ସକାଳୁ ବେସନରେ ଏହି 1 ଜିନିଷ ମିଶେଇ ଲଗାନ୍ତୁ, ଚେହେରା ଏତେ ଗୋରା ହେବ କି ସମସ୍ତେ ଦେଖିକି ହେବେ ଆଶ୍ଚର୍ଯ୍ୟ ! (Glowing Skin Tips)

ଆଜି ଆମେ ଆପଣଙ୍କ ପାଇଁ ଏକ ଫେସ ପ୍ୟାକ ନେଇ ଆସିଛୁ । ଯାହାକୁ ଆପଣ ମାତ୍ର ୫ ମିନିଟ ବ୍ୟବହାର କରି ନିଜ ଚେହେରାରେ ଗ୍ଲୋ ଆଣି ପାରିବେ । ଏହି ଫେସ ପ୍ୟାକ ଆପଣଙ୍କ ସ୍କିନକୁ ପୂରାପୂରି ସଫା କରିଦବ । ଅର୍ଥାତ ଆପଣଙ୍କ ଚେହେରାରେ ବ୍ରଣ ଓ କଳା ଦାଗ ଇତ୍ୟାଦି ସବୁକୁ ଦୂର କରିଦେବ । ଆମେ ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ତିଆରି କରି ଏହି ଫେସ ପ୍ୟାକକୁ ପ୍ରସ୍ତୁତ ପାରିବେ । ଏହି ଫେସ ପ୍ୟାକ ପାଇଁ ଆପଣ ଗୋଟିଏ ବଡ ଆଳୁକୁ ନେଇ ତାର ଜୁସ ବାହାର କରନ୍ତୁ ।

ଜୁସ ବାହାର କରିବା ପାଇଁ ଆପଣ ପ୍ରଥମେ ଆଳୁକୁ ଅଧା କାଟି ତାର ଚୋପାକୁ ଛଡାଇ ତାକୁ ଛେଲି ଦିଅନ୍ତୁ । ଆଳୁକୁ ଗୋଟିଏ ପାତ୍ରରେ ନେଇ ସେଥିରେ ଅଧ ଚାମଚ ବେସନ, ଅଧ ଚାମଚ ଚାଉଳ ଚୂନା, ଅଧ ଚାମଚ ମହୁ ଓ ଦୁଇ ରୁ ତିନି ଚାମଚ କ୍ଷୀର ମିଶାନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାକୁ ଚେହେରାରେ ଲଗାଇବା ପୂର୍ବରୁ ଆପଣ ନିଜର ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଏହା ପରେ ଫେସ ପ୍ୟାକକୁ ଆପଣ ନିଜର ଚେହେରାରେ ଲଗାନ୍ତୁ । ଚେହେରାରେ ଲଗାଇବା ସହିତ ଆପଣ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମସାଜ ବି କରନ୍ତୁ । ଏହାକୁ ଆପଣ ନିଜର ବେକରେ ବି ଲଗାଇ ପାରିବେ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ଏହା ପରେ ପାଣିରେ ନିଜ ଚେହେରାକୁ ଧୋଇ ଦିଅନ୍ତୁ ।

ଏହି ଫେସ ପ୍ୟାକ ଆପଣଙ୍କ ଚେହେରାରେ ସଙ୍ଗେ ସଙ୍ଗେ ଗ୍ଲୋ ନେଇ ଆସିବ । ଏହା ଆପଣଙ୍କ ସ୍କିନକୁ ପୂରାପୂରି ସଫା କରିଦେବ । ଅର୍ଥାତ ଆପଣଙ୍କ ଚେହେରାରେ ଯାହା ବି କଳା ଦାଗ ଅଛି ଓ ବ୍ରଣ ଅଛି ତାହାକୁ ସଫା କରିଦେବ । ଏଥିରେ ମିଶିଥିବା ସବୁ ଜିନିଷ ବହୁତ ହିଁ ପ୍ରଭାବୀ ହୋଇଥାଏ । ବେସନ ଆମ ଚେହେରାକୁ ଗୋରା କରିବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ ।

ଏହି ଫେସ ପ୍ୟାକକୁ ଲଗାଇବା ପରେ ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଚେହେରାକୁ ନର୍ମାଲ ପାଣିରେ ଧୋଇ ଦେବେ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ଚେହେରାରେ କୌଣସି ବି ପ୍ରକାରର କ୍ରିମ କିମ୍ବା ଆଲୋବେରା ଜେଲ ଲଗାଇ ପାରିବେ । ଏହା ବହୁତ ଜରୁରୀ ହୋଇଥାଏ । କାରଣ ଫେସ ପ୍ୟାକ ଲଗାଇବା ପରେ କେତେକ ଲୋକମାନଙ୍କ ଫେସ ଦ୍ରାୟ ହୋଇଯାଏ ।