ଦରକାର ଠାରୁ ବି ଆହୁରି ଅଧିକ ବିଶ୍ଵାସନୀୟ ହୋଇଥାନ୍ତି ଏହି 5 ଟି ନାମର ଝିଅ- Jyotish Shastra

ବହୁତ କିଛି ଲୋକଙ୍କୁ ତାଙ୍କ କର୍ମ ଓ ବିଚାରରୁ ଆମେ ତାଙ୍କୁ ଚିହ୍ନି ଥାଉ କିନ୍ତୁ ଆଉ କିଛି ଲୋକଙ୍କି ତାଙ୍କ ନାମ ଦ୍ଵାରା ହିଁ ଆମେ ଚିହ୍ନି ଥାଉ । ଏପରି ନାମ ଥିବା କିଛି ଝିଅ ଅଛନ୍ତି ଯାହା ସେମାନଙ୍କର ନାମ ଦ୍ଵାରା ସେମାନେ ପରିଚିତ କାରଣ ଏହି ନାମ ଥିବା ବ୍ୟକ୍ତି ମାନେ ବହୁତ ବିଶ୍ଵାସୀ ଅଟନ୍ତି । ଆଜି ଆମେ ଆପଣଙ୍କୁ କହିବୁ ୫ ଟି ଝିଅ ମାନଙ୍କର ବିଷୟରେ ସେମାନେ ବହୁତ ବିଶ୍ଵାସୀ ଅଟନ୍ତି ଓ ଦେବେବି ଧୋକା ଦେଇନଥାନ୍ତି ।

ସମସ୍ଥେ ଚାହିଥାନ୍ତି କି ସେମାନେ ଯାହାକୁ ଭଲ ପାଉଛନ୍ତି ସେମାନେ ଯେମିତି ତାଙ୍କୁ ଛାଡି ନଯାନ୍ତୁ । କାହାର ଯଦି ପ୍ରେମ କଥା ଆମେ ସୁନୁଛେ ତେବେ ଆମ ମନ ଖୁସିରେ ଭରି ଯାଉଛି । ନିଜର ପୁରୁଣା କଥା ମନେ ପଡିଯାଏ । ନିଜର ଜୀବନ ସାଥି ଖୋଜିଲା ବେଳେ ଆପଣ ତା ବିଷୟରେ ବହୁତ କିଛି ଜାଣିବାକୁ ଚେଷ୍ଟା କରନ୍ତି ଓ ତାଙ୍କ ଭିତରେ ଭଲ ଗୁଣ ଦେଖନ୍ତି । ମନୁଷ୍ୟର ନାମ ଅନୁସାରେ ମଧ୍ୟ କିଛି ଲୋକଙ୍କୁ ଜାଣି ହୁଏ ।

 

‘A’ ନାମ ଥିବା ଝିଅ ଭଲ ପାଇବାରେ ବହୁତ ଅସୁବିଧା ଭୋଗ କରିଥାନ୍ତି । ସେମାନେ ପ୍ରେମ କଥାକୁ ଏତେ ଗୁରୁତ୍ୟ ଦିଅନ୍ତି ନାହିଁ । କିନ୍ତୁ ସେମାନେ ଯଦି କାହାକୁ ପ୍ରେମ କରିଥାନ୍ତି ତେବେ ସେମାନେ କେବେ ତାର ସାଥି ଛାଡି ନଥାନ୍ତି ।

‘M’ ନାମ ଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେଥିପାଇଁ ତାଙ୍କୁ ବହୁତ ଶୀଘ୍ର ତାଙ୍କର ଜୀବନ ସାଥି ମିଳିଯାନ୍ତି । ଏହି ନାମ ଥିବା ଝିଅମାନେ ବହୁତ ଭାବୁକ ହୋଇଥାନ୍ତି ଓ ତାଙ୍କ ଜୀବନ ସାଥିଙ୍କର କଥା ମଧ୍ୟ ମାନିଥାନ୍ତି । ଯାହାର ସେମାନେ ଥରେ ଯାହାର ହାତ ଧରିଥାନ୍ତି ସେମାନେ କେବେ ହେଲେ ତାର ହାତ ଛାଡିଥାନ୍ତି ।

‘K’ ନାମ ଥିବା ଲୋକ ସେମାନେ ତାଙ୍କ ଜୀବନ ସାଥିଙ୍କ ସହ ବହୁତ ଭଲ ଭାବରେ ମିସିଥାନ୍ତି ଓ ତାଙ୍କ ସବୁ କାର୍ଯ୍ୟରେ ସେମାନେ ତାଙ୍କ ସହିତ ଥାନ୍ତି । ସେମାନେ ତାଙ୍କ ଜୀବନ ସାଥିଙ୍କର ଯେ କୌଣସି ପରିଷ୍ଟିତିରେ ମଧ୍ୟ ତାଙ୍କ ସହିତ ଛିଡା ହୋଇଥାନ୍ତି । ସେମାନେ କେବେ ହେଲେ ତାଙ୍କ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ । ସେମାନେ ବହୁତ ଗର୍ବୀ ଭଳି ଲୋକ ଅଟନ୍ତି । ଯାହା ଦ୍ଵାରା ସେମାନେ କେବେ ହେଲେ ତାଙ୍କ ଜୀବନ ସାଥୀଙ୍କୁ ପ୍ରେମ ସମ୍ବନ୍ଧିତ କଥା କିଛି କହିନଥାନ୍ତି । କିନ୍ତୁ ସେମାନେ ତାଙ୍କ ସହ ପୁରା ସମୟ କାଟିଥାନ୍ତି ।

‘R’ ନାମ ଥିବା ବ୍ୟକ୍ତି ବହୁତ ଯତ୍ନ ନେଉଥିବା ବ୍ୟକ୍ତି ଅଟନ୍ତି । ସେମାନେ କାହା ସାଗରେ ସହଜେ ମିଶାନ୍ତି ନାହିଁ । ଏତେ ଶୀଘ୍ର ସେମାନେ କାହାକୁ ଭଲ ପାନ୍ତି ନାହିଁ ଯଦି ତାଙ୍କୁ କେହି ନିଜ୍ ପ୍ରେମ ଜାଲରେ ଫସାଇ ଦିଏ ଏହାପରେ କିନ୍ତୁ ସେମାନେ ତାଙ୍କୁ ଛାଡି କେବେ ହେଲେ ଯାଇ ନଥାନ୍ତି । ସେମାନେ ବହୁତ ମୋଟା ହୋଇଥାନ୍ତି । ସେମାନେ ଜୀବନ ସାରା ତାଙ୍କ ସହିତ ଜୀବନ ବିତାଇବା ପାଇଁ ଚାହିଁଥାନ୍ତି ।

‘S‘ ନାମ ଥିବା ବ୍ୟକ୍ତି ମାନେ ବହୁତ ରାଗି ଲୋକ ହୋଇଥାନ୍ତି । କହିବାକୁ ଗଲେ ସେମାନେ ବହୁତ ଛୋଟ କଥାକୁ ନେଇ ବହୁତ ଶୀଘ୍ର ରାଗିଜାନ୍ତି । କିନ୍ତୁ ସେମାନେ ତାଙ୍କ ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ସେମାନେ ତାଙ୍କ ପ୍ରେମ ପାଇବା ପାଇଁ କିଛି କାମ କରିବା ପାଇଁ ପଛନ୍ତି ନାହିଁ । ଏହି ଭଳି ଝିଅ ମାନେ ତାଙ୍କ ହୃଦୟରୁ ବହୁତ ଭଲ ହୋଇଥାନ୍ତି