ଭାରତୀୟ ସେନା ଲିଖିତ ରେ ଦେଲା ପାକିସ୍ଥାନ କୁ ଧମକ, ଯଦି ଏବେ ଆଉ ଗୋଟିଏ ବି ଗୁଳି ଚଳାଏ ତେବେ …

ଭାରତ ଓ ପାକିସ୍ଥାନ ମଧ୍ୟରେ ସୀମା ଉପରେ ଯେଉଁ ଯୁଦ୍ଧର ପରିବେଶ ଲାଗି ରହିଥାଏ ତାହା ପାଇଁ ସମସ୍ତେ ବହୁତ ଚିନ୍ତିତ ଥାଆନ୍ତି ଓ ଏମିତି ସ୍ଥିତିରେ ବହୁତ ଥର ଆମର ଯବାନ ବି ସହିଦ ହୋଇଛନ୍ତି । ପ୍ରଥମରୁ ଏହାର ଠିକ ଉପାୟରେ ଜବାବ ଦିଆଯାଉ ନ ଥିଲା କାରଣ ଲିଡରସିପ କମଜୋର ଥିଲା କିନ୍ତୁ ଏବେ ଏମିତି ନୁହେଁ, ଏବେ ସେନା ଏହାର ଭଲ ଜବାବ ଦେଉଛି ଓ ତା ସହିତ ଏବେ ଲିଖିତ ରେ ପାକିସ୍ଥାନ ବିରୁଦ୍ଧରେ ପ୍ରେସ କଂଫରେନ୍ସ ବ୍ୟୁରୋ ର ଡ଼ିଫେନ୍ସ ୱିଙ୍ଗ ତରଫରୁ ଗୋଟିଏ ଷ୍ଟେଟମେଣ୍ଟ ଜାରି କରାଯାଇଛି ଯେଉଁଥିରେ ପାକିସ୍ଥାନୀ ସେନା କୁ ଚେତାବନୀ ଦିଆ ଯାଇଛି ।

ଏଥିରେ ଲେଖା ଅଛି କି ପାକିସ୍ଥାନ କୌଣସି ବି ପ୍ରକାରରେ ଭାରତ ସୀମାରେ ଥିବା ଶିବିଲିୟନ ଏରିଆ କୁ ଟାର୍ଗେଟ ନ କରୁ ଓ ଯଦି ଏମିତି କରାଯାଏ ତେବେ ଭାରତ ସେନା ପୂର୍ଣ୍ଣ ରୂପରେ ଜବାବି କାର୍ଯ୍ୟ ଆରମ୍ଭ କରିବ । ପାକିସ୍ଥାନ ଆର୍ମି ତରଫରୁ ଲଗାତାର ଘାଟିରେ ଫାଇରିଙ୍ଗ କରା ଯାଉଛି ଓ ମୋର୍ଟାର ଚଳା ଯାଉଛି ଯାହା କି ନିର୍ଦୋଷ ଲୋକଙ୍କର ଜୀବନ ନେଉଛି ।

ଏପରି ସ୍ଥିତିରେ ଆମେ ଗୋଟିଏ ଦାୟିତ୍ତ୍ଵବାନ ସେନା ଭଳି ବ୍ୟବହାର କରିବୁ ଓ ଆମେ ଆତଙ୍କ ଓ ଦେଶର ଶତୃଙ୍କ ବିରୁଦ୍ଧରେ ତା ଠାରୁ ବହୁତ ଅଧିକ ରେଶପଣ୍ଡ ଦେବୁ ଓ ଏହା ପାଇଁ ଦୋଷୀ ପାକିସ୍ଥାନ ହେବ ।

ଇଣ୍ଡିଆନ ଆର୍ମି ତରଫରୁ ଜାରି ହୋଇଥିବା ଏହି ଷ୍ଟେଟମେଣ୍ଟ ର ବହୁତ ଅର୍ଥ ବାହାର କରାଯାଉଛି କାରଣ ଏ ପ୍ରକାରର ଷ୍ଟେଟମେଣ୍ଟ କେବେ କେବେ ହିଁ ଦେଖିବାକୁ ମିଳିଥାଏ ଓ ଯେବେ ବି ଏପରି ଷ୍ଟେଟମେଣ୍ଟ ଆସିଥାଏ ତାହାର ଅର୍ଥ ବିଲକୁଲ କ୍ଲିୟର ଅଟେ କି ସେନା ବହୁତ ଶକ୍ତ ଆକ୍ସନ ନେବା ମୁଡ ରେ ଅଛି ଓ କାହାକୁ ବି ଜବାବ ଦେଇ ପାରେ ।

ଏବେ ଏହିପରି ଭାବରେ ଭଲ ଉପାୟରେ ଆକ୍ସନ ନିଆ ଯାଇଛି ଓ ଏବେ ପାକିସ୍ଥାନ ସେନା ବି ଚିନ୍ତିତ ଅଛି କି ଏହା ପରେ ସେ କଣ କାରବାଇ କରିବ ?

ସେନାର ଏଅପରି ଲିଖିତ ୱାର୍ନିଙ୍ଗ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟିକୁ ସେଆର କରି ଅନ୍ୟ ମାନଙ୍କୁ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।