Gk Questions With Answers: ଭଗବାନ ଶ୍ରୀ କୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛି । କହିବାକୁ ଏହି ସବୁ ପ୍ରଶ୍ନ ପୌରାଣିକ କଥା ଉପରେ ଆଧାରିତ । କହିବାକୁ ଗଲେ ଏହି ସବୁ ପ୍ରଶ୍ନକୁ ଆମେ ଇତିହାସରୁ ନେଇ ଆସିଛୁ । ଯାହାକୁ ପ୍ରାୟତଃ ଆଜିକାଲି ସମସ୍ତେ ଭୁଲି ଯାଇଛନ୍ତି । ପ୍ରଶ୍ନ :- କେଉଁ ଯୁଗରେ ଭଗବାନ ବିଷ୍ଣୁ ରାମଙ୍କ ଅବତାର ନେଇଥିଲେ ? ଉତ୍ତର :- ତ୍ରେତୟା ଯୁଗରେ

ପ୍ରଶ୍ନ :- ଦଶରଥଙ୍କ ପିତା ଓ ମାତାଙ୍କ ନାମ କଣ ଥିଲା ?

ଉତ୍ତର :- ପିତା ଅଜ ଓ ମାତା ଇନ୍ଦୁମତି

ପ୍ରଶ୍ନ :- ଭରତଙ୍କ ରାଜଧାନୀର ନାଁ କଣ ଥିଲା ?

ଉତ୍ତର :- ନନ୍ଦିଗ୍ରାମ

ପ୍ରଶ୍ନ :- ରାଜା ଜନକ କେଉଁ ସ୍ଥାନରେ ରାଜୁତି କରୁଥିଲେ ?

ଉତ୍ତର :- ମିଥିଳା

ପ୍ରଶ୍ନ :- ଦଶରଥଙ୍କ କନିଷ୍ଠ ପୁତ୍ର କିଏ ଥିଲେ ?

ଉତ୍ତର :- ଶତ୍ରୁଘ୍ନ

ପ୍ରଶ୍ନ :- ରାବଣଙ୍କ ପ୍ରଥମ ରାଣୀଙ୍କ ନାଁ କଣ ଥିଲା ?

ଉତ୍ତର :- ମନ୍ଦୋଦରୀ

ପ୍ରଶ୍ନ :- ମନ୍ଦୋଦରୀଙ୍କ ମାତାଙ୍କ ନାଁ କଣ ଥିଲା ?

ଉତ୍ତର :- ମାୟା

ପ୍ରଶ୍ନ :- ଇନ୍ଦ୍ରଙ୍କ ବାହାନ କିଏ ?

ଉତ୍ତର :- ଐରାବତ ହସ୍ତୀ

ପ୍ରଶ୍ନ :- ଶାସ୍ତ୍ର ଅନୁସାରେ ଅସୁରମାନଙ୍କ ଗୁରୁ କିଏ ଥିଲେ ?

ଉତ୍ତର :- ଗୁରୁ ଶୁକରାଚାର୍ୟ

ପ୍ରଶ୍ନ :- ରାବଣଙ୍କ ପିତା କିଏ ଥିଲେ ?

ଉତ୍ତର :- ବିଶ୍ରବା ଋଷି

ପ୍ରଶ୍ନ :- ରାବଣ କେଉଁ ଅସ୍ତ୍ର ଦ୍ଵାରା ମୃତ୍ୟୁ ବରଣ କରଥିଲେ ?

ଉତ୍ତର :- ବ୍ରହ୍ମାସ୍ତ୍ର

ପ୍ରଶ୍ନ :- ପୁଷ୍ପକ ବିମାନର ମାଲିକ କି ଥିଲେ ?

ଉତ୍ତର :- କୁବେର

ପ୍ରଶ୍ନ :- ହନୁମାନଙ୍କ ପିତାଙ୍କ ନାମ କଣ ଥିଲା ?

ଉତ୍ତର :- ପବନ

ପ୍ରଶ୍ନ :- ହନୁମାନଙ୍କ ମାତାଙ୍କ ନାମ କଣ ?

ଉତ୍ତର :- ଅଞ୍ଜନା

ପ୍ରଶ୍ନ :- କେଉଁ ଦେଶର ନାମ ଅଯୋଧ୍ୟା ଥିଲା ?

ଉତ୍ତର :- କୋଶଳ

ପ୍ରଶ୍ନ :- କେଉଁ ଦେବତାଙ୍କ ରଥକୁ ୭ ଟି ଘୋଡା ଦ୍ଵାରା ପରିଚାଳିତ କରାଯାଏ ?

