ପୃଥିବୀକୁ ହିଟ କଳା Geomagnetic ଝଡ! ବନ୍ଦ ହୋଇପାରେ ମୋବାଇଲ ନେଟୱାର୍କ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ପୃଥିବୀ ଉପରେ ବିପଦ ମାଡି ଆସିବା କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରା ରେ ଭାଇରାଲ ହୋଇଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ପୃଥିବୀ ଉପରେ ଘୁରଥିବା ଉପଗ୍ରହକୁ ଆସିଛି ବିପଦ । ଆମରିକାରୁ ଆଫ୍ରିକା ଯାଏଁ ପୃଥିବୀ ର ମ୍ୟାଗ୍ନେଟିକ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେଉଛି ।

ଏଥିପାଇଁ ବିମାନ ସହ ଯୋଗାଯୋଗ କରିବା ମୁସ୍କିଲ ହୋଇପାରେ । ସାଟେଲାଇଟ କୁ କ୍ଷତି ହୋଇପାରେ । ପୃଥିବୀ ପୃଷ୍ଠ ରୁ କମ ଉଚ୍ଚ ରେ ଘୂରୁଥିବା ସାଟେଲାଇଟ ରେ ସର୍ଟ ସରକେଟ ମଧ୍ୟ ହୋଇପାରେ । ସାଟେଲାଇଟ ଠିକ ଭାବେ କାମ ନ କରିଲେ ଜିପିଏସ, ମୋବାଇଲ ନେଟୱାର୍କ, ଟିଭି ପ୍ରସାରଣ ପ୍ରଭାବିତ ହେବ । ଆଉ ସେହିପରି ଉପଗ୍ରହ ସହ ଯୋଗାଯୋଗ ବ୍ଯାହତ ହୋଇପାରେ ।

200 ବର୍ଷରେ ଚୁମ୍ବକୀୟ ଶକ୍ତି 9 ପ୍ରତିଶତ ହ୍ରାସ ପାଇଛି । ଯାହାକୁ ନେଇ ବୈଜ୍ଞାନିକ ମାନେ ଚିନ୍ତାରେ ଅଛନ୍ତି । ନ୍ୟଚର ଆଷ୍ଟ୍ରୋନୋମି ପତ୍ରିକା ରେ ଏ ନେଇ ଏକ ସନ୍ଦର୍ଭ ପ୍ରକାଶ ପାଇଛି । ଏଥିରେ ଆଲୋକ ପ୍ରଦ୍ଯୁସଣ କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୈଜ୍ଞାନିକ । ଆଲୋକ ପ୍ରଦ୍ଯୁସଣ କାରଣରୁ ରାତି ଆକାଶକୁ ସଉକ୍ତ ହେଉ ନ ଥିବା କଥା କୁହା ଯାଇଛି । ଧୀରେ ଧୀରେ ଏହା ହ୍ରାସ ପାଇବା ଦେଖା ଯାଇଛି ।

ବଢୁଥିବା ସାଟେଲାଇଟ ସଂଖ୍ୟା ମଧ୍ୟ ଆଗକୁ ପୃଥିବୀ ପାଇଁ ବଡ ବିପଦ ହୋଇ ପାରେ ବୋଲି ଏଥିରେ କୁହା ଯାଇଛି । ଏବେ ପୃଥିବୀ ଉପରେ 8000 ରୁ ଅଧିକ ସାଟେଲାଇଟ ଘୂରୁଛନ୍ତି । କେବଳ ସ୍ପେସ-ଏକ୍ସ 3000 ରୁ ଛୋଟ ଅଧିକ ଇଣ୍ଟରେନେଟ ସାଟେଲାଇଟ ଲଞ୍ଚ କରିଛି । ବୈଜ୍ଞାନିକ ଙ୍କ କହିବା ଅନୁଯାୟୀ ସାଟେଲାଇଟ କ୍ଷେତ୍ରରେ ବହୁତ ଗୁଡାଏଆ ଅସୁବିଧାର ହେବାର ସମ୍ଭାବନା ରହିଛି ।

ଯୋଗାଯୋଗ କ୍ଷେତ୍ର ରେ ବିଶେଷ ଭାବେ ପ୍ରଭାବିତ ହେବ । ଏହା ଏମିତି ଏକ ବିପଦ ଯାହାକୁ ନେଇ ଅଧିକ ଚିନ୍ତା କରିବାର ନାହି । କିନ୍ତୁ ଆନା ମଲିକା ଯାହା ଦେଖା ଯାଇଛି ତାହାର କାରଣ କଣ ସେ ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଆଲୋକ ପ୍ରଦ୍ଯୁସଣ ପାଇଁ ଅଲଗା କାରଣ ହୋଇଥାଏ । କିନ୍ତୁ ଚୁମ୍ବକୀୟ କ୍ଷେତ୍ର ରେ ଯାହା ବିପଦ ସୃଷ୍ଟି ହୋଇଛି ତାହା ରୋକିବା ସମ୍ଭବ ନୁହେଁ । ଆଗକୁ ଏହି ସବୁ କ୍ଷେତ୍ର କୁ ବିଶେଷ ଭାବେ ଷ୍ଟଡି ଜାରି ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ନିହାତି ଜଣାନ୍ତୁ, ଧନ୍ୟବାଦ ।