ବାସ୍ତୁର ଏହି ଉପାୟ ବ୍ୟାପାରରେ ଆଣି ଦେବ ସଫଳତା, ମହାଲକ୍ଷ୍ମୀଙ୍କ କୃପାରୁ ସବୁ ଆର୍ଥିକ ସମସ୍ୟା ହେବ ଦୂର

ସମସ୍ତେ ନିଜ ଜୀବନରେ ଭୌତିକ ସୁଖ ସୁବିଧାର ଆନନ୍ଦ ଉଠାଇବାକୁ ଚାହାନ୍ତି । କିନ୍ତୁ ଏଥିପାଇଁ ଟଙ୍କା ଜରୁରୀ ହୋଇଥାଏ ଯେଉଁଥିପାଇଁ ବ୍ୟକ୍ତି ବହୁତ ପରିଶ୍ରମ ବି କରିଥାଏ । କିନ୍ତୁ ବେଳେ ବେଳେ ବହୁତ ଚେଷ୍ଟା କରିବା ସତ୍ତ୍ଵେ ବି ବ୍ୟକ୍ତିକୁ ସଫଳତା ମିଳି ପାରେ ନାହିଁ । ପ୍ରାୟତଃ ଏହିଭଳି ସମସ୍ୟା ସମସ୍ତଙ୍କ ସହିତ ହୋଇଥାଏ ।

ଯଦି ଆପଣଙ୍କ ଜୀବନରେ ବି ଏହିଭଳି କିଛି ସମସ୍ୟା ଅଛି ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରର କିଛି ନିୟମ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଏହି ଉପାୟ ଗୁଡିକ କରିବେ ତେବେ ଏହା ଦ୍ଵାରା ଆପଣ ନିଜ ଜୀବନରେ ସଫଳତା ହାସଲ କରି ପାରିବେ ।

ଭଲ ଚାକିରି ପ୍ରାପ୍ତ କରିବା ପାଇଁ ମନି ପ୍ଳାଣ୍ଟ

ଯଦି ଆପଣ ଏକ ଭଲ ଚାକିରି ବହୁତ ସମୟ ହେବ ଖୋଜୁଛନ୍ତି ତେବେ ଆପଣ ନିଜ ଘରର ଉତ୍ତର ଦିଗରେ ନୀଳ ବୋତଲରେ ମନି ପ୍ଳାଣ୍ଟ ଗଛ ଲଗାନ୍ତୁ । ଏହି ଉପାୟ ଦ୍ଵାରା ଆପଣ ଏକ ଭଲ ଚାକରି ଜଲ୍ଦି ହିଁ ପ୍ରାପ୍ତ କରି ପାରିବେ ।

ବ୍ୟାପାରରେ ଉନ୍ନତି ପାଇଁ ରଖନ୍ତୁ ଧଳା ଘୋଡାର ଷ୍ଟାଚ୍ୟୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଘରର ଉତ୍ତର – ପଶ୍ଚିମ ଦିଗରେ ଧଳା ଘୋଡାର ଷ୍ଟାଚ୍ୟୁ ରଖୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଆପଣଙ୍କର ବ୍ୟାପାରରେ ଉନ୍ନତି ଓ ସଫଳତା ହାସଲ ହେବ । ଏହା ଦ୍ଵାରା ଆପଣ କରଜରୁ ବି ମୁକ୍ତି ପାଇଯିବେ ।

ମାନ ସମ୍ମାନ ପାଇବା ପାଇଁ ଘରେ ରଖନ୍ତୁ ନାଲି ହାତୀ

ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ମାନ – ସମ୍ମାନରେ ଉନ୍ନତି ହେଉ ତେବେ ଘରର ଦକ୍ଷିଣ ଦିଗରେ ଲାଲ ରଙ୍ଗର କାଠର ହାତୀ ରଖନ୍ତୁ । ଏହାକୁ ରଖିବା ଦ୍ଵାରା ପରିବାରରେ ସୁଖ ସମୃଦ୍ଧି ବଢିବ ।

ଟଙ୍କାର ଅଭାବକୁ ଦୂର କରିବା ପାଇଁ

ଯଦି ଆପଣ ଜୀବନରେ ଆର୍ଥିକ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଏହାକୁ ଦୂର କରିବା ପାଇଁ ଆପଣ ଘରର ପଶ୍ଚିମ ଦିଗରେ ଘାସ କିମ୍ବା ଆବର୍ଜନା ରଖନ୍ତୁ ନାହିଁ ଓ ସବୁବେଳେ ଏହି ସ୍ଥାନକୁ ପରିଷ୍କାର ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।