ବରଯାତ୍ରୀଙ୍କ ଆ-କ୍ର-ମ-ଣ-ରେ ବଡ ଭାଇ ଗୁରୁତର ହେବା ପରେ ବାହା ବେଦିରୁ ଉଠିଗଲା କନ୍ୟା, ଆଉ ତା’ପରେ ବରର ଅବସ୍ଥା… ଦେଖନ୍ତୁ video

ବାହା ହେବା ପାଇଁ ବରଯାତ୍ରୀ ନେଇ ଡିଜେ ବଜାଇ ଆସୁଥିଲା ବର । ଆଉ ସମସ୍ତେ ଡିଜେ ବାଜାର ତାଳେ ତାଳେ ମସଗୁଲ ହୋଇ ନାଚୁଥିଲେ । ସମସ୍ତେ ବେଶ ଖୁସି ଆଉ ଯୋଶରେ ଥିଲେ । ହେଲେ ଏତିକି ବେଳେ ବରଯାତ୍ରୀଙ୍କ ନାଚିବାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଗ-ଣ୍ଡ-ଗୋ-ଳ । ଯେଉଁଥିରେ କନ୍ଯାର ବଡ ଭାଇକୁ ଆ-କ୍ର-ମ-ଣ କରିଥିଲା ବରଯାତ୍ରୀ ଦଳର ଜଣେ ଉତ୍ତ୍ୟକ୍ତ ଯୁବକ । ଯାହା ଜାଣିବା ପରେ କନ୍ୟା ନିଜ ଭାଇ ପାଇଁ ଅଧା ବିବାହରୁ ବେଦିରୁ ଉଠି ଯାଇଥିଲା ।

କନ୍ୟା ଘରଲୋକେ ଝିଅର ବିବାହକୁ ବେଦି ଉପରେ ହିଁ ବନ୍ଦ କରି ଦେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ କଣ୍ଟାବାଜି ତୁରେକେଲା ଥାନା ଅନ୍ତର୍ଗତ ମୁରିବାହାଲ ଗାଁରେ ଆଲୋଡନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବର ରୋଷଣୀ କରି ବରଯାତ୍ରୀ ନେଇ ରାୟପୁରର କୁକୁରବେଡା ଗାଁରୁ ଆସିଥିଲେ । ହେଲେ ଅଚାନକ ନାଚକୁ ନେଇ ଗ-ଣ୍ଡ-ଗୋ-ଳ ହେବା ଫଳରେ ବରଯାତ୍ରୀଙ୍କ ଆ-କ୍ର-ମ-ଣ-ରେ ଗୁରୁତର ହୋଇ ପଡିଛନ୍ତି କନ୍ୟାଙ୍କ ବଡ ଭାଇ ।

ଏହାସହ ତାଙ୍କର ଆଉ କେତେକ ସମ୍ପର୍କୀୟ ମଧ୍ୟ ଏହି ଗ-ଣ୍ଡ-ଗୋ-ଳ-ରେ ଲ-ହୁ-ଲୁ-ହା-ଣ ହୋଇ ପଡିଛନ୍ତି । କନ୍ୟାପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବରଯାତ୍ରୀ ନାଚ କରୁଥିବା ବେଳେ ରାତିରେ ସେମାନଙ୍କ ନାଚିବାକୁ ନେଇ ଗ-ଣ୍ଡ-ଗୋ-ଳ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବରଯାତ୍ରୀ ଦଳର ଜଣେ ଯୁବକ କନ୍ୟାଙ୍କ ବଡ ଭାଇଙ୍କୁ ଆ-କ୍ର-ମ-ଣ କରିଥିଲା । ଫଳରେ ସେ ଗୁରୁତର ହୋଇ ପଡିଥିଲେ ଏବଂ ତାଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀ ଦଳରୁ କେତେକେ ଯୁବକଙ୍କୁ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି । ଅନ୍ୟପଟେ ଏଭଳି ଅଭାବନୀୟ ଘଟଣା ଘଟିବା ପରେ ଖୁସିରେ କନ୍ୟା ନେଇଯିବା ପାଇଁ ଆସିଥିବା ବର ଶିଶୁପାଳ ହୋଇ ଘରକୁ ଫେରି ଯାଇଛି । ବରର ଏଥିରେ କିଛି ଭୁଲ ନଥିବା ବେଳେ ବରଯାତ୍ରୀଙ୍କ କାରନାମା ଯୋଗୁଁ ତାକୁ ହତାଦର ହେବାକୁ ପଡିଛି ।

ଏଭଳି ଘଟଣାରେ ବର ଏକଦମ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଅଧିକ ତଦନ୍ତ କଲେ ଏ ଘଟଣା କାହିଁକି ଓ କେମିତି ଘଟିଲା ତାହା ସ୍ପଷ୍ଟ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।