ବଢୁଥିବା ବୟସକୁ ଅଟକାଇ ଦେବ ଏହି ଘରୋଇ ଉପାୟ, ଥରେ ନିଶ୍ଚିତ କରିକି ଦେଖନ୍ତୁ

ସୁନ୍ଦର ଦେଖିବା ସବୁ ମହିଳାଙ୍କର ସ୍ଵପ୍ନ ଥାଏ ଏବଂ ଏହି ସୁନ୍ଦରତାକୁ ସବୁଦିନ ପାଇଁ ରଖିବା ପାଇଁ ମହିଳାମାନେ ବଜାରରୁ ବିଭିନ୍ନ ପ୍ରକାରର ପ୍ରୋଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସବୁ ପ୍ରୋଡକ୍ଟରେ ବିଭିନ୍ନ ପ୍ରକାରର କେମିକାଲ୍ସ ପଡିଥାଏ ଯାହା ଆମ ଚେହେରାକୁ କ୍ଷତି ପହଞ୍ଚାଇ ଥାଏ । ସୁନ୍ଦର ହେବା ସ୍ଥାନରେ ଆପଣଙ୍କର ସ୍କ୍ରିନ ଖରାପ ହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରାକୃତିକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣଙ୍କ ପ୍ରୟୋଗ କରି ସୁନ୍ଦର ହୋଇ ପାରିବେ ।

ଗାଜର ଏବଂ ଆଳୁ

ଯଦି ଆପଣଙ୍କୁ ଆପଣଙ୍କର ଚେହେରାରକୁ ସୁନ୍ଦର କରିବାର ଅଛି ତେବେ ଆଳୁ ଓ ଗାଜର ଯାହାକୁ ଖାଇବା ପାଇଁ ଭଲ ମନାଯାଇଥାଏ କିନ୍ତୁ ଏହା ଆପଣଙ୍କର ସ୍କିନ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏବଂ ଆପଣ ଏହାର ପେଷ୍ଟକୁ ଚେହେରାରେ ଲାଗାଇଲେ ଆପଣ ୟଙ୍ଗ ଦେଖାଯିବେ ।

ବିଧି – ଏହି ପେଷ୍ଟକୁ ବନାଇବା ପାଇଁ ପ୍ରଥମେ ଗାଜର ଏବଂ ଆଲୁକୁ ଗରମ ପାଣିରେ ଗରମ କରନ୍ତୁ,  ଏବଂ ତାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । କାଟିବା ପରେ ତାହାକୁ ଭଲ ଭାବରେ ମିକ୍ସ କରି ସେଥିରେ ହଳଦୀ ଏବଂ ବେକିଙ୍ଗ ସୋଢା ମିଶାନ୍ତୁ ଏବଂ ଚେହେରାରେ ଲଗାନ୍ତୁ । ଏବଂ ୨୦ ମିନିଟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ୨ ଥର ଏହିଭଳି କରିବା ଦ୍ଵାରା ଆପଣଙ୍କ ଚେହେରାରେ ଚେଞ୍ଜେସ ଆସିଯିବ ।

ଆଖୁ

ଆଖୁ ରସ ଶରୀରର ପାଇଁ ବହୁତ ଭଲ ଅଟେ । ଏବଂ ଏହାର ରସ ଆପଣଙ୍କର ଚେହେରାର ଦାଗକୁ ମଧ୍ୟ କମ କରିବାରେ ସାହାର୍ଯ୍ୟ କରିଥାଏ ।

ବିଧି – ୩ ରୁ ୪ ଚାମଚ ଆଖୁର ରସରେ ଅଳ୍ପ ହଳଦୀ ମିଶାଇ ଚେହେରାରେ ଲାଗାନ୍ତୁ । ୧୦ ରୁ ୧୨ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ ।

ସ୍ଟ୍ରବେରୀ

ସ୍ଟ୍ରବେରୀ ଖାଇବା ପାଇଁ ଯେତେ ସ୍ଵାଦିଷ୍ଟ ଅଟେ ତାହାଠାରୁ ଅଧିକ ଲାଭଦାୟକ ହୋଇଥାଏ ଆମ ଚେହେରା ପାଇଁ । ଏଥିରେ ଭରପୁର ମାତ୍ରାରେ ଭିଟାମିନ C ମିଳିଥାଏ ଯାହା ଆମ ଚେହେରାର ଦାଗକୁ ହଟାଇବାରେ ସାହାର୍ଯ୍ୟ କରିଥାଏ ।

ବିଧି – ସ୍ଟ୍ରବେରୀର ମାସ୍କ ତିଆରି କରିବା ପାଇଁ ୩ – ୪ଟି ସ୍ଟ୍ରବେରୀକୁ ଭଲରେ ଗ୍ରାଇଣ୍ଡିଙ୍ଗ କରି ଚେହେରା ଲଗାନ୍ତୁ । ପାଖାପାଖି ୧୫ ମିନିଟ ପରେ ନିଜ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଚେହେରା ଗୋରା ହେବାକୁ ଲାଗିବ ।

କାକୁଡି ଏବଂ ଦହି

ଦହି ଏବଂ କାକୁଡି ଖାଇବା ପାଇଁ ଯେତେ ଭଲ ଲାଗେ ତାହା ଠାରୁ ଅଧିକ ଏହାର ପେଷ୍ଟ ଚେହେରା ପାଇଁ ଭଲ ହୋଇଥାଏ ।

ବିଧି – ଏହାକୁ ତିଆରି କରିବା ପାଇଁ ଗୋଟିଏ କାକୁଡିକୁ ଭଲ ଭାବରେ ପେଷ୍ଟ କରି ସେଥିରେ ୨ – ୩ ଚାମଚ ଦହି ମିଶାଇ ଦିଅନ୍ତୁ , ଦୁଇଟିକୁ ଭଲ ଭାବରେ ମିକ୍ସ କରିବା ପରେ ନିଜ ଚେହେରା ଲଗାନ୍ତୁ । ୧୦ – ୧୫ ମିନିଟ ପରେ ଚେହେରାକୁ ଧୋଇ ଦିଅନ୍ତୁ । ଆପଣ ସୁନ୍ଦର ହୋଇଯିବେ ।

ଆଶା କରୁଛୁ ଆମର ଏହି ଟିପ୍ସ ଟି ଆପଣଙ୍କ କାମରେ ଆସିବ । ଏମିତି ଅନେକ ବିଯୁଟି ଟିପ୍ସ ପାଇଁ ଲାଇକ ଓ ସେୟର କରିବେ ।