ଉତ୍ତର :- ସୂର୍ଯ୍ୟ ଦେବତାଙ୍କ

ପ୍ରଶ୍ନ :- କେଉଁ ରୁଷି ସଞ୍ଜିବନୀର ଉଦ୍ଭାବନ କରିଥିଲେ ?

ଉତ୍ତର :- ବ୍ରହ୍ମା

ପ୍ରଶ୍ନ :- ପ୍ରହଲ୍ଲାଦଙ୍କ ପିତାଙ୍କ ନାଁ କଣ ?

ଉତ୍ତର :- ହିରଣ୍ୟକଶପୁ

ପ୍ରଶ୍ନ :- ଦଶରଥଙ୍କ ତିନି ରାଣୀଙ୍କ ନାଁ କଣ ଥିଲା ?

ଉତ୍ତର :- କୌଶଲ୍ୟା, କକେୟୀ ଓ ସୁମିତ୍ରା

ପ୍ରଶ୍ନ :- ୧୪ ବର୍ଷ ବନବାସ ସମୟରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ସହିତ କିଏ ଯାଇଥିଲେ ?

ଉତ୍ତର :- ସୁମନ୍ତ

ପ୍ରଶ୍ନ :- ଉର୍ମିଳା କାହାର ପତ୍ନୀ ଥିଲେ ?

ଉତ୍ତର :- ଲକ୍ଷ୍ମଣଙ୍କ

ପ୍ରଶ୍ନ :- ସମୁଦ୍ର ପାର ହେବା ପାଇଁ ହନୁମାନ କେଉଁ ପର୍ବତରୁ ଡେଇଁ ଥିଲେ ?

ଉତ୍ତର :- ମହେନ୍ଦ୍ର ପର୍ବତ

ପ୍ରଶ୍ନ :- ରାମଙ୍କ ବାନରସେନାକୁ ଲଙ୍କା ଯିବା ପାଇଁ କିଏ ପୋଲ ତିଆରି କରିଥିଲେ ?

ଉତ୍ତର :- ବିଶ୍ଵକର୍ମାଙ୍କ ପୁତ୍ର ନଳ

ପ୍ରଶ୍ନ :- ଭଗବାନ ବିଷ୍ଣୁ କେଉଁ ଯୁଗରେ ଶ୍ରୀ କୃଷ୍ଣ ରୂପରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର :- ଦ୍ଵାପର ଯୁଗରେ

ପ୍ରଶ୍ନ :- ପ୍ରଭୁ ଶ୍ରୀ ରାମଙ୍କ ଗୁରୁ କିଏ ଥିଲେ ?

ଉତ୍ତର :- ଗୁରୁ ବିଶ୍ଵାମିତ୍ର

ପ୍ରଶ୍ନ :- ଶ୍ରୀ କୃଷ୍ଣଙ୍କ ଗୁରୁ କିଏ ଥିଲେ ?

ଉତ୍ତର :- ସନ୍ଦିପନି

ପ୍ରଶ୍ନ :- ରାମାୟଣରେ ଭରତଙ୍କ ପତ୍ନୀଙ୍କ ନାଁ କଣ ଥିଲା ?

ଉତ୍ତର :- ମାଣ୍ଡବୀ

ପ୍ରଶ୍ନ :- ଭଗବାନ ବିଷ୍ଣୁ କେଉଁ ସ୍ଥାନରେ ବାସ କରନ୍ତି ?

ଉତ୍ତର :- ବୈକୁଣ୍ଠରେ

ପ୍ରଶ୍ନ :- କୈଳାଶ ପର୍ବତରେ କିଏ ରୁହନ୍ତି ?

ଉତ୍ତର :- ମହାଦେବ

ପ୍ରଶ୍ନ :- ବ୍ରହ୍ମା କେଉଁ ସ୍ଥାନରେ ବାସ କରନ୍ତି ?

ଉତ୍ତର :- ସତ୍ୟ ଲୋକରେ

ପ୍ରଶ୍ନ :- ଦେବତାମାନଙ୍କ ମଧ୍ୟରୁ କେଉଁ ଦେବତା ସବୁବେଳେ ଜୋତା ପିନ୍ଧିଥାନ୍ତି ?

ଉତ୍ତର :- ସୂର୍ଯ୍ୟ ଦେବତା

ପ୍ରଶ୍ନ :- ରୁକ୍ମିଣୀ କେଉଁ ଦେବତାଙ୍କ ପତ୍ନୀ ଥିଲେ ?

ଉତ୍ତର :- ଶ୍ରୀ କୃଷ୍ଣଙ୍କ