କୌଣସି ଏକ ଧତୁରା ବାଛନ୍ତୁ ଓ ଜାଣନ୍ତୁ ମହାଦେବ ଆପଣଙ୍କର କେଉଁ ଇଚ୍ଛା ଅତିଶୀଘ୍ର ପୂରଣ କରିବାକୁ ଯାଉଛନ୍ତି ? (Tarot Card Reading)

ବନ୍ଧୁଗଣ ଆଶା କରୁଛୁ ମହାଦେବଙ୍କ କୃପାରୁ ଆପଣ ମାନେ ସମସ୍ତେ ବହୁତ ଭଲରେ ଥିବେ ଆଉ ଖୁସିରେ ଥିବେ । ଆପଣଙ୍କର ଯାହା ବି ଇଚ୍ଛା ରହିଛି ତାହା ବହୁତ ଜଲ୍ଦି ପୁରା ହେଉ ଏହା ଆମର କାମନା । ଆଜିର ଆମର ବିଷୟ ବସ୍ତୁ ହେଉଛି ମହାଦେବ ଆପଣଙ୍କର କେଉଁ ଇଚ୍ଛା ପୂରଣ କରିବେ ? ଯେଉଁ ମାନେ ଭଗବାନ ଶିବଙ୍କ ଭକ୍ତ ସେମାନଙ୍କ ପାଇଁ ରହିଛି ଆଜିର ଆମର ବିଷୟ ବସ୍ତୁ । ଏଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଧତୁରା ର ଚିତ୍ର । ଏଥିପାଇଁ ଆପଣଙ୍କୁ ଯେ କୌଣସି ଗୋଟେ ଧତୁରା ଚୟନ କରନ୍ତୁ ଆଉ ଆମେ କହିବୁ ଆପଣଙ୍କର ଇଚ୍ଛା କେବେ ପୂରଣ ହେବ ।


୧- ପ୍ରଥମ ଧତୁରା : ଯେଉଁ ମାନେ ପ୍ରଥମ ଧତୁରା ଚୟନ କରିଛନ୍ତି ସେମାନଙ୍କର ମେହନତର ଫଳ ବହୁତ ଜଲ୍ଦି ମିଳିବାକୁ ଯାଉଛି । କୌଣସି ଅନଲାଇନ କାମ କରୁଥିଲେ ସଫଳତା ମିଳିବ । ପରିସ୍ଥିତି ଏବେ ଫାଇଦା ର ରାସ୍ତା ଖୋଲିବାକୁ ଯାଉଛି । ଆପଣ ଯେଉଁ ମେନତ କରିବେ ତାର ଦୁଇ ଗୁଣା ଲାଭ ପାଇବେ । ମହତ୍ବପୂର୍ଣ୍ଣ କାମ ପ୍ରତି ଧ୍ୟାନ ଦିଅନ୍ତୁ । ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଭଲ ସ୍କୋପ ରହିଛି । ଯେଉଁ ପ୍ରୋଜେକ୍ଟ ଆପଣଙ୍କ ମନରେ ଚାଲିଛି ତାହା ଉପରେ କାର୍ଯ୍ୟକାରୀ କରିଲେ ପ୍ରଗତି ହେବ ।

ଜୀବନରେ ପଜେଟିଭ ପରିବର୍ତ୍ତନ ଆସିବ । ମହାଦେବଙ୍କ କୃପାରୁ ବିଜେନ୍ସ ବଢାଇବା ସହ ଚାକିରିରେ ଉନ୍ନତି ହେବାକୁ ଯାଉଛି । ଅନେକ ଦିନରୁ ଆପଣଙ୍କ ମନରେ ଯାହା ବି ଇଚ୍ଛା ରହିଛି ତାହା ଜଲ୍ଦି ପୂରଣ ହେବାକୁ ଯାଉଛି । ନିଜର ଫିଟନେସ ଉପରେ ଧ୍ୟାନ ଦିଅନ୍ତୁ । ସମ୍ପତିର କିଛି ଯୋଜନା କରିବେ । କୌଣସି କାମ କରିବା ପୂର୍ବରୁ ଅନୁଭବି ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ପ୍ରେମ ପ୍ରସଙ୍ଗରେ ଥିଲେ ଅଧ୍ୟୟନ ଓ କ୍ୟାରିୟର ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

୨- ଦ୍ଵିତୀୟ ଧତୁରା : ଯଦି ଆପଣ ଦ୍ଵିତୀୟ ଧତୁରା ଚୟନ କରିଛନ୍ତି ତେବେ ବନ୍ଧୁମାନେ ଆପଣଙ୍କର ଆର୍ଥିକ ସମସ୍ୟାରେ ସହଯୋଗ କରିବେ । ଲୋକଙ୍କ ସହ ମିଳାମିଶା ସମୟରେ ବାଣୀ ଉପରେ ସଂଯମ ରଖନ୍ତୁ । ସମୟ ଅନୁଯାୟୀ ନିଜର ବ୍ୟବହାର ଓ ନେଗେଟିଭ ଚିନ୍ତାଧାରରେ ପରିବର୍ତ୍ତନ ଆଣନ୍ତୁ । ପରିବାରରେ ଖୁଶିର ମାହୋଲ ରହିବ । ନିଜ ଜୀବନରେ ପଜେଟିଭ ଚିନ୍ତା ଆଣନ୍ତୁ । ନେଗେଟିଭ ଦୂର କରିବା ପାଇଁ ସକାଳୁ ସ୍ନାନ କରି ମହାଦେବଙ୍କ ଦର୍ଶନ କରନ୍ତୁ ଓ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଭାବନାରେ ଆସି ନିଜର କ୍ଷତି କରନ୍ତୁ ଅନହି । ତେଣୁ ମନରୁ କୌଣସି କଥା ନ ଭାବି ମାଇଣ୍ଡ ରୁ ନିଅନ୍ତୁ । କଠିନରୁ କଠିନ ସ୍ଥିତି ଆପଣଙ୍କ ପକ୍ଷରେ ରହିବ । ଆଳସ୍ୟ କାରଣରୁ ଜରୁରୀ କାମ ଅଟକି ଯାଇପାରେ । ଏହି ସମୟରେ କାହାକୁ ପଇସା ଉଧାର ଦିଅନ୍ତୁ ନାହି । ଆପଣଙ୍କର ସ୍ଵପ୍ନ ଭଲ ଜାଗାକୁ ବୁଲିବାକୁ, ପ୍ରେମ କରୁଥିଲେ, ଘର ତିଆରି କରିବାର ଥିଲେ ମହାଦେବ ପୂରଣ