ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଜୁନ ମାସରେ ଆପଣଙ୍କୁ ଭଲ ନା ଖରାପ ଖବର ମିଳିବ

ମଣିଷ ଜୀବନରେ ଅନେକ ଭଲ ଓ ଅନେକ ଖରାପ ହୋଇଥାଏ । ତେବେ ଏହା ସମୟ ଉପରେ ନିର୍ଭର କରେକି ଆମେ କିଭଳି ସମାଧାନ ପାଇବା । ଭବିଷ୍ୟତ ରେ କଣ ହେବାକୁ ଯାଉଛି ଆମେ ତ ଜାଣି ପାରିବାନି ।

ଆମେ ଜାଣିବା କି ଆମ ବର୍ତ୍ତମାନ ହିଁ ପ୍ରକୃତ ଜୀବନ । ଯଦି ଆପଣ ଖୁବ ଭଲରେ ମାନେ ଖୁବ ଭଲ ଚିନ୍ତାରେ ଅଛନ୍ତି ତେବେ ଆପଣ ଖୁସିରେ ଅଛନ୍ତି ଯଦି ଆପଣ କିଛି କଥାକୁ ନେଇ ଦୁଃଖରେ ଅଛନ୍ତି ତେବେ ଆପଣ ଖୁବ କଷ୍ଟରେ ଅଛନ୍ତି । ଆପଣଙ୍କ ଉପରେ ନିର୍ଭର କରେକି ଆପଣଙ୍କ ଚିନ୍ତା କଣ କରିବେ ଓ କିଭଳି ଏକ ସମସ୍ୟାକୁ ଆପଣ ସମ୍ଭାଳିବେ ଏହା ଆପଣଙ୍କ ଉପରେ ରହିବ । କଥାରେ ଅଛି କି ଯଦି ଗୋଟେ ମଣିଷ ନିଜକୁ ଜ୍ଞାନୀ ବୋଲି ଭାବୁଛି ତେବେ ସେ ପ୍ରତେକ ପରିସ୍ଥିତିରେ ନିଜକୁ ସମ୍ଭାଳି ନେବ ।

ଯଦି ଗୋଟେ ମଣିଷ ସବୁବେଳେ ନିଜକୁ ଜ୍ଞାନୀ ଭାବୁଛି ଓ ଅନ୍ୟକୁ ପ୍ରତେକ ପରିସ୍ଥିତି ପାଇଁ ଦାୟୀ କରୁଛି ତେବେ ସେ ଜ୍ଞାନୀ ନୁହେଁ । ଦେଖନ୍ତୁ ଆମେ ଜାଣିନେ କି ଆମର ଭବିଷ୍ୟତ କଣ ହେବ ଏହା ଆମ ରାଶି ଅନ୍ତରଦଶା ବହିର୍ଦଶା ଉପରେ ନିର୍ଭର ଅଟେ । ତେଣୁ ଆମେ କେବଳ ଏକ ଖେଳ ମାଧ୍ୟମରେ ଆଜି ଅପାଣଙ୍କୁ କହିବା ପାଇଁ ଯାଉଛୁ କି ଆପଣ ଜୁନ ମାସରେ କିଭଳି ଖବର ପାଇବେ । ହୁଏତ ଆପଣ ଚାହୁଁଥିବା ଖବର ଆପଣ ପାଇ ପାରନ୍ତି ।

କିମ୍ବା କିଛି ଏଭଳି ଖବର ପାଇ ପାରନ୍ତି ଯାହା ଆପଣଙ୍କୁ ଭଲ ଲାଗେନୀ ଏହା ବାସ୍ତବିକ ଜୀବନ ସହ ଜଡିତ ନୁହେଁ । ବସ ଏକ ଖେଳ ବୋଲି ଭାବି ନିଅନ୍ତୁ । ଆମେ ଆପଣଙ୍କୁ କିଛି ନମ୍ବର ଦେଖାଇବୁ ଓ ଆପଣ କହିବେ କି ଏହା କେତେ ଦୂର ଠିକ ଅଛି ଏହା । ହୁଏତ ଏହି ବାହାନାରେ ଆପଣଙ୍କର କୀଛି ମନ ହାଲୁକା ଲାଗିପାରେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଆମେ ଆପଣଙ୍କୁ ଦେଖାଉଛୁ କିଛିଟା ନମ୍ବର । ଏହା ମଧ୍ୟରୁ ଆପଣ ନିଜ ପାଇଁ ଏକ ନମ୍ବର ବାଛନ୍ତୁ । ଆପଣ ବାଛିବା ପରେ ଆମେ ଆପଣଙ୍କୁ କହିବୁ କି ଆପଣ ଆଗାମୀ ଦିନରେ କଣ ଖବର ପାଇବେ ।

ନମ୍ବର ୧ – ଆପଣ କିଛି କାମରେ ଘରଲୋକଙ୍କ ପାଖରୁ ଦୂରକୁ ଯିବେ ।

ନମ୍ବର ୨ – ଆପଣଙ୍କୁ ନିଜ ମନ ପସନ୍ଦର ଚାକିରି ମିଳିବ ।

ନମ୍ବର ୩ – ଆପଣଙ୍କ ଲଭ ପ୍ରୋପୋଜାଲ ଗ୍ରହଣ ହୋଇଯିବ ।

ନମ୍ବର ୪ – ବିବାହର ଭଲ ଖବର ପାଇବେ ।

ନମ୍ବର ୫ – କିଛି ସମୟ ପାଇଁ ଅପଣଙ୍କ ବନ୍ଧୁ ଆପଣଙ୍କ ପାଖରୁ ଦୂରକୁ ଜୀବ ।

ନମ୍ବର ୬ – ଆପଣଙ୍କ କିଛି ଇଛା ପୂରଣ ହେବ ।

ନମ୍ବର ୭ – ଆପଣଙ୍କ ପୁରୁଣା ବନ୍ଧୁ ଅନେକ ସମୟ ପରେ ଆପଣଙ୍କୁ ଫୋନ କରିବେ ।

ନମ୍ବର ୮ – ଆପଣଙ୍କୁ ଆପଣଙ୍କ ପିତା ମାତା ଙ୍କ ପାଖରୁ କିଛି ଭଲ ଉପହାର ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।