ବନ୍ଧାକୋବିକୁ ରାତିରେ ଏମିତି ଲଗାଇ ଶୋଇ ଯାଆନ୍ତୁ, ଏଥିରୁ ମିଳୁଥିବା ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ମହିଳାମାନଙ୍କ ସମସ୍ୟା ବିଷୟରେ ତ ସମସ୍ତଙ୍କୁ ଜଣା ଅଛି । ଏମାନେ ନିଜର ଦାୟିତ୍ଵ ମଝିରେ ଏମିତି ହଜି ଯାଆନ୍ତି କି ତାଙ୍କୁ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ବି ସମୟ ମିଳି ପାରି ନ ଥାଏ । ଏହା ସହିତ ସେମାନେ ନିଜ ପାଇଁ ଚିନ୍ତା ବି କରି ପାରନ୍ତି ନାହିଁ । ଶାରୀରିକ ରୂପରେ ପୁରୁଷମାନଙ୍କ ଠାରୁ କମଜୋର ହେବା ସତ୍ବେ ବି ସେ ହଜାର ହଜାର ଗୁଣା କାମର ଭାର ନିଜ ମୁଣ୍ଡ ଉପରେ ନେଇଥାନ୍ତି ।

ଏଥି ନିମନ୍ତେ ଆଜି ଆମେ ମହିଳାମାନଙ୍କ ପାଇଁ କିଛି ବିଶେଷ ଉପାୟ ନେଇ ଆସିଛୁ । ଯାହାକି ବହୁତ ସହଜରେ କରି ପାରିବେ । ବନ୍ଧାକୋବି, ଫୁଲକୋବି, ବ୍ରକୋଲୀ, ବ୍ରସେଲ୍ଜ଼ ସ୍ପ୍ରାଉଟ ସବୁ ଗୋଟିଏ ହିଁ ପନିପରିବାର ପ୍ରଜାତି ଅଟନ୍ତି । ବନ୍ଧାକୋବିକୁ କଞ୍ଚା ସାଲାଡ ରୂପରେ ବି ସେବନ କରାଯାଏ । ଏହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଆଘାତ ଲାଗୁଛି କିମ୍ବା ଫୁଲି ଯାଉଛି ତେବେ ବନ୍ଧାକୋବିର ପତ୍ର ଆପଣଙ୍କ ପାଇଁ ରାମବାଣ ଉପାୟ ଅଟେ । ସେହି ସ୍ଥାନରେ ଆପଣ ବନ୍ଧାକୋବିର ସତେଜ ପତ୍ରକୁ ଲଗାଇ ପାରିବେ । ଅର୍ଥାତ ଆପଣ ବନ୍ଧାକୋବିର ପତ୍ରକୁ ବ୍ୟାଣ୍ଡେଜ ଭଳି ବାନ୍ଧି ପାରିବେ । ଏହା ଦ୍ଵାରା ଆପଣଙ୍କ ଫୁଲିବା କମ ହୋଇଯିବ ।

ଥାଇରଏଡ ଗ୍ରଂଥି

ଥାଇରଏଡ ଗ୍ରଂଥି ଯାହାକି ବେକର ତଳ ଭାଗରେ ହୋଇଥାଏ । ଏହି ଗ୍ରଂଥି ପାଚନ ତନ୍ତ୍ର ପାଇଁ ହାର୍ମୋନ୍ସ ପ୍ରସ୍ତୁତି କରିବାର କାମ କରିଥାଏ । ଯଦି ଏହି ଗ୍ରଂଥି ସଠିକ ରୂପରେ କାମ ନ କରିବ ତେବେ କୌଣସି ବି ସମସ୍ୟା ହୋଇପାରେ । ସେଥିପାଇଁ ଆପଣ ବନ୍ଧାକୋବିର ପତ୍ରକୁ ରାତିରେ ବେକରେ ବ୍ୟାଣ୍ଡେଜ ଭଳି ବାନ୍ଧି ଦିଅନ୍ତି ।

ସ୍ତନପାନରେ ବ୍ୟଥା

ଅନେକ ସମୟରେ ମହିଳାମାନଙ୍କୁ ଶିଶୁକୁ ସ୍ତନପାନ କରାଉଥିବା ସମୟରେ କଷ୍ଟ ଅନୁଭବ କରିଥାନ୍ତି । ଏହି ଯନ୍ତ୍ରଣାର ଉପାୟ ବି ବନ୍ଧାକୋବି ଅଟେ । ବନ୍ଧାକୋବିର ସତେଜ ପତ୍ରକୁ ନିଜର ସ୍ତନରେ ଲଗାଇ ରଖନ୍ତୁ । ଯେ ପର୍ଯ୍ୟନ୍ତ ଯନ୍ତ୍ରଣା ବା କଷ୍ଟ ଭଲ ହୋଇ ନ ଯାଉଛି ସେତେ ସମୟ ପର୍ଯ୍ୟନ୍ତ ବନ୍ଧାକୋବି ପତ୍ରକୁ ନିଜର ସ୍ତନରେ ଲଗାଇ ରଖନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।