ଜେଜେ ଦଣ୍ଡା ବାଳୁଙ୍ଗା ଆଉ ବାପା ଡାହା ବାଳୁଙ୍ଗା, ମୋ ଧନ ତୁ ଦୁଷ୍ଟ ହେବୁନି… Babushan ଙ୍କ ପତ୍ନୀ Trupti ଓ ପୁଅ Guan ଙ୍କ ଏହି ଭିଡିଓ ହେଉଛି ଭାଇରାଲ

ବାବୁଶାନ ଓ ପ୍ରକୃତି ବିବାଦ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି, ବାବୁଶାନଙ୍କ ପତ୍ନୀ ତୃପ୍ତି ତାଙ୍କ ପୁଅକୁ ଗେଲ କରୁଛନ୍ତି ଓ ସେ ଖୁବ ହସୁଛି । ଆଉ ଦୁହେଁ ଖୁସି ହେଉଛନ୍ତି । ଆଉ ଏହି ଖୁସି ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏପଟେ ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପରକୀୟାପ୍ରୀତି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ସାମ୍ନାକୁ ଏହି ସୁନ୍ଦର ଭିଡିଓଟି ଆସିଛି ।

ଏହି ଭିଡିଓଟିକୁ ବାବୁଶାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୂର୍ବରୁ ପୋଷ୍ଟ କରିଥିଲେ । ଆଉ ଏହି ଭିଡିଓକୁ ଦେଖି ନେଟିଜେନ ମାନେ କହୁଛନ୍ତି କି, ବାବୁଶାନଙ୍କ ପତ୍ନୀ ତୃପ୍ତି ତାଙ୍କ ପୁଅକୁ ଗେଲ କରୁଥିବା ବେଳେ ତାଙ୍କ ପୁଅକୁ ଅନେକ କିଛି କହୁଥିବେ । ସେ କହୁଥିବେ କି, ପୁଅରେ ଜେଜେ ତୋର ଦଣ୍ଡା ବାଳୁଙ୍ଗା ଆଉ ବାପା ଡାହା ବାଳୁଙ୍ଗା ।

ଧନରେ ତୁ କିନ୍ତୁ ବାଳୁଙ୍ଗା ହେବୁନି, ଏ ଧନ ତୁ ଦୁଷ୍ଟ ହେବୁନି । ମୋ ଧନ ଗେଲୁ କହି ପୁଅକୁ ଏମିତି ବୁଝେଇ କାଳେ ତୃପ୍ତି ତାଙ୍କୁ ଗେଲ କରୁଥିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଖୁବ ପୁରୁଣା । ତଥାପି ଯେତେବେଳେ ବାବୁଶାନ ପ୍ରକୃତିଙ୍କ ପ୍ରେମ ସମ୍ପର୍କ ଏବେ ଭାଇରାଲ ହେଉଛି ଠିକ ଏତିକି ବେଳେ ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କର ଏହି ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି ।

ଏହି ଭିଡିଓରେ ତୃପ୍ତି ବେଶ ଖୁସି ଅଛନ୍ତି ସତ କିନ୍ତୁ ଏବେ ଏହା ସମସ୍ତଙ୍କୁ ଖୁବ ଭାବୁକ କରି ଦେଉଛି । ବହୁଶାନ ଓ ତୃପ୍ତି ପିଲାବେଳର ବନ୍ଧୁ । ସେହି ବନ୍ଧୁତାରୁ ଆରମ୍ଭ ହୋଇଥିଲା ପ୍ରେମ ଏବଂ ପ୍ରେମ ନେଇଥିଲା ବିବାହର ରୂପ । ସବୁକିଛି ଠିକ ଚାଲିଥିଲା ଆଉ ସେମାନଙ୍କ ଜୀବନରେ ପାଦ ଥାପିଥିଲା ପୁଅ ଗୁଆନ ।

କିନ୍ତୁ ସେପଟେ ବାବୁଶାନଙ୍କ ଜୀବନରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ପାଦ ଦେଇଥିଲେ । ଆଉ ସେ ତାଙ୍କ ଜୀବନରେ ଆସିବା ପରେ ସବୁକିଛି ବଦଳି ଯାଇଛି ବାବୁଶାନଙ୍କ ପରିବାରରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।