ବହୁତ ଗର୍ବୀ ହେଇଥାନ୍ତି ଏହି 3 ନାମର ଝିଅ, ଏମାନଙ୍କ ଠୁ ଟିକେ ବଞ୍ଚିକି ରହିବେ -Jyotisha Shastra

ବନ୍ଧୁଗଣ ଗର୍ବ ଏକ ଏପରି ଜିନିଷ ଯାହା କି ବହୁତ ଲୋକକଁ ଭିତରେ ରହିଥାଏ । ପ୍ରତେକ ଲୋକକୁଁ ନିଜ ର କିଛି ଗୁଣ ଉପରେ ଗର୍ବ ଥାଏ । କିଛି ଲୋକକୁଁ ନିଜର ସୁନ୍ଦର ଶରୀର ର ଗର୍ବ ଥାଏ, କିଛି ଲୋକକୁଁ ନିଜର ସୁନ୍ଦର ଚେହେରା ର ଓ କିଛି ଲୋକକୁଁ ନିଜର ଧନର ଗର୍ବ ଥାଏ । ଅନେକ ଲୋକ ନିଜ ଅଳ୍ପ ଜ୍ଞାନ ଉପରେ ମଧ୍ୟ ବହୁତ ଗର୍ବ କରିଥାନ୍ତି । ଏହାଛଡା କିଛି ଲୋକ ଅଜାଣତରେ ଗର୍ବ ର ଶିକାର ହୋଇଥାନ୍ତି । ହେଲେ ଏ କଥା ତ ଆମେ ସମସ୍ତେ ଜାଣିଛୁ କି ବେଶି ଗର୍ବ ଭଗବାନ ବି ସହନ୍ତି ନାହିଁ ଓ ଅହଙ୍କାରୀ ଲୋକ ର ଗର୍ବ ଦିନେ ନା ଦିନେ ଭାଙ୍ଗିଥାଏ । ତେଣୁ କରି କେବେହେଲେ ଗର୍ବ କରିବା ଉଚିତ ନୁହେଁ ।

ବନ୍ଧୁଗଣ, ଦେଖିବାରେ ଏହା ଆସିଛି କି ପୁଅକଁ ଅପେକ୍ଷା ଝିଅ ମାନେ ଆଧିକ ଗର୍ବୀ ହୋଇଥାନ୍ତି । ଏମାନଙ୍କ ମନରେ ଇର୍ଷା ଓ ପ୍ରତିଶୋଧ ର ଭାବନା ଅଧିକ ରହିଥାଏ । ଏହାଛଡା ଏମନେ ନିଜ ଓ ପରର ରୂପ ଓ ରଙ୍ଗ ର ଅନ୍ତରକୁ ନେଇ ବହୁତ ଇର୍ଷା ମଧ୍ୟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଝିଅ କଁ ନାମ ଯେଉଁ ମାନଙ୍କ ଭିତରେ ଗର୍ବ ଓ ଅହଙ୍କାର କୁଟି କୁଟି ଭରିରହିଥାଏ ।

1. ‘A’ କିମ୍ବା “ଅ”:

‘ଅ’ କିମ୍ବା ‘A’ ଏହି ନାମ ର ଝିଅ ମାନେ ନିଜର ଷ୍ଟାଣ୍ଡଡ଼ କୁ ବହୁତ ଉଚା ରଖିବାରେ ମାନନ୍ତି । ଏହି ଝିଅ ମାନେ ନିଜକୁ ସର୍ବଶ୍ରେଷ୍ଠ ଭାବନ୍ତି ଓ ବାକି ସମସ୍ତକୁଁ ନିଜଠୁ ତଳ ବୋଲି ଭାବିଥାନ୍ତି । ଏହାଛଡା ଏମନେ ଅଧିକାର ରେ ନିଜଠାରୁ ତଳର ଲୋକକଁ ସହ ବେଶି ମିଳାମିଶା କରନ୍ତିନାହିଁ । ଏମାନଙ୍କ ପସନ୍ଦ ମଧ୍ୟ ବହୁତ ଉଚ୍ଚକୋଟି ର ହୋଇଥାଏ ।

ଏଥିପାଇଁ ଏମାନଙ୍କ ମନରେ ଗର୍ବ ଆପେ ଆପେ ଆସିଯାଏ । ବେଳେବେଳେ ଏମନେ ନିଜେ ମଧ୍ୟ ନିଜର ଏହି ଗୁଣ ପାଇଁ ହଇରାଣ ହୋଇଥାନ୍ତି । ଏମାନଙ୍କ ନଖରା ମଧ୍ୟ ଖୁବଥାଏ, ଯାହା ଫଳରେ ଏମନେ ଜଲଦି କାହାସଙ୍ଗେ ମିସିପାରନ୍ତି ନାହିଁ ।

2. “D” କିମ୍ବା “ଦ”:

ଏହି ନାମ ର ଝିଅମାନେ ବାହାରୁ ଗୋଟେ ପ୍ରକାରର ଓ ଭିତରୁ ଗୋଟେ ପ୍ରକାର ହୋଇଥାନ୍ତି । ୟାଙ୍କ ମନ ରେ ଗର୍ବ ଭରିଥାଏ ହେଲେ ଲୋକକୁଁ ଏପରି ଦେଖାନ୍ତି କି ୟାଙ୍କ ମନରେ ତିଲେହେଲେ କାହାପ୍ରତି ଗର୍ବ କି ଛଳନା ନାହିଁ । ହେଲେ ୟାଙ୍କ ଆସଲି ଚେହେରା ଠିକ ସମୟରେ ଦେଖାଯାଇଥାଏ । ଏମନେ ନିଜକୁ ପରୀ ଭଳି ଭାବିଥାନ୍ତି, ସେଥିପାଇଁ କାହାକୁ, ବେସ କରି ପୁଅ ମାନଙ୍କୁ ଜମା ହେଲେ ଭାଉ ଦିଅନ୍ତି ନାହିଁ । ଏମନେ ନିଜର ଛୋଟ ଛୋଟ ଗୁଣ ଉପରେବି ଖୁବ ଅହଙ୍କାର କରିଥାନ୍ତି ।

3. “K” କିମ୍ବା ‘”କ”:

ଏହି ଝିଅମାନକଁ ଶରୀର ଖୁବ ଆକର୍ଷଣୀୟ ଓ ସୁନ୍ଦର ହୋଇଥାଏ ଓ ଏହି ଝିଅମାନଙ୍କୁ ନିଜ ଶରୀର ଉପରେ ବହୁତ ଆହଙ୍କାର ମଧ୍ୟ ରହିଥାଏ । ଏହାଛଡା ଏମନେ ନିଜର ଧନ ଓ ସଫଳତା ଉପରେ ବହୁତ ଗର୍ବ ଅନୁଭବ କରିଥାନ୍ତି । ଏମାନଙ୍କ ମନରେ ଏତେ ଗର୍ବ ଥାଏ କି ଏମନେ ଅନ୍ୟ ର ସଫଳତା କୁ ସହିପରନ୍ତି ନାହିଁ । ୟାଙ୍କ ର ଏହି ଗୁଣ ଯୋଗୁଁ ଏମାନଙ୍କ ଅନେକ ଶତ୍ରୁ ହୋଇଯାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।