ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁ ଝିଅ ମାନଙ୍କ ଶରୀରରେ ଥାଏ ଏହି ସବୁ ଚିହ୍ନ, ଏମାନଙ୍କୁ ବିବାହ କଲେ ହେଇଯିବେ ମାଲାମାଲ

ଆପଣ ମାନେ ଜାଣିଛନ୍ତି କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ବହୁତ ବଡ ବିଦ୍ୟାନ, ସେ ମନୁଷ୍ୟ ସମାଜ ପାଇଁ ବହୁତ ନୀତି ନିୟମର ରଚନା କରିଛନ୍ତି  । ସେ ମନୁଷ୍ୟ ଜୀବନ ପାଇଁ କେଉଁ ଜିନିଷଟି ଭଲ ଓ ଖରାପ ତାହା ବିଷୟରେ ବି କହିଛନ୍ତି । ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତିରେ କୁହାଯାଇଥିବା କଥା ଅନୁସାରେ କହିବୁ କି ଯେଉଁ ମହିଳାମାନଙ୍କ ଶରୀରରେ ଏହିଭିଳି ଚିହ୍ନ ଥାଏ ସେହି ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ଦ୍ଵାରା ତାଙ୍କର ସ୍ଵାମୀମାନେ ବହୁତ ଧନବାନ ହୋଇ ଯାଆନ୍ତି ଓ ତାଙ୍କ ସ୍ଵାମୀ ନିଜ ଜୀବନରେ ବହୁତ ଖୁସିରେ ରହିଥାନ୍ତି ।

କହିବାକୁ ଗଲେ ହିନ୍ଦୁ ଧର୍ମରେ ସ୍ତ୍ରୀ ଙ୍କୁ ଘରର ଲକ୍ଷ୍ମୀ ବୋଲି ମାନିଥାନ୍ତି । ଏମିତିରେ ଯଦି କାହା ଘରେ ଝିଅ ଜନ୍ମ ହୋଇଥାଏ ତେବେ ଲୋକେ କୁହନ୍ତି ଘରକୁ ଏକ ଲକ୍ଷ୍ମୀ ଆସିଲେ । ଶାସ୍ତ୍ର ଅନୁସାରେ କୁହାଯାଇଛି କି ନାରୀଙ୍କୁ ପୂଜା କରିବା ଉଚିତ । କାରଣ ନାରୀମାନଙ୍କୁ ଶକ୍ତିର ଆଖ୍ୟା ଦିଆଯାଇଛି । ଯେଉଁ ଘରେ ନାରୀମାନଙ୍କୁ ସମ୍ମାନ କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ରହିଥାନ୍ତି ଓ ଯେଉଁ ଘରେ ସମ୍ମାନ କରାଯାଏ ନାହିଁ, ସେଠି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ସବୁଦିନ ପାଇଁ ଚାଲି ଯାଆନ୍ତି ।

କହିବାକୁ ଗଲେ ସବୁ ଝିଅ ନିଜର ମାତା ପିତାଙ୍କ ପାଇଁ ସୋଭାଗ୍ୟ ନେଇ ଆସନ୍ତି । କିନ୍ତୁ ଚାଣକ୍ୟ ନୀତି ଅନୁସାରେ ସୋଭାଗ୍ୟଶାଳି ସ୍ତ୍ରୀମାନଙ୍କ କିଛି ବିଶେଷତା ଅଛି । ଆଜି ଆମେ ଆପଣଙ୍କୁ ଏହିଭଳି ସଂକେତ ବିଷୟରେ କହିବୁ ଯାହା ଦ୍ଵାରା ଜାଣି ପାରିବେ କି କେଉଁ ସ୍ତ୍ରୀ ନିଜର ସ୍ଵାମୀ ଓ ସ୍ତ୍ରୀ ପାଇଁ ଭାଗ୍ୟଶାଳୀ ହୋଇଥାଏ । ଶାସ୍ତ୍ର ଅନୁସାରେ ଯଦି ନାରୀମାନଙ୍କ କିଛି ଅଙ୍ଗ ବଡ ହୋଇଥିବା ତେବେ ଏହା ତାଙ୍କ ପରିବାର ପାଇଁ ସୋଭାଗ୍ୟର ଚିହ୍ନ ହୋଇଥାଏ ।

