ବସନ୍ତ ପଞ୍ଚମୀ ପଡୁଛି ଏହି ଦିନ, ସରସ୍ଵତୀ ପୂଜା ଦିନ ଭୁଲରେବି କରନ୍ତୁ ନାହିଁ ଏହି ୫ ଟି କାମ, ନ ହେଲେ ମାତା ସରସ୍ଵତୀ ହୋଇଯିବେ ଅସନ୍ତୁଷ୍ଟ – ଜାଣନ୍ତୁ

ବସନ୍ତ ପଞ୍ଚମୀ ଦିନ ମାତା ସରସ୍ଵତୀଙ୍କର ପୂଜା ଅର୍ଚନା କରାଯାଏ । ଏହି ଦିନରେ ମାତା ସରସ୍ଵତୀଙ୍କର ପୂଜା କରିବା ଦ୍ଵାରା ସବୁ ମନୋକାମନା ପୂର୍ଣ ହୋଇଥାଏ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ମହତ୍ଵ ପୂର୍ଣ ହୋଇଥାଏ । ଏହି ଦିନରେ ସମସ୍ତେ ମାତା ସରସ୍ଵତୀଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି , ଯାହା ଦ୍ଵାରା ମାତା ସରସ୍ଵତୀଙ୍କର ଆଶୀର୍ବାଦ ତାଙ୍କର ସବୁ କମାରେ ବନି ଥାଉ । ତେବେ ଚାଳନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

କେବେ ଅଟେ ବସନ୍ତ ପଞ୍ଚମୀ ?

ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ମାତା ସରସ୍ଵତୀଙ୍କର ପୂଜା ଫେବ୍ରୁୟାରୀ ମାସର ବସନ୍ତ ପଞ୍ଚମୀ ଦିନ ହେବ । ଏହି ଦିନରେ ସ୍କୁଲ, କଲେଜ ଇତ୍ୟାଦି ଜାଗାରେ ମାତା ସରସ୍ଵତୀଙ୍କର ପ୍ରତିମାର ପୂଜା କରାଯାଏ । କହିଦେଉଛୁ ଯେ ଏଥର ବସନ୍ତ ପଞ୍ଚମୀ ୧୦ ଫେବ୍ରୁୟାରୀରେ ଅଛି । ଏମିତିରେ ଏହି ଦିନରେ କିଛି ଜିନିଷ ପ୍ରତି ସାବଧାନ ହେବା ଦରକାର, ଯାହାର ଚର୍ଚା ଆମେ ନିମ୍ନରେ କରିବାକୁ ଯାଉଛୁ ।

ବସନ୍ତ ପଞ୍ଚମୀ ଦିନ କଣ କରିବା ଦରକାର ?

ଚାଳନ୍ତୁ ଆମେ ସମସ୍ତେ ଆପଣଙ୍କୁ ଏହି ବସନ୍ତ ପଞ୍ଚମୀ ଦିନ ବ୍ୟକ୍ତିଙ୍କୁ କଣ କରିବା ଉଚିତ, ଯେଉଁଥିରେ ମାତା ସରସ୍ଵତୀ ପ୍ରସନ୍ନ ହୋଇ ପାରିବେ –

୧. ସକାଳୁ ଉଠି ସ୍ନାନ କରିବା ।

୨. ମାତା ସରସ୍ଵତୀଙ୍କର ପୂଜା କରିବା ।

୩. ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

୪. ବହିର ପୂଜା କରନ୍ତୁ ।

୫. ଗରିବଙ୍କୁ ଦାନ ଦିଅନ୍ତୁ ।

ବସନ୍ତ ପଞ୍ଚମୀ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ ଗିଡିକୁ

କୁହାଯାଏ କି ବସନ୍ତ ପଞ୍ଚମୀର ପୂଜା ପାଇଁ ବିଭିନ୍ନ ନିୟମ ତିଆରି କରା ଯାଇଛି ଏବଂ ଯେଉଁ କୌଣସି ବ୍ୟକ୍ତି ଏହି ନିୟମକୁ ଭାଙ୍ଗି ଥାଏ, ତାହା ଉପରେ ମାତା ସରସ୍ଵତୀ କ୍ରୋଧିତ ହୋଇଥାନ୍ତି ଏବଂ ପୁଣି ତାହାର ଘରେ ଖୁସି ବହୁତ କଷ୍ଟରେ ହିଁ ଆସିଥାଏ । ଏମିତିରେ ଆମେ ଆପଣଙ୍କୁ ଏହି ଦିନରେ କେଉଁ କାମ କରିବା ଉଚିତ ନୁହେଁ, ତାହା ବିଷୟରେ କହିବାକୁ ଯାଉଛୁ –

୧. କଳା କପଡା – ବସନ୍ତ ପଞ୍ଚମୀ ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।

୨. ମାଂସହାରି ଭୋଜନ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମାଂସର ସେବନ କରନ୍ତୁ ନାହିଁ ।

୩. ଗଛଲତା କାଟନ୍ତୁ ନାହିଁ – ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଦିନ ଗଛଲତା କାଟିବା ଭୁଲ ଅଟେ ବୋଲି କୁହାଯାଇଛି ।

୪. ସ୍ନାନ ନିଶ୍ଚିତ କରନ୍ତୁ – ବସନ୍ତ ପଞ୍ଚମୀ ଦିନ ନ ସ୍ନାନ କରି ଖାଇବା ପିଇବା କରିବା ଅନୁଚିତ ଅଟେ ।

୫. କ୍ରୋଧ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମନୁଷ୍ୟକୁ ରାଗିବା ଉଚିତ ନୁହେଁ ।