ବିବାହ ମଣ୍ଡପରେ ହିଁ ସମସ୍ତଙ୍କ ସାମ୍ନାରେ ହେଇଗଲା ଏମିତି ଲ-ଜ୍ୟା ଜ-ନ-କ ଘ-ଟ-ଣା, ଶୁଣିଲେ ଆପଣ ବି ବିଶ୍ଵାସ କରି ପାରିବେନି, ଦେଖନ୍ତୁ Video

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ବିବାହ ଏମିତି ଏକ ସ୍ଵପ୍ନ ହୋଇଥାଏ ଯାହାକୁ ସେ ସବୁ ଦିନ ପାଇଁ ମନେ ରଖିଥାଏ । ଏହା ଛଡା ବିବାହରେ ଏମିତି କିଛି ମଜାଦାର ଘ-ଟ-ଣା ମଧ୍ୟ ଘ-ଟି-ଥା-ଏ ଯାହା ଅନ୍ୟ କେଉଁଠାରେ ହୋଇ ନ ଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ରୋ-ମା-ଞ୍ଚ-କ-ର ଘ-ଟ-ଣା ନେଇ ଆସିଛୁ ଯାହା ମ୍ୟା-ରେ-ଜ-କୁ ନେଇ ଜଡିତ ଅଟେ । ଏହି ଭି-ଡି-ଓ-ରେ ପ୍ରଥମେ ବରମାଳା ସମୟରେ କନ୍ୟା ଓ ବର ଫୁଲମାଳା ପିନ୍ଧାଇବା ସମୟରେ ବର କନ୍ଯାର ପାଦ ଛୁ-ଇଁ-ଛି ଯାହାକୁ ଦେଖିବା ପରେ କନ୍ୟା ମଧ୍ୟ ହସି ହସି ଗଡିଥିଲା । ଏହା ପରେ ଯେଉଁ ଭି-ଡି-ଓ ରହିଛି ସେଥିରେ ଯୁବକ ବର ଅପେକ୍ଷା ଏଟିଏମ ମେସିନ ଲାଗୁଛି ଯେଉଥିରେ ସେ ପଇସାର ହାର ପକାଇଛି ଯାହାକୁ ମିଳିବ ତାର ମାସକର ଖର୍ଚ୍ଚ ଉଠିଯିବ ଯାହା ବହୁତ ମଜାଦାର ଭି-ଡି-ଓ ଅଟେ ।

ଏହା ପରେ ଯେଉଁ ଭି-ଡି-ଓ ରହିଛି ସେଥିରେ ବର ଏତେ ନି-ଶା-ରେ ରହିଛି ଯେ କନ୍ୟାକୁ ବରମାଳା ପିନ୍ଧାଇବା ବଦଳରେ କନ୍ଯାର ମାକୁ ବରମାଳା ପିନ୍ଧାଇବାକୁ ଯାଉଥିଲା । ଯେବେ ବରର ହୋ-ସ ଆସିବ ସେତେବେଳେ ତାର ବିବାହ ହୋଇ ସାରିଥିବ । ଏହା ପରେ ଯେଉଁ ଭି-ଡି-ଓ ରହିଛି ଗୋଟେ ଝିଅ ବାହାଘରରେ ଆଇସକ୍ରିମ ଖାଇବା ପାଇଁ ପ୍ଳେଟ ସହ ଖାଉଛି ଯାହା ଅତି ମଜାଦାର ଲାଗୁଛି ।

ଅନ୍ୟ ପଟେ ଗୋଟେ ଯୁବକ ମ-ଦ୍ୟ-ପା-ନ କରି ବରଯାତ୍ରିରେ ନାଚିବା ସମୟରେ ପୋ-ଲି-ସ-କୁ କି-ସ କରିଥିବାରୁ ପୋ-ଲି-ସ ତାକୁ ମା-ରି-ବା ପରେ ମଧ୍ୟ ଯୁବକ ନାଚିବାରେ ଲାଗିଥିଲା । ଲ-କ ଡା-ଉ-ନ ଯୋଗୁ ଲୋକ ମାନେ ଘରେ ବସି କାମ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଅନ୍ୟ ଏକ ଭି-ଡି-ଓ-ରେ ଜଣେ କ-ନ୍ୟା ସ୍ଟେଜ ଉପରେ ବସି ଅଫିସ କାମ କରୁଥିବାର ନଜର ଆସୁଛନ୍ତି ଯେଉଥିରୁ ଲାଗିଛି ସେ କେତେ ମେ-ହ-ନ-ତ କରନ୍ତି ।

ଅନ୍ୟ ଏକ ଭି-ଡି-ଓ-ରେ କନ୍ୟା ଏତେ ରା-ଗି ଯାଇ ଫୋ-ଟୋ ଉଠାଉଛନ୍ତି ଦେଖିଲେ ଲାଗୁଛି କ୍ୟାମେରା ମ୍ୟାନକୁ ଭ-ସ୍ମ କରିଦେବେ । ଅନ୍ୟ ଏକ ଭି-ଡି-ଓ-ରେ ବର କନ୍ୟାକୁ ବରମାଳା ପିନ୍ଧାଇବା ସମୟରେ କନ୍ୟା ପକ୍ଷରୁ ବରମାଳା ପିନ୍ଧାଇବା ପାଇଁ କନ୍ୟା ଘର ଲୋକେ ତାଙ୍କୁ ଉପରକୁ ଉ-ଠା-ଇ ଥିଲେ । ଏହାକୁ ଦେଖିବା ପରେ ବର ପକ୍ଷ ମଧ୍ୟ ତାଙ୍କୁ ଉପରକୁ ଉଠାଇଥିଲେ । ଏହା ପରେ ଯାହା ଘ-ଟି-ଲା ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ।

ବର ନିଜେ ଉପରକୁ ଉ-ଠି-ବା ପାଇଁ ଚି-ତ୍କା-ର କରିବାକୁ ଲାଗିଲା କାରଣ ତାକୁ ବହୁତ ଡ-ର ଲାଗୁଥିଲା ଯାହା ଅତି ରୋମାଞ୍ଚକର କଥା ଅଟେ । ଏହା ସହ ବର ଫୁଲମାଳ ପିନ୍ଧାଇବା ପରେ କନ୍ୟାକୁ କି-ସ କରିଥିଲେ ଯାହା ଅତି ମଜାଦାର ହୋଇଛି । ଅନ୍ୟ ଏକ ପଟେ କନ୍ୟା ସ୍ଟେଜରେ ବସିଛି । ସେଠାରେ ତାଙ୍କ ସ୍ଵାମୀ ଓ ସାଙ୍ଗ କନ୍ୟା ପାଖରେ ସାଥି ହୋଇ ବସିଛନ୍ତି । ଯାହା ସ୍ପଷ୍ଟ ହେଉଛି ଗୋଟେ କନ୍ୟା ଓ ଦୁଇଟି ବର ବସିଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