ନାକରେ କଳାଜାଇ

ଆପଣ ମାନେ ପ୍ରାୟତଃ ମହିଳାମାନଙ୍କ ଦେହରେ ବହୁତ ଜାଗାରେ କଳାଜାଇ ଦେଖିଥିବେ । କିନ୍ତୁ କିଛି ଖାସ ଜାଗାରେ କଳାଜାଇ ରହିବା ତାଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଯଦି କୌଣସି ନାରୀର ନାକ ପାଖରେ କଲାଜାଇ ଅଛି ତେବେ ଜାଣିବେ ସେ ବହୁତ ଭାଗ୍ୟଶାଳି ଅଟନ୍ତି । ତାଙ୍କର ଭାଗ୍ୟ ବହୁତ ଉଜ୍ଜଳ ହୋଇଥାଏ । ସେମାନେ ଯାହା ଚାହିଁଥାନ୍ତି ସେମାନଙ୍କୁ ତାହା ମିଳିଥାଏ ।

ବଡ ବଡ ଆଖି

ଯେଉଁ ନାରୀର ଆଖି ବହୁତ ବଡ ବଡ ହୋଇଥାଏ ସେମାନେ ବି ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଏମାନେ ସମସ୍ଥଙ୍କ ମନ ମୋହି ନେଇଥାନ୍ତି । ଏମାନଙ୍କ ଜୀବନରେ ସବୁବେଳେ ଖୁସି ରହିଥାଏ । ଏମାନଙ୍କ ଜୀବନରେ କୌଣସି ପ୍ରକାର ଅଭାବ ଆସେ ନାହିଁ ।

ପାଦ ତଳେ ତ୍ରିକୋଣ

ଯେଉଁ ମହିଳାମାନଙ୍କ ପାଦ ତଳେ  ତ୍ରିକୋଣର ଚିହ୍ନ ଥାଏ ସେମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବୁଝି ସୁଝି ସବୁ କାମ କରିଥାନ୍ତି । ଏମାନଙ୍କୁ ବିବାହ ହୋଇଥିବା ପୁଅକୁ କୌଣସି ପ୍ରାକାରର ଅସୁବିଧା ହୋଇ ନ ଥାଏ । କାରଣ ତାଙ୍କ ସ୍ତ୍ରୀ ବହୁତ ଚାଲାକ ହୋଇଥାନ୍ତି । ଯିଏକି ନିଜ ସ୍ଵାମୀଙ୍କ ସବୁ କାମରେ ତାଙ୍କ ସାଙ୍ଗରେ ରହିଥାନ୍ତି । ଏହି ମହିଳାମାନେ କେବେ ବି ଅସୁବିଧା ଭୋଗ କରନ୍ତି ନାହିଁ । ଏମାନେ ସବୁବେଳେ ଭାବିଚିନ୍ତି ନିଷ୍ପତି ନେଇଥାନ୍ତି ।

ଗୋଡ ଗୋଲାପି

ଯେଉଁ ନାରୀର ଗୋଡ ଗୋଲାପି ରଙ୍ଗର ଓ କୋମଳ ହୋଇଥିବ ସେମାନେ ତାଙ୍କ ସ୍ଵାମୀଙ୍କ ବହୁତ ଧ୍ୟାନ ରଖିଥାନ୍ତି । ଶାରୀରିକ ସମ୍ବନ୍ଧରେ ରୁଚି ରଖିଥାନ୍ତି । ଏମାନେ ଚାହାନ୍ତି କି ତାଙ୍କ ସ୍ଵାମୀ ତାଙ୍କ ପାଖରେ ହିଁ ରୁହନ୍ତୁ ।

ଲମ୍ବା ଆଙ୍ଗୁଠି

ଯେଉଁ ନାରୀଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବହୁତ ସାଧା ସିଧା ହୋଇଥାନ୍ତି । ଏମାନେ ଅଯଥା ଜିନିଷରେ ମନ ଦିଅନ୍ତି ନାହିଁ । ଏମାନେ ମନ ଦେଇ ପାଠ ପଢିଥାନ୍ତି । ଏହା ଛଡା ସେମାନଙ୍କୁ ଆପଣ ଯଦି ଟଙ୍କା ଦଉଛନ୍ତି ତେବେ ସେହି ଟଙ୍କାକୁ ଏମାନେ ଦୁଇ ଗୁଣା କରିବାର କ୍ଷମତା ରଖନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।