍ୟ ଖାଇଥାନ୍ତି । ଏହି ମହିଳା ମାନେ ପରିବାର ଲୋକଙ୍କ ଧ୍ୟାନ ରଖିଥାନ୍ତି ।

ଲମ୍ବା ନାକ:- ଯେଉଁ ମହିଳା ମାନଙ୍କ ଲମ୍ବା ନାକ ଥାଏ ସେମାନେ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ଏହି ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ମହିଳା ମାନଙ୍କୁ ଖର୍ଚ୍ଚ କରିବାର ସକ କମ ରହିଥାଏ । ଏମାନେ ବହୁତ ନରମ ହୃଦୟର ହୋଇଥାନ୍ତି । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ ।

ଯେଉଁ ମହିଳା ମାନଙ୍କ ଆଖି ଟେରା ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ସେହି ମହିଳା ମନେ ଯେଉଁଠାକୁ ଯାଆନ୍ତି ସେଠି ଖୁସି ହିଁ ଖୁସି ଆସିଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସିରେ ରୁହନ୍ତି ଏବଂ ଅନ୍ୟ ମାନଙ୍କୁ ଖୁସିରେ ରଖନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।