ବରକୁ ନାଚି ନାଚି ସ୍ଵାଗତ କଲା କନ୍ୟା, ଭାଇରାଲ ହେଉଛି ହେଉଛି ଭିଡିଓ, ଦେଖନ୍ତୁ ଏହି video

ଆମେ ଆପଣଙ୍କୁ ଏକ ବିବାହ ସମାରୋହର ଏହ ଭିଜୁଆଲ ଦେଖାଉଛୁ । ଏହି ଭିଡିଓରେ ଜଣେ କନ୍ୟା ନାଲି ଓ ଗୋଲାପି ରଙ୍ଗର ହେଭି ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଦୁଲହନ୍ ବେଶରେ ସଜ ହୋଇ ସେ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ବାରାତ୍ ଆସିବା ସମୟ ହୋଇଥିବାରୁ ନିକଟରେ ସବୁ ଅତିଥି ଛିଡା ହୋଇଛନ୍ତି ସ୍ଵାଗତ କରିବା ପାଇଁ । ଆଉ ନିଜ ବରକୁ ନିଆରା ଢଙ୍ଗରେ ୱେଲକମ୍ କରିଛନ୍ତି ଏହି କନ୍ୟା । ନିଜେ ନୃତ୍ୟ କରି ନିଜ ବାରାତକୁ ୱେଲକମ୍ କରୁଛନ୍ତି ।

ତେବେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଗୀତ “ସାଜନ ଜୀ ଘର ଆୟେ” ରେ ଦୁଲହନ୍ ମନ ଖୋଲି ନାଚୁଛନ୍ତି । ଯାହା ଇନଷ୍ଟାଗ୍ରାମରେ ଶେୟାର କରା ଯାଇଥିବା ବେଳେ ଏହି ଭିଡିଓଟିକୁ ୟୁଜର୍ସ ମାନେ ବେଶ ପସନ୍ଦ କରୁଛନ୍ତି । ଲୋକେ ନିଜର ମତ ଦେଉଥିବା ବେଳେ ଭିଡିଓଟି ଖୁବ ଭାଇରାଲ ହେଉଛି । ବିବାହ ବେଳେ ବାରାତ୍ ଆସିବା ସମୟଟି ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତଥା ଲାଇମ ଲାଇଟରେ ରହିଥାଏ ।

ଏଥିରେ ବରଯାତ୍ରୀଙ୍କ ନୃତ୍ୟକୁ ସମସ୍ତେ ଖୁବ ଉପଭୋଗ କରନ୍ତି । କିନ୍ତୁ ନିଜ ବରଙ୍କ ପାଇଁ ଏହି କନ୍ୟା ନୃତ୍ୟ ମାଧ୍ୟମରେ କରୁଥିବା ସ୍ଵାଗତକୁ ୟୁଜର୍ସ ଖୁବ୍ ପସନ୍ଦ କରୁଛନ୍ତି । ଖୁବ ସୁନ୍ଦର ଭାବେ କନ୍ୟା ବେଶରେ ସଜ ହୋଇ ବର ଓ ବରଯାତ୍ରୀଙ୍କୁ ୱେଲକମ୍ କରିବା ପାଇଁ ଅତି ସୁନ୍ଦର ନୃତ୍ୟ କରୁଛନ୍ତି କନ୍ୟା ।

ନୃତ୍ୟ କରୁଥିବା ବେଳେ ସେ ଖୁବ ଥିବା ଜଣା ପଡ଼ୁଛନ୍ତି । ଆଖପାଖରେ ଠିଆ ହୋଇଥିବା ଅତିଥି ମାନେ ମଧ୍ୟ ବରଯାତ୍ରୀଙ୍କ ଆଗମନ ଦେଖିବା ସହ କନ୍ୟାର ନୃତ୍ୟକୁ ବେଶ ଉପଭୋଗ କରୁଛନ୍ତି । ଆମ ଦେଶରେ ଅଧିକାଂଶ କନ୍ୟା ବିବାହ ବେଳେ ଓଢଣା ତଳେ ରହି ଲାଜ କରୁଥିବାର ଦେଖିବାକୁ ମିଳେ ।

କିନ୍ତୁ ନିଜ ବିବାହ ଦିନକୁ କନ୍ୟା ନିଜେ ଉପଭୋଗ କରିବାର ଆବଶ୍ୟକତା ମଧ୍ୟ ରହିଛି । ଏହି ଭିଡିଓଟି ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛି ଓ ଭିଡିଓଟି ସମସ୍ତଙ୍କର ପ୍ରସନ୍ଦ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।