ଏହି ଜାଗାରେ ବାହାଘର ପୂର୍ବରୁ ହିଁ ଝିଅ ହେବାକୁ ପଡିଥାଏ ମା’, ଜାଣନ୍ତୁ ଏହି ଅଜବ ପରମ୍ପରା ବିଷୟରେ

ମଣିଷ ଏହି ବିଜ୍ଞାନ ଯୁଗରେ ବି ପରମ୍ପରା ସହିତ ବନ୍ଧା ହୋଇ ରହିଛି । ପରମ୍ପରା ମାନବ ଜୀବନର ଗୋଟେ ଭାଗ ଅଟେ । ଯଦି ଭାରତର କଥା ଆଲୋଚନା କରିବା, ତ ଏଠାରେ ପରମ୍ପରା ଆହୁରି ବି ଅଧିକ ପାଳନ ହୋଇଥାଏ । ଆମର ଦେଶ ପ୍ରାଚୀନ ପରମ୍ପରାର ଦେଶ ଅଟେ, ଏହା ବିଷୟରେ ସବୁ ଲୋକ ଜାଣି ନାହାନ୍ତି । ଏଥିରେ ବହୁତ ପରମ୍ପରା ସତ୍ୟ ଉପରେ ଆଧାରିତ ନୁହେଁ । ମଣିଷର ଜୀବନ ଏହି ପରମ୍ପରାରେ ବନ୍ଧା । ଆଶ୍ଚର୍ଯ୍ୟର କଥା ଏହା କି ମଣିଷ ହିଁ ଏହି ପରମ୍ପରାକୁ ବନେଇଛି ଓ ମଣିଷ ହିଁ ଏହି ପରମ୍ପରାରେ ଜଟିଳତାର ସହିତ ବନ୍ଧା ଅଛି ।

ଆମ ଦେଶରେ ପରମ୍ପରା ଓ ଅନ୍ଧ ବିଶ୍ଵାସକୁ ଅଧିକ ମାନ୍ୟତା ଦିଆ ଯାଉଛି । ଯଦି ଆପଣ ଭାରତ ଦେଶରେ ବାସ କରୁଛନ୍ତି, ଆପଣ କେବେ ଏହି ପରମ୍ପରା ବିଷୟରେ ଶୁଣିଛନ୍ତି କି ଝିଅଟିଏ ବିବାହ ପୂର୍ବରୁ ମା ହେବାକୁ ପଡିଥାଏ । ଯଦି ନୁହେଁ ଆଜି ଆମେ ଆପଣଙ୍କୁ ଏହି ପରମ୍ପରା ବିଷୟରେ କହିବୁ ।

ଏହି ପରମ୍ପରା ପଶ୍ଚିମ ଜଲପାଇଗୁଡ଼ି ଜିଲାର, ଟୋଟୋପଡା କସବେ ର ଅଟେ, ସେଠାରେ ପ୍ରତ୍ୟେକ ଝିଅଙ୍କୁ ବିବାହ ପୂର୍ବରୁ ମା ହେବାକୁ ପଡିଥାଏ । ମା ହେବା ପାଇଁ କୌଣସି ବିଶେଷତାର ଆବଶ୍ୟକ ପଡେନି । ଏଠାକାର ସ୍ଥାନୀୟ ଜନଜାତିର ଲୋକମାନେ ଏହି ଆଇନ ର ସରଳତାର ସହିତ ପାଳନ କରିଥାନ୍ତି । ଯଦି ଝିଅ ବିବାହ ପୂର୍ବରୁ ମା ହୋଇପାରୁନି ତା ହେଲେ ତାକୁ ବିବାହ ଯୋଗ୍ୟ ମାନନ୍ତି ନାହିଁ ।

ପରିବାର ଲୋକ ସେତେବେଳେ ତାକୁ ସ୍ଵୀକାର କରନ୍ତି ଯେବେ ସେ ମା ହୋଇଥାଏ । ଏହା ସହିତ ଏଠାକାର ଲୋକଙ୍କ ଅନ୍ୟ ରୀତି ରିବାଜକୁ ନେଇ ଅଲଗା ଅଲଗା ପ୍ରକାରର ପରମ୍ପରା ରହିଛି ।

ସାଙ୍ଗମାନେ ଲେଖାଟି ପୁରା ପଢି ଥିବାରୁ ଧନ୍ୟବାଦ । ଏମିତି ଦେଶ ବିଦେଶ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।