ବାଛନ୍ତୁ କେଉଁବି ଗୋଟେ ନମ୍ବର ଓ ଯାଣନ୍ତୁ ଆପଣ କାହା ମେସେଜକୁ ଅପେକ୍ଷା କରିଛନ୍ତି ! – Personality Test

ଆଜି ଆମେ ଆପଣଙ୍କ ପାଇଁ ବହୁତ ରୋମାଞ୍ଚକ ଭରା ନମ୍ବର କ୍ଵିଜ ଗେମ ନେଇ ଆସିଛୁ । ଏହି ଗେମ ଅନୁସାରେ ଏଠି ଆପଣଙ୍କୁ କିଛି ନମ୍ବର ଦିଆଯାଇଛି । ଯାହା ମଧ୍ୟରୁ ଆପଣଙ୍କୁ ଗୋଟିଏ ନମ୍ବର ବାଛିବାର ଅଛି । ଏହା ପରେ ଆପଣଙ୍କ ଦ୍ଵାରା ଚୟନ କରାଯାଇଥିବା ନମ୍ବର ଦ୍ଵାରା ଆମେ ଆପଣଙ୍କୁ କହିବୁ କି ଆପଣ କାହାର ମେସେଜକୁ ଅନ୍ୟ ବ୍ୟକ୍ତିମାନଙ୍କ ଠାରୁ ଅଧିକ ଅପେକ୍ଷା କରିଛନ୍ତି । କହିବାକୁ ଗଲେ ଆଜିକାଲି ସମସ୍ତେ ସମସ୍ତଙ୍କୁ ମେସେଜ କରି ଭଲମନ୍ଦ କଥା ବୁଝଛନ୍ତି ଓ କହୁଛନ୍ତି ।

ବିଶେଷ କରି ଯୁବପିଢି ପରସ୍ପରକୁ ଅଧିକ ମେସେଜ କରିଥାନ୍ତି । ଏହା ସହିତ କିଛି ଲୋକମାନେ ତ ଅନ୍ୟର ମେସେଜକୁ ଅପେକ୍ଷା ବି କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ପାଇଁ ଏହିଭଳି ଏକ ଗେମ ନେଇ ଆସିଛୁ । ଯାହା ଦ୍ଵାରା ଆପଣ ଜାଣି ପାରିବେ କି ଆପଣଙ୍କୁ ସବୁବେଳେ କାହାର ମେସେଜର ଅଧିକ ଅପେକ୍ଷା ରହିଥାଏ ।

ନମ୍ବର – ୧

ଯଦି ଆପଣ ନମ୍ବର ୧କୁ ବାଛିଛନ୍ତି ତେବେ ଆପଣ ନିଜର ବୟଫ୍ରେନ୍ଡ କିମ୍ବା ଗର୍ଲଫ୍ରେନ୍ଡର ମେସେଜକୁ ଅପେକ୍ଷା କରୁଛନ୍ତି ।

ନମ୍ବର – ୨

ଯଦି ଆପଣ ଏହି ନମ୍ବରକୁ ବଛିଛନ୍ତି ତେବେ ଆପଣ ସେହି ବ୍ୟକ୍ତିର ମ୍ୟାସଜେକୁ ଅପେକ୍ଷା କରିଛନ୍ତି ଯାହାକୁ ଆପଣ ଜୀବନରେ କେବେ ବି ଦୂରେଇ ଦେବାକୁ ଚାହାନ୍ତି ନାହିଁ ।

ନମ୍ବର – ୩

ନମ୍ବର ୩କୁ ବାଛିଥିବା ବ୍ୟକ୍ତି ସବୁବେଳେ ନିଜର ପ୍ରିୟ ବନ୍ଧୁର ମେସେଜକୁ ଅପେକ୍ଷା କରିଥାଏ ।

ନମ୍ବର – ୪

ଯଦି ଆପଣ ନମ୍ବର ୪କୁ ଚୟନ କରିଛନ୍ତି ତେବେ ଆପଣ ଯାହାକୁ ଭଲ ପାଉଛନ୍ତି କିନ୍ତୁ ସେ ଆପଣଙ୍କୁ ଭଲ ପାଉ ନାହିଁ ଆପଣ ସେହି ପୁଅ କିମ୍ବା ଝିଅର ମେସେଜକୁ ଅପେକ୍ଷା କରିଛନ୍ତି ।

ନମ୍ବର – ୫

ଏହି ନମ୍ବରକୁ ବାଛିଥିବା ବ୍ୟକ୍ତି ନିଜର ଭାଇ ଓ ଭଉଣୀର ମେସେଜକୁ ସବୁବେଳେ ଅପେକ୍ଷା କରିଥାଏ ।

ନମ୍ବର – ୬

ଯଦି ଆପଣ ନମ୍ବର ୬କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜର ପ୍ରେମିକା କିମ୍ବା ପ୍ରେମିକର ମେସେଜକୁ ଅପେକ୍ଷା କରିଛନ୍ତି ।

ନମ୍ବର – ୭

ଯଦି ଆପଣ ନମ୍ବର ୭କୁ ବାଛିଛନ୍ତି ତେବେ ଆପଣ ନିଜର ଜୀବନସାଥିର ମେସେଜକୁ ଅପେକ୍ଷା କରିଛନ୍ତି ।

ନମ୍ବର – ୮

ଯଦି ଆପଣ ନମ୍ବର – ୮କୁ ବାଛିଛନ୍ତି ତେବେ ଆପଣ ନିଜର କୌଣସି ଖାସ ବ୍ୟକ୍ତିର ମେସେଜକୁ ଅପେକ୍ଷା କରିଛନ୍ତି ।

ନମ୍ବର – ୯

ଏହି ନମ୍ବରକୁ ବାଛିଥିବା ବ୍ୟକ୍ତି ନିଜର ଅଫିସରର କୌଣସି ସାଥିର ମେସେଜକୁ ଅପେକ୍ଷା କରିଛି ।

ନମ୍ବର – ୧୦

ନମ୍ବର ୧୦ କୁ ବାଛିଥିବା ବ୍ୟକ୍ତି ନିଜର ମାତା କିମ୍ବା ପିତାର ମେସେଜକୁ ଅପେକ୍ଷା କରିଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।