ବାଥରୁମ ସହ ଅଛି ମନର କନେକସନ, ଏହି ଯାଗାରେ ହିଁ ଲାଗିଥାଏ ସବୁଠୁ ଅଧିକ ଝଟକା, ଜାଣନ୍ତୁ କାହିଁକି

ହାର୍ଟଟାକ ଗୋଟେ ବହୁତ ହିଁ ଭୟଙ୍କର ରୋଗ ହୋଇଥାଏ ଯାହା କେଉଁଠି ବି ଆସିପାରେ ଏବଂ ଆପଣ ଦେଖିଥିବେ କି ସବୁଠୁ ଅଧିକ ହାର୍ଟଟାକର ଆଶଙ୍କା ବାଥରୁମରେ ହିଁ ଆସିଥାଏ । ବହୁତ ଥର ଶୁଣିଥିବେ କି କେତେକ ବ୍ୟକ୍ତି ଗାଧେଇବାକୁ ବାଥରୁମକୁ ଯାଇ ଥାଆନ୍ତି ଓ ଜଣା ପଡେକି ତାଙ୍କୁ ବାଥରୁମରେ ହାର୍ଟଟାକ ଆସିଛି ଓ ସେ ସେଇଠି ବେହୋସ ହୋଇ ଯାଇଥାନ୍ତି , ଡକ୍ଟର ହାର୍ଟଟାକ ବାଥରୁମରେ ଅଧିକ ଆସିବାର ଏକ ବହୁତ ଆଶ୍ଚର୍ଯ୍ୟ ଜନକ କାରଣ କହିଛନ୍ତି ।

ଡକ୍ଟରଙ୍କ ଅନୁସାରେ ଯେବେ ବି ଆମେ ଗାଧେଇବାକୁ ଯାଉ ତେବେ ସର୍ବ ପ୍ରଥମେ ମୁଣ୍ଡରେ ପାଣି ଢାଳି ଥାଉ କିନ୍ତୁ ଲୋକମାନେ ଜାଣି ନାହାଁନ୍ତି କି ମୁଣ୍ଡରେ ପାଣି ଢାଳିବା ଦ୍ଵାରା ଆମ ରକ୍ତର ଧମନି ଗୁଡିକ ଭାଙ୍ଗିବାକୁ ଲାଗିଥାଏ, ଯେଉଁ କାରଣ ପାଇଁ ହାର୍ଟଟାକ ଆସିବାର ସମ୍ଭାବନା ଆହୁରି ବଢ଼ି ଯାଇଥାଏ ।

ଡକ୍ଟରଙ୍କ ଅନୁସାରେ ବ୍ୟକ୍ତି ଗୋଟେ କୋଲ୍ଡ ବ୍ଲଡେଡ ପ୍ରାଣୀ ଅଟେ । ଏଥିପାଇଁ ଯେବେ ବି ଗାଧେଇବେ ତେବେ ସବୁଠୁ ଆଗେ ନିଜ ଗୋଡ଼ରେ ପାଣି ଢ଼ାଳିବେ ତାପରେ ନିଜ ମୁଣ୍ଡ ହେଉ ବା ଦେହରେ ଯେଉଁଠି ହେଉ ପାଣି ଢ଼ାଳିବେ । ସିଧା ଆସିକି ମୁଣ୍ଡରେ ପାଣି ଆଗ ନ ଢାଳି ଧିରେ ଧିରେ ଗୋଡ଼ରେ ପାଣି ଢାଳିବା ଦ୍ଵାରା ଶରୀରର ତାପମାନ ପୁରା ରୁପରେ ସନ୍ତୁଳିତ ରହିଥାଏ ।

ଯାହା ଦ୍ଵାରା ବ୍ୟକ୍ତିଙ୍କୁ ହାର୍ଟଟାକ ଆସିବାର ସମ୍ଭାବନା ଖୁବ କମ ରହିଥାଏ । ଖାସକରି ଯେଉଁ ଲୋକଙ୍କର ବ୍ଲଡ଼ ପ୍ରେସର, ହାଇ କୋଲେଷ୍ଟ୍ରଲ ଏଵଂ ମାଇଗ୍ରେନ ଭଳି ସମସ୍ୟା ଅଛି ଯଦି ତାଙ୍କୁ ଭୁଲରେ ବି ଗାଧୋଇବା ସମୟରେ ସବୁଠୁ ଆଗେ ମୁଣ୍ଡରେ ପାଣି ଢାଳିବା କଥା ନୁହଁ । ନିଜ ବଡିକୁ ସାମାନ୍ୟ ରଖିବା ପାଇଁ ହେଲେ ପ୍ରଥମେ ଗୋଡ଼ ବା କାନ୍ଧରେ ଉପରେ ପାଣି ଢାଳନ୍ତୁ ,ପୁଣି ପରେ ମୁଣ୍ଡରେ ପାଣି ଢାଳି ପାରିବେ ।

ଯଦି ନିଃଶ୍ୱାସ ନେବାପାଇଁ ବହୁତ କଷ୍ଟ ହେଉଛି ତେବେ ଏଥିରୁ ମଧ୍ୟ ହାର୍ଟଟାକ ଆସିବାର ସମ୍ଭାବନା ବଢ଼ି ଯାଇଥାଏ । ସେଥିପାଇଁ ଏହି କଥାକୁ ଧ୍ୟାନ ଦିଅନ୍ତୁ ଏବଂ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତୁ । ଏହା ହେଉଛି ହାର୍ଟଟାକ ଆସୁଥିବାର କିଛି କାରଣ । ଆପଣଙ୍କୁ ଆମର ଏହି ଲେଖା ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଏମିତି ହିଁ କିଛି ନୂଆ ନୂଆ କଥା ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।