ବହୁତ ହିଁ ରାଗି ହୋଇଥାନ୍ତି ଏହି 6 ଟି ନାମର ଝିଅ- Jyotish Shastra

ଜ୍ୟୋତିଷ ଶାସ୍ତ୍ର ରେ ବିଶ୍ବାସ ରଖୁଥିବା ଲୋକ ଏହା ର ସବୁ ଶାଖା କୁ ନିଜ ଭବିଷ୍ୟ କୁ ସମ୍ଭାଳିବା ପାଇଁ ଏହାର ବ୍ୟବହାର କରିଥାନ୍ତି । ଜନ୍ମପତ୍ରୀ କୁ ଆଙ୍କଳନ କରିବା ବ୍ଯତୀତ ଲୋକ ଅଙ୍ଗଶାସ୍ତ୍ର, ହସ୍ତରେଖା ଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ର ଇତ୍ୟାଦି ଧାରା ଉପରେ ବିଶ୍ୱାସ କରିଥାନ୍ତି । ଆଜି ଆମେ ଆଲୋଚନା କରିବା, କି ନାମ ର ପ୍ରଥମ ଅକ୍ଷର ଅନୁସାରେ କେଉଁ ଝିଅ ଙ୍କୁ ସବୁଠୁ ଅଧିକ କ୍ରୋଧ ଆସିଥାଏ । ଏମାନଙ୍କ ର କ୍ରୋଧ ବିନା କାରଣ ରେ ମଧ୍ୟ ଜ୍ଵାଳାମୁଖୀ ର ରୂପ ଧାରଣ କରିପାରେ ।

୧) B ନାମର ଝିଅ ମାନେ:-

ଏମାନେ ବହୁତ ସଫା ହୃଦୟ ର ହୋଇଥାନ୍ତି । ଏମାନଙ୍କ ମନ ରେ ଯାହା ବି ଥାଏ ତାହା ମୁହଁ ରେ ମଧ୍ୟ ରହିଥାଏ । କିନ୍ତୁ ଏମାନଙ୍କ କ୍ରୋଧ ବହୁତ କ୍ଷତରନକ ହୋଇଥାଏ ।

୨) H ନାମର ଝିଅ ମାନେ:-

ଏମାନେ ବହୁତ ହସମୁଖ ଓ ସମସ୍ତଙ୍କ ସହ ମିଳିମିଶି ରହିବା ଭଳି ହୋଇଥାଏ । କିନ୍ତୁ ଯେତେ ଗଭୀର ସେମାନଙ୍କ ଭଲ ପାଇବା ହୋଇଥାଏ ସେତେ ଖରାପ ସେମାନଙ୍କ କ୍ରୋଧ ହୋଇଥାଏ । ଏବଂ ଏମାନଙ୍କ କ୍ରୋଧ ଶାନ୍ତ କରିବା ସହଜ ହୋଇନଥାଏ ।

୩) L ନାମର ଝିଅ ମାନେ:-

ଏମାନଙ୍କ ମଧ୍ୟରେ ପ୍ରତିଭା ଭରପୁର ରହିଥାଏ । ଏମାନେ ଲାଇଫରେ କେବଳ ଆଗକୁ ବଢିବାକୁ ଚାହିଁ ଥାଆନ୍ତି । କିନ୍ତୁ ବେଳେ ବେଳେ ଏମାନଙ୍କ କ୍ରୋଧ ସଫଳତା ଆଗରେ ଆସି ତାଙ୍କୁ ବହୁତ ପଛକୁ ଠେଲି ଦେଇଥାଏ ।

୪) P ନାମର ଝିଅ ମାନେ:-

ଏହି ନାମର ଝିଅ ମାନେ ସ୍ଵଭାବ ରେ ବହୁତ ସରଳ ଓ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ କ୍ରୋଧ ଆସିଲେ ଏମାନେ କାହାର ବିଚାର କରନ୍ତି ନାହିଁ । ଏମାନଙ୍କର ନିଜ କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ନଥାଏ ।

୫) R ନାମର ଝିଅ ମାନେ:-

ଏମାନେ ବହୁତ ସୁନ୍ଦର ହେବା ସହ ବହୁତ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ଏହା ସହ ଏହି ନାମର ଝିଅ ମାନେ ବହୁତ କ୍ରୋଧୀ ମଧ୍ୟ ହୋଇଥାନ୍ତି । ଏମାନଙ୍କର କ୍ରୋଧ ଏମାନଙ୍କର ସବୁଠୁ ବଡ ଦୃବଳତା ମଧ୍ୟ ହୋଇଥାଏ ।

୬) S ନାମର ଝିଅ ମାନେ:-

ଏହି ନାମର ଝିଅ ମାନେ ବିଶ୍ୱାସ ଜିତିବା ଭଳି ହେବା ସହ ସଫା ହୃଦୟର ମଧ୍ୟ ହୋଇଥାନ୍ତି । ଏମାନେ ନିଜ ମନ ରେ କୌଣସି କଥା ଲୁଚାଇ ରଖି ପାରନ୍ତି ନାହିଁ । ଏହି କାରଣରୁ ଏମାନେ ନିଜ କ୍ରୋଧ ଲୁଚାଇ ପାରନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।