ବାହାଘର ସରିବା ପାଇଁ ବାକି ଥିଲା ୨ ଟି ଫେରେ, ଅଚାନକ ବର ଜଣକ କଲ ଏମିତି କାଣ୍ଡ କି ସମସ୍ତଙ୍କର ମୁହଁ ବନ୍ଦ ହୋଇଗଲା, ଦେଖନ୍ତୁ

ବାହାଘର ଭାରତୀୟ ସମାଜର ଏକ ଏମିତି ଅଙ୍ଗ ଅଟେ, ଯାହା ବିନା କୌଣସି ବି ମଣିଷର ଜୀବନ ସମ୍ପୂର୍ଣ ହୋଇ ନଥାଏ । ବାହାଘର କେବଳ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ, ଦୁଇ ପରିବାରର ମଧ୍ୟରେ ଏକ ଭଲ ସମ୍ପର୍କ ଗଢି ଉଠିଥାଏ । ବର୍ତ୍ତମାନର ଯୁବପିଢୀ ପ୍ରାୟତଃ ପ୍ରେମ ବିବାହ ଉପରେ ବିଶ୍ଵାସ ରଖନ୍ତି । କିନ୍ତୁ ସମୟ ବଦୁଳୁଛି ଏବଂ ସମୟ ସହିତ ନୂଆ ପିଢୀର ଚିନ୍ତାଧାରା ବି ବଦଳିବାରେ ଲାଗିଛି । ଆଜିର ଯୁବପିଢି ଭଲ ପାଇବାକୁ ଏକ ଖେଳଣା ଭାବୁଛନ୍ତି ଏବଂ ମନ ଭରିଗଲେ ତାହାକୁ ଫୋପାଡି ଦେଉଛନ୍ତି ।

କିଛି ଏହିଭଳି ମାମଲା ବର୍ତ୍ତମାନ ହିଁ ଦେଖିବାକୁ ମିଳିଛି । ଯେଉଁଠି କାଶୀପୁରରେ ରହୁଥିବା ଏକ ଝିଅଙ୍କୁ ପଡୋଶୀରେ ରହୁଥିବା ପୁଅ ସହିତ ପ୍ରେମ ହୋଇଗଲା । କିନ୍ତୁ ଝିଅ ନିଜର ପ୍ରେମୀର ସତ୍ୟତା ବିଷୟରେ ଜାଣି ନଥିଲା ଏବଂ ତାହା ଉପରେ ଆଖି ବନ୍ଦ କରି ବିଶ୍ଵାସ କରିବାକୁ ଲାଗିଲା । ଏହା ପରେ ଯୁବକ ଜଣକ ତାହାର ବୋକାମୀ ଗୁଣର ଫାଇଦା ଉଠାଇ ତାହା ସହିତ ଶାରୀରିକ ସମ୍ବନ୍ଧ କରିନେଲା ।

ଯେତେବେଳେ ପୀଡିତା ଝିଅ ନିଜ ପ୍ରେମୀ ଉପରେ ଦୁଷ୍କର୍ମର ଆରୋପ ଲଗାଇଲା ତେବେ ସେହି ଯୁବକ ଜଣକ ତାହା ସହିତ ବାହା ହେବା ପାଇଁ ରାଜି ହୋଇଗଲା । କିନ୍ତୁ ବାହାଘରର ମଣ୍ଡପରେ ଯେତେବେଳକେ ୫ଟି ଫେରେ ହୋଇଛି ସେହି ସମୟରେ ଘଟିଥିଲା ଏମିତି ଘଟଣା କି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ଏହା ପରେ ଯେତେବେଳେ ଏହି ମାମଲା ପୁଲିସ ପାଖକୁ ପହଞ୍ଚିଲା ତେବେ ପୀଡିତା ଜଣକ ରିପୋର୍ଟରେ କହିଲେ କି ସେ ହାଫୁରରେ ରହୁଥିଲେ । ସେଠି ତାହାର ପଡୋଶୀରେ ରହୁଥିବା ସୁନୀଲ ନାମକ ବ୍ୟକ୍ତି ନିଜର ଭଉଣୀ ଏବଂ ଭେଣେଇଙ୍କ ସହ ରହୁଥିଲା । ଏହା ପରେ ସୁନୀଲ ସେହି ଯୁବତୀ ସହ ପ୍ରେମର ମିଛ ଖେଳ ଖେଳି ତାହା ସହିତ ଶାରୀରିକ ସମ୍ବନ୍ଧ କରିନେଲା । ଏବଂ ଯୁବତୀର ମୁହଁ ବନ୍ଦ କରିବା ପାଇଁ ସୁନୀଲ ତାହାର ଏକ MMS ମଧ୍ୟ ପ୍ରସ୍ତୁତ କରିଥିଲା । ଯାହା ଦ୍ଵାରା ସୁନୀଲ ବ୍ଲୈକମେଲିଂଗ ଜରିଆରେ ଯୁବତୀ ସହ ଦୁଷ୍କର୍ମ କରୁଥିଲା ।

