ଏକ ଦୁର୍ଘଟଣା କାରଣରୁ ସବୁ ସମ୍ପତ୍ତି ଦାନ କରି ସନ୍ୟାସୀ ହୋଇଗଲେ ବଲିଉଡର ଏହି ଅଭିନେତ୍ରୀ, ଆପଣ ଜାଣି ବିଶ୍ଵାସ କରିବେ ନାହିଁ

ନିଜର ପ୍ରଥମ ଫିଲ୍ମ ଆଶିକି କାରଣରୁ ରାତା ରାତି ବହୁତ ବଡ ଅଭିନେତ୍ରୀ ହୋଇଗଲେ ଅନୁ ଅଗ୍ରୱାଲ । ଆଜି ସେ ବହୁତ ଖରାପ ଅବସ୍ଥାରେ ନିଜ ଜୀବନ କାଟୁଛନ୍ତି ଯିଏ ଆଜି ପୁରା 50 ବର୍ଷର ହୋଇ ସାରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ସହିତ ସମ୍ପୃକ୍ତ ଏକ ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ ଏଥିପାଇଁ ଆପଣ ଏହି ପୋଷ୍ଟକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ । ଏହି ଘଟଣା ଅନୁ ଅଗ୍ରୱାଲଙ୍କ ଜୀବନକୁ ଖରାପ କରି ବର୍ବାଦି ଆଡକୁ ନେଇଗଲା । ସେ ଆଶିକି ଫିଲ୍ମ ବ୍ୟତୀତ ଆହୁରି ଅନେକ ଫିଲ୍ମ କରିଛନ୍ତି । ନିଜର ଭଲ ଆକଟିଂ କାରଣରୁ ଦର୍ଶକଙ୍କ ମନରେ ଘର କଲେ ।

ତାଙ୍କର କିଛି ଏମିତି ଫିଲ୍ମ ଅଛି ଯାହା ଦର୍ଶକଙ୍କୁ ପସନ୍ଦ ଆସିଲା ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି ଘଟଣା ବିଷୟରେ ଯିଏ ଅନୁ ଅଗ୍ରୱାଲଙ୍କ ପୁରା ଜୀବନ ବର୍ବାଦ କରିଦେଲା । ଏକ ଖବର ଅନୁସାରେ ଅନୁ ଅଗ୍ରୱାଲଙ୍କର ଏକ ସଡକ ଦୁର୍ଘଟଣାରେ ସ୍ମରଣଶକ୍ତି ଚାଲିଗଲା ଓ ବହୁତ ମାସ ପର୍ଯ୍ୟନ୍ତ କୋମାରେ ଥିଲେ ।

 

ସେହି ଘଟଣା ଠାରୁ ଅନୁଙ୍କ ସ୍ଥିତି ବହୁତ ଖରାପ ହେବାକୁ ଲାଗିଲା ଓ ସେ ଚାଲିବା ବୁଲିବା ଅବସ୍ଥାରେ ନଥିଲେ । ଏହି ଦୁର୍ଘଟଣାରେ ତାଙ୍କର ପୁରା ଜୀବନ ବର୍ବାଦ ହୋଇଗଲା ଓ ଏହି କଥା ତାଙ୍କ ମନରେ ରହିଲା ଓ ସେ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତିକୁ ଦାନ କରିଦେଲେ ।

ତାଜା ଖବର ଅନୁସାରେ ଅନୁ ଏବେ ବିହାର ଜିଲ୍ଲାରେ ମୁଙ୍ଗେର ରେ ସମସ୍ତଙ୍କୁ ଯୋଗ ଶିଖାଉଛନ୍ତି । ଏଥିପାଇଁ ଏହି ଖବରକୁ ଶୁଣି କୌଣସି ବି ଫ୍ୟାନ୍ସଙ୍କୁ ବିଶ୍ଵାସ ହେଉ ନାହିଁ କି ସେ ଏହି କାର୍ଯ୍ୟ କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଘଟଣାରେ ଅନୁ ବିଲକୁଲ ଭାଙ୍ଗି ପଡିଲେ ଓ ସବୁବେଳେ ଏହା ଭାବିବାକୁ ବାଧ୍ୟ ହେଲେ କି ଏ ଜୀବନ ଆଉ ମୋର କୌଣସି କାମର ନୁହେଁ । ଏହି କାରଣରୁ ସେ ଆଜି ପୁରା ସାଧାସିଧା ଜୀବନ କାଟୁଛନ୍ତି ଓ ନିଜର ପୁରା ସମ୍ପତ୍ତି ଦାନ କରିଦେଲେ ଓ ଲୋକଙ୍କ ସେବାରେ ନିଜ ଜୀବନ ଲଗାଇ ଦେଲେ । ଏବେ ସେ ଲୋକଙ୍କୁ ଯୋଗ ଶିଖାଉଛନ୍ତି ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ନିଜର ମତାମତ କମେଣ୍ଟ ବକ୍ସ ରେ ଦିଅନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କୁ ଆହୁରି ଅନେକ ରୋଚକ ତଥ୍ୟ ପହଞ୍ଚାଇ ପାରିବୁ, ଧନ୍ୟବାଦ ।