କଣ ଗୋଟିଏ ବାପା ନିଜ ପିତୃପୁରୁଷଙ୍କ ଉଦ୍ଧାର ପାଇଁ ନିଜ ଝିଅ ସହିତ ସମ୍ଭୋଗ କରିପାରିବ ?

ଆପଣଙ୍କୁ ତ ଜଣାଥିବ ଯେ ପ୍ରାଚୀନ କାଳରେ ବହୁତ ଶକ୍ତିଶାଳୀ ମୁନିଋଷି ଥିଲେ । ସେ ନିଜର ତପସ୍ୟା ବଳରେ ଦେବତାଙ୍କୁ ମଧ୍ୟ ଭୟଭୀତ କରି ଦେଉଥିଲେ । ସେମାନଙ୍କ ତପସ୍ୟାକୁ ଭଙ୍ଗ କରିବା ପାଇଁ ଦେବତାମାନେ ଅପସରା ମାନଙ୍କ ସାହାଯ୍ୟ ନେଉଥିଲେ । ସେହିପରି ଆଜି ଆମେ ଆପଣଙ୍କୁ କହିବୁ ମହାଭାରତରେ ଜଣେ ପିତା କିପରି ତାଙ୍କ ଝିଅ ସହିତ ସମ୍ଭୋଗ କରିବାକୁ ଚାହୁଁଥିଲେ । ଏବେ ପ୍ରଶ୍ନ ଏହା ଉଠୁଛି ଯେ କଣ ତାଙ୍କ ଝିଅ ଏହାକୁ ସ୍ବୀକାର କରିଥିଲା ? କଣ ସେ ତାଙ୍କ ଇଚ୍ଛାରେ ସମ୍ବନ୍ଧ ଗଢିଥିଲେ ନା ମୁନିଙ୍କ ସ୍ବପ୍ନ ଅଧା ରହିଗଲା ?

ଥରେ ମୁନି ଅଗସ୍ତ୍ୟ ସ୍ବର୍ଗରୁ ଯାତ୍ରା କରି ଫେରୁଥିଲେ । ବାଟରେ ଦେଖିଲେ କିଛି ଲୋକ ଗଛରେ ଓଲଟା ଝୁଲୁଛନ୍ତି । ଏହା ଦେଖି ମୁନି ପ୍ରଶ୍ନ କଲେ ହେ ପୁଣ୍ୟ ଆତ୍ମା ଆପଣମାନେ କିଏ ଅଟନ୍ତି ଏବଂ ଏଠାରେ କଣ ପାଇଁ ଗଛରେ ଓଲଟା ଲଟକିଛନ୍ତି ? ସେମାନେ ଉତ୍ତର ଦେଇ କହିଲେ ଆମେ ତୁମର ପିତୃପୁରୁଷ ଅଟୁ ଏବଂ ଆମର ଇଚ୍ଛା ଏହା ଯେ ତୁମର ଗୋଟିଏ ପୁତ୍ର ସନ୍ତାନ ହେଉ । କାରଣ ଆମେ ଅଭିଶପ୍ତ ଅଛୁ । ଜଦି ଏହା ହେଲା ତେବେ ଏହି ନର୍କରୁ ମୁକ୍ତି ପାଇ ସ୍ୱର୍ଗକୁ ଯିବୁ ।

ଅଗସ୍ତ୍ୟ ମୁନି କହିଲେ ଜଦି ମୋର ପୁତ୍ର ହେଲେ ତୁମକୁ ମୁକ୍ତି ମିଳିବ ତେବେ ମୁଁ ଅବସ୍ୟ ପୁତ୍ର ଜନ୍ମ କରିବି । ଏହାପରେ ସେ ବିବାହ ପାଇଁ ଅନେକ ଆଡେ ସନ୍ଧାନ ପରେ କେଉଁଠି କନ୍ୟା ମିଳିଲା ନାହିଁ, ଏହାପରେ ସେ ଯଜ୍ଞ ଆରମ୍ଭ କଲେ କନ୍ୟା ଉତ୍ପନ୍ନ ପାଇଁ ଯିଏ ସୁନ୍ଦର ଏବଂ ବୁଦ୍ଧିମତୀ ହୋଇଥିବ । ସେଥିପାଇଁ ସେ ବିଭିନ୍ନ ପ୍ରାଣୀ ଏବଂ ପକ୍ଷୀର ଗୁଣକୁ ଏକାଠି କରି ସ୍ତ୍ରୀ ର ରଚନା କରିବାକୁ ଯାଉଥିଲେ ଠିକ୍ ସେହି ସମୟରେ ଜଣେ ରାଜାଙ୍କର ଉପସ୍ଥିତି ଅନୁଭବ କଲେ ଏବଂ ସେ ସନ୍ତାନ ପ୍ରାପ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିବାର ଶୁଣିନେଲେ ।

ଏହା ପରେ ମହାମୁନି ଭାବିଲେ ଜଦି ରାଜାଙ୍କ ଶିଶୁ କନ୍ୟା ରୂପରେ ଉତ୍ପନ କରିଦିଅନ୍ତି । ତାପରେ ସେ ଏହିପରି କଲେ, ଯାହା ଅନେକ ପଶୁପକ୍ଷୀ ଏବଂ ବନସ୍ପତି ମାନଙ୍କ କ୍ଷତି ହୋଇଥିଲା ସେଥିପାଇଁ କ୍ଷତି କାରଣରୁ ଲୋପା ଏବଂ ଶରିର ପାଇଁ ମୁଦ୍ରା ଅର୍ଥାତ୍ ସେ ଝିଅର ନାଁ ଲୋପାମୁଦ୍ରା ଦିଆ ଯାଇଥିଲା । ଧିରେଧିରେ ସମୟ ବିତିଗଲା ଏବଂ ଲୋପାମୁଦ୍ରା ଜବାନ ହୋଇଗଲେ । ଏହାପରେ ରାଜା ଚାହିଁଲେ ଲୋପାମୁଦ୍ରାଙ୍କ ବିବାହ କରିବା ପାଇଁ, ସେତେବେଳେ ମୁନି ଅଗସ୍ତ୍ୟ ସେଠାରେ ପହଞ୍ଚି କନ୍ୟାର ହାତ ମାଗିଥିଲେ ।

ଏହା ଶୁଣି ରାଜା ଏବଂ ରାଣୀଙ୍କୁ କଷ୍ଟ ହେଲା । ସେମାନେ କହିଲେ ରାଜୁ ଉଆସରେ ରହୁଥିବା ଝିଅକୁ କେମିତି ଗୋଟାଏ ବନବାସୀ ସହ ବିବାହ ଦେବେ ? ଦୁହେଁ ଋଷିଙ୍କ ଅଭିଶାପ ଭୟରେ ତାଙ୍କ ଝିଅ ବିବାହ ଦେବାକୁ ରାଜି ହୋଇଗଲେ । ଏହାପରେ ଦୁହିଁଙ୍କ ବିବାହ ହେଲା । ମୁନି ଅଗସ୍ତ୍ୟ କହିଲେ ହେ ସୁନ୍ଦରୀ ତୁମେ ଯାହା ରାଜ ସୁଖ ଭୋଗ କରିଛ ଏବଂ ରାଜସ୍ୱ ବସ୍ତ୍ର ପରିଧାନ କରିବାକୁ ପଡ଼ିବ । ଏହାପରେ ଲୋପାମୁଦ୍ରା ଋଷିକା ରୂପ ଧାରଣ କଲେ ।

ଲୋପାମୁଦ୍ରାଙ୍କ ସୁନ୍ଦର ରୂପ ଦେଖି ଅଗସ୍ତ୍ୟ ମୁନି ସମ୍ଭୋଗ ପାଇଁ କହିଲେ, ଲୋପାମୁଦ୍ରା ଏଥିପାଇଁ ରାଜିହେଲେ କିନ୍ତୁ ସେ ସର୍ତ୍ତ ରଖିଲେ ଜଦି ତାଙ୍କୁ ରାଜକୀୟ ସୁଖ ସମୃଦ୍ଧି ମିଳେ ତେବେ ସେ ସମ୍ଭୋଗ କରିବେ । ମୁନିଙ୍କୁ ତପସ୍ୟା ମାଧ୍ୟମରେ ଏହି ସବୁ କରିବାକୁ କହିଲେ, କିନ୍ତୁ ଅଗସ୍ତ୍ୟ ଜାଣିଥିଲେ ତପସ୍ୟା ଦ୍ବାରା ଏପରି ସିଦ୍ଧ ହେଲେ ତାଙ୍କର ବହୁତ କ୍ଷତି ହେବ ।

ଏହାପରେ ସେ ଦାନବରାଜ ପାଖରେ ମନର କଥା କହିଲେ, ଏହି ଶୁଣି ଅଶୁର ମୁନୀବରଙ୍କୁ ଦାନ ଦେଇଥିଲେ । ଏହାପରେ ଲୋପାମୁଦ୍ରା ମୁନି ଅଗସ୍ତ୍ୟଙ୍କ ସମ୍ବନ୍ଧ ରଖିଥିଲେ । ୭ ବର୍ଷ ପରେ ତାଙ୍କର ଏକ ପୁତ୍ର ହେଲା ଏବଂ ପିତୃ ପୁରୁଷମାନଙ୍କୁ ସ୍ବର୍ଗ ପ୍ରାପ୍ତି ହେଲା ।