ଯେତେବେଳେ ଏହି କଥା ବିଷୟରେ ଝିଅର ବାପା – ମାଆଙ୍କୁ ଜଣା ପଡିଲା ତୀବ ସେ ଦୁଇଜଣଙ୍କୁ ବହୁତ ମାରିଲେ । ଏବଂ ବଦନାମୀରୁ ବଞ୍ଚିବା ପାଇଁ ସେ ସୁନୀଲକୁ ବାହା ହେବ ପାଇଁ କହିଲେ କିନ୍ତୁ ସୁନୀଲ ସଫା ସଫା ମନା କରିଦେଲା । ଯେତେବେଳେ ଝିଅ ଘରର ଲୋକମାନେ ପୁଲିସର ସାହାରା ନେଲେ ସେତେବେଳେ ଯାଇ ସେ ରାଜି ହେଲା ।

ଏହା ପରେ ପୁଲିସ ତାକୁ ଯେତେବେଳ ଅଧିକ ଡରାଇଲ ଏବଂ ଧମକାଇଲେ ସେତେବେଳ ଯାଇ ସେ ମନ୍ଦିରରେ ବିବାହ କରିବା ପାଇଁ ପ୍ରସ୍ତାବ ରଖିଲା । ଏହା ପରେ ବାହାଘର ଦିନ ବିବାହର ସବୁ କାର୍ଯ୍ୟକ୍ରମ ଆରମ୍ଭ ହେଲା । ପ୍ରଥମେ ସବୁ ଠିକଠାକ ଚାଲୁଥିଲା କିନ୍ତୁ ଅଚାନକ ୫ ମ ଫେରେ ସମୟରେ ସୁନୀଲ ଗଠବନ୍ଧନ କୁ ଫୋପାଡି ସେଠୁ ତା ସାଙ୍ଗମାନଙ୍କ ସହ ମିଶି ଫେରାର  ହେଇ ଯାଇଥିଲା।

ଏହା ପରେ ପୀଡ଼ିତାର ପରିବାର ଲୋକମାନେ ପୁଲିସକୁ କହିଲେ କି ସୁନୀଲ ନିଜର ଭାଇ ମାନଙ୍କ ସହ ମିଶି ତାଙ୍କ ଠାରୁ ଯୌତୁକ ମାଗୁଛନ୍ତି ଏବଂ ନ ମିଳିଲେ ସେ ତାଙ୍କର ଝିଅକୁ ଜୀବନରୁ ମାରିଦେବେ ବୋଲି ଧମକ ବି ଦେଉଛନ୍ତି । ବର୍ତ୍ତମାନ ପୁଲିସ ସୁନୀଲଙ୍କର ତିନି ଭାଇ ସହିତ ସୁନୀଲ ବିରୁଦ୍ଧରେ ଧାରା ୩୪୮, ୩୭୬ ଏବଂ ୫୦୬ ଅନୁସାରେ ମକଦମା ଦାଖଲ କରିଛନ୍ତି ।