ଶା-ରୀ-ରି-କ ଅ-ତ୍ୟା-ଚା-ର ଲାଗି ସାରିଥିବା ବାବର ଆଜମ ନିଜ ଭଉଣୀଙ୍କୁ କରିବେ ବିବାହ, ପୂର୍ବରୁ କରି ସାରିଛନ୍ତି ଏମିତି କାମ

ପା-କି-ସ୍ତା-ନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଏବେ ପୁଣି ଥରେ ଚ-ର୍ଚ୍ଚା-ରେ ଆସିଛନ୍ତି । ଏଥର ତାଙ୍କ ଚର୍ଚ୍ଚାର କାରଣ ହେଉଛି ବାବର ଆସନ୍ତା ବର୍ଷ ବି-ବା-ହ କରିବାକୁ ଯାଉଛନ୍ତି ।

ତେବେ ବି-ବା-ହ କରୁଛନ୍ତି ଏହା ତ ଏକ ଖୁସି ଖବର । ମାତ୍ର ଆ-ଶ୍ଚ-ର୍ଯ୍ୟ-ର ବିଷୟ ହେଉଛି କି ସେ ନିଜ ବାପାଙ୍କ ସାନ ଭାଇ ବା ଦାଦା ଝିଅ ଭଉଣୀଙ୍କୁ ବି-ବା-ହ କରିବେ । ଖ-ବ-ର-ଟି ପା-କି-ସ୍ତା-ନି ନ୍ୟୁ-ଜ ଚ୍ୟା-ନେ-ଲ ଜି-ୟୋ ନ୍ୟୁ-ଜ ଜରିଆରେ ସା-ମ-ନା-କୁ ଆସୁଛି । ତେବେ ବାବର ଆଜମଙ୍କ ପରିବାର ଓ ତାଙ୍କ ଦାଦାଙ୍କ ପରିବାର ମଧ୍ୟରେ ଏହି ଦୁଇ ଜଣଙ୍କ ବି-ବା-ହ ପାଇଁ ସମସ୍ତେ ସହମତି ପ୍ରକାଶ କରିଛନ୍ତି । ଏହି ଦୁଇ ଜଣ ଆସନ୍ତା ବର୍ଷ ବି-ବା-ହ ବ-ନ୍ଧ-ନ-ରେ ବା-ନ୍ଧି ହେବାକୁ ଯାଉଛନ୍ତି ।

ସୁତ୍ରାନୁସାରେ ନିଜେ ବାବର ଆଜମ ମଧ୍ୟ ତାଙ୍କ ଦାଦାଙ୍କ ଝିଅଙ୍କୁ ବି-ବା-ହ କରିବା ପାଇଁ ରାଜି ଅଛନ୍ତି । ତେବେ ବିରାଟ କୋହଲିଙ୍କୁ ପଛରେ ପକାଇ ଦୁନିଆର ଏକ ନମ୍ବର ବ୍ୟାଟସମ୍ୟାନ ବନି ସାରିଥିବା ବାବର ଆଜମ ଏବେ ଖେଳର ତିନୋଟି ଯାକ ଫର୍ମାଟ୍ ରେ ପା-କି-ସ୍ତା-ନର ଅଧିନାୟକ ଅଛନ୍ତି । ସେ ହେଉଛନ୍ତି ଜଣେ ଅଧିନାୟକ ଭାବେ ଆରମ୍ଭରୁ ୪ଟି ଟେଷ୍ଟ ମ୍ୟାଚ ଜିତିଥିବା ପା-କି-ସ୍ତା-ନର ପ୍ରଥମ ଅଧିନାୟକ ।

ଜଣାଇ ରଖୁଛୁ ଯେ କିଛି ଦିନ ପୂର୍ବରୁ ଜଣେ ମ-ହି-ଳା ବାବର ଆଜମଙ୍କ ଉପରେ ଶା-ରୀ-ରି-କ ଅ-ତ୍ୟା-ଚା-ର ଆ-ରୋ-ପ ଲ-ଗା-ଇ ଥିଲେ । ସେହି ସମୟରେ ମ-ହି-ଳା ଜଣଙ୍କ କହିଥିଲେ ଯେ, ବାବର ତାଙ୍କର ଶା-ରୀ-ରି-କ ଅ-ତ୍ୟା-ଚା-ର କରିବା ସହ ତାଙ୍କୁ ଧ-ମ-କ ମଧ୍ୟ ଦେଇଥିଲେ । ଆହୁରି ମଧ୍ୟ କହିଥିଲେ କି ବାବର ତାଙ୍କୁ ବି-ବା-ହ-ର ମି-ଛ ପ୍ର-ତି-ଜ୍ଞା କରି ୧୦ ବ-ର୍ଷ ପର୍ଯ୍ୟନ୍ତ ତାଙ୍କର ଶା-ରୀ-ରି-କ ଅ-ତ୍ୟା-ଚା-ର କରିଛନ୍ତି ଓ ସେ ଗ-ର୍ଭ-ବ-ତୀ ହେଲା ପରେ ତାଙ୍କୁ ମା-ର-ପି-ଟ୍ କରି ହ-ତ-ୟା ଧ-ମ-କ ମଧ୍ୟ ଦେଇଥିଲେ ।

ପୀ-ଡ଼ି-ତା-ଙ୍କ କହିବା ଅନୁସାରେ ବାବର ଓ ସେ ଗୋଟିଏ ସ୍କୁଲରେ ଏକାଠି ପଢୁଥିଲେ ଓ ଗୋଟିଏ କଲୋନୀରେ ମଧ୍ୟ ରହୁଥିଲେ । ସେ କହିଥିଲେ ସେ ଗ-ର୍ଭ-ବ-ତୀ ଅଛନ୍ତି ବୋଲି ତାଙ୍କୁ ଜଣାଇବା ପରେ ସେ ନିଜ ସାଙ୍ଗ ମାନଙ୍କ ସହ ମିଶି ତାଙ୍କର ଗ-ର୍ଭ-ପା-ତ କରାଇ ଥିଲେ । ୨୦୧୭ ରେ ବାବର ନିଜ ନ-ମ୍ବ-ର ବ-ଦ-ଳା-ଇ ଦେଇଥିଲେ ।

ତା ପରେ ଆହୁରି ତିନି ବର୍ଷ ଯାଏ ସେ ତାଙ୍କର ଯୌ-ନ ଶୋ-ଷ-ଣ କରିଥିଲେ ଓ ଶେଷରେ ୨୦୨୦ ରେ ସେ ତାଙ୍କୁ ବି-ବା-ହ କରିବାକୁ ସିଧା ମନା କରି ଦେଇଥିଲେ । ତେବେ ଏପରି ଯୌ-ନ ଶୋ-ଷ-ଣ-ର ଆ-ରୋ-ପ ଲା-ଗି ସାରିଥିବା ବାବର ଏବେ ଆସନ୍ତା ବର୍ଷ ନିଜ ଦାଦାଙ୍କ ଝିଅଙ୍କୁ ବି-ବା-ହ କରିବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ ସା-ହି-ଦ୍ ଆ-ଫ୍ରି-ଦ ମଧ୍ୟ ୨୦ ଅକ୍ଟୋବର ୨୦୨୦ ରେ ନିଜ ନିଜ ମାମୁଁ ଝିଅ ଭଉଣୀ ନା-ଦି-ଆ-ଙ୍କୁ ବି-ବା-ହ କରି ସାରିଛନ୍ତି ।

ସେପରି ପା-କି-ସ୍ତା-ନ-ର ଜଣେ ଦିଗଜ ଓ-ପ-ନ-ର ଥିବା ସ-ଇ-ଦ ଅ-ନ-ୱା-ର ମଧ୍ୟ ନିଜ ଦାଦାଙ୍କ ଝିଅ ଲୁ-ବ-ନା-ଙ୍କୁ ୧୯୯୬ ରେ ବି-ବା-ହ କରିଥିଲେ । ବାଂଲାଦେଶ ଓ ରାଜସ୍ଥାନ ରୟାଲ୍ସର ପେସ୍ ବୋଲର ମି-ସ୍ତା-ଫି-ଜୁ-ର୍ ର-ହ-ମା-ନ ନିଜ ଦାଦାଙ୍କ ଝିଅ ସ-ମି-ୟା ପ-ର-ୱି-ନ ଶି-ମୁ-ଙ୍କୁ ୨୦୧୯ ରେ ବି-ବା-ହ କରିଥିଲେ । ସେହିପରି ବାଂ-ଲା-ଦେ-ଶ-ର ଅନ୍ୟତମ ଖେଳାଳି ମୋ-ସା-ଦେ-କ ହୁ-ସେ-ନ ମଧ୍ୟ ନିଜ ଦାଦାଙ୍କ ଝିଅ ଶ-ର-ମି-ନ୍ ସ-ମୀ-ରା-ଙ୍କୁ ୨୦୧୨ ରେ ବି-ବା-ହ କରିଥିଲେ ଓ ତାଙ୍କ ଉପରେ ଯୌ-ତୁ-କ ପାଇଁ ସ୍ତ୍ରୀ ଙ୍କୁ ପ୍ର-ତା-ଡ଼ି-ତ କରୁଥିବା ଆ-ରୋ-ପ ମଧ୍ୟ ଲାଗିଥିଲା ।

ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କ-ମେ-ଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।