ବ୍ୟାଙ୍କ ଆପଣଙ୍କ ଉପରେ ଆଉ ଲଗାଇ ପାରିବ ନାହିଁ କୌଣସି ପ୍ରକାରର ଚାର୍ଜ, ଜାଣନ୍ତୁ ପୁରା ଖବର କଣ

ବର୍ତ୍ତମାନ ହିଁ କେନ୍ଦ୍ର ସରକାରଙ୍କ ଏକ ବଡ ଘୋଷଣା କରିଛନ୍ତି । କହିବାକୁ ଗଲେ ଏହି ଘୋଷଣା ବ୍ୟାଙ୍କ ସହ ଜଡିତ ଅଟେ । ଯାହାକି ଗ୍ରାହକମାନଙ୍କ ପାଇଁ ଏକ ବଡ ଖୁସିର ଖବର ଅଟେ । କହିବାକୁ ଗଲେ ଗ୍ରାହକମାନେ ଯଦି କିଛି ଡିଜିଟାଲ ଟ୍ରାନଜାକ୍ସନ କରୁଛନ୍ତି ତେବେ ବ୍ୟାଙ୍କ ସେହି ଟ୍ରାନଜାକ୍ସନ ଉପରେ କିଛି ଚାର୍ଜ ଲଗାଇ ଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂଆ ନିୟମ ଅନୁସାରେ ବ୍ୟାଙ୍କ ଏମିତିରେ କୌଣସି ବି ଅନ୍ଲାଇନ ଟ୍ରାନଜାକ୍ସନ କରିଲେ ଆପଣଙ୍କ ଠାରୁ କୌଣସି ବି ପ୍ରକାରର ଚାର୍ଜ ନେବ ନାହିଁ ।

କହିବାକୁ ଗଲେ ଯଦି ଆପଣ କିଛି ଟ୍ରାନଜାକ୍ସନ କରୁଛନ୍ତି ତେବେ ସେଥିରେ ମର୍ଚେଂଟ ଡିସକାଉଂଟ ରେଟ କିମ୍ବା କିଛି ଚାର୍ଜ ଲାଗିଥାଏ ଯାହା ବର୍ତ୍ତମାନ ସମୟ ପର ଠାରୁ ଲାଗିବ ନାହିଁ ।

ଏମିତିରେ ସରକାର ଏହା ବି କହିଛନ୍ତି କି ଯଦି କୌଣସି ବ୍ୟାଙ୍କ କୌଣସି ବି ଡିଜିଟାଲ ଟ୍ରାନଜାକ୍ସନ ଉପରେ ଏମଡ଼ିଆର ଚାର୍ଜ କିମ୍ବା ଅନ୍ୟ କୌଣସି ପ୍ରକାରର ଚାର୍ଜ ଆପଣଙ୍କ ଠାରୁ ଆଦାୟ କରୁଛି ତେବେ ସରକାର ସେହି ବ୍ୟାଙ୍କ ବିରୁଦ୍ଧରେ କଡା ପଦକ୍ଷେପ ବି ନେବେ । ଏମଡ଼ିଆର ଚାର୍ଜ ବିଷୟରେ କହିଲେ, ଏହା ଏକ ପ୍ରକାରର ଚାର୍ଜ ଅଟେ ଯାହା ଆପଣଙ୍କ ଡେବିଟ କାର୍ଡ, କ୍ରେଡିଟ କାର୍ଡ କିମ୍ବା ଆପଣ ଯଦି କୌଣସି ପ୍ରକାରର ଡିଜିଟାଲ ଟ୍ରାନଜାକ୍ସନ କରୁଛନ୍ତି ତେବେ ଆପଣଙ୍କ ଠାରୁ ବ୍ୟାଙ୍କ ଏମଡ଼ିଆର ଚାର୍ଜ ରୂପରେ କିଛି ଟଙ୍କା ନେଇଥାଏ । ଯାହାକି ବ୍ୟାଙ୍କ ବର୍ତ୍ତମାନ ନେଇ ପାରିବ ନାହିଁ ।

ସେଣ୍ଟ୍ରାଲ ବୋର୍ଡ ଅଫ ଡାରେୟକ୍ଟ ଟ୍ୟାକ୍ସ ବିଭାଗ ତରଫରୁ ସମସ୍ତ ବ୍ୟାଙ୍କକୁ ଏକ ନୋଟିସ ଜାରି କରା ଯାଇଛି । ଏହି ନିୟମ ଅନୁସାରେ ଯଦି ଗ୍ରାହକ କୌଣସି ବି ଡିଜିଟାଲ ଟ୍ରାନଜାକ୍ସନ କରୁଛନ୍ତି ଓ ଅନ୍ୟ କିଛି ଟ୍ରାନଜାକ୍ସନ କରୁଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ କୌଣସି ବି ପ୍ରକାରର ଚାର୍ଜ ନେଇ ପାରିବ ନାହିଁ । ଏହା ସହିତ ଇଲେକ୍ଟୋନିକ ମେସିନ ଦ୍ଵାରା ଟଙ୍କା ଟ୍ରାନଜାକ୍ସନ କରୁଛନ୍ତି ତେବେ ଏମଡ଼ିଆର ସମେତ ଓ ଅନ୍ୟ କୌଣସି ବି ପ୍ରକାରର ଚାର୍ଜ ନେଇ ପାରିବେ ନାହିଁ ।

ସେହିଭଳି ୟୁପିଆଇ ଦ୍ଵାରା ଆପଣ ଯେଉଁ ଟ୍ରାନଜାକ୍ସନ କରୁଛନ୍ତି ସେଥିପାଇଁ ବି ବ୍ୟାଙ୍କ ଆପଣଙ୍କ ଠାରୁ କିଛି ଚାର୍ଜ ନେଇଥାଏ । ଯାହାକି ଆଇନ ବିରୁଦ୍ଧ କାର୍ଯ୍ୟ ଅଟେ । ଯଦି ବ୍ୟାଙ୍କ ବର୍ତ୍ତମାନ ସମୟରେ ଏହିଭଳି କରୁଛନ୍ତି ତେବେ ବ୍ୟାଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର କଡା ପଦକ୍ଷେପ ନେବେ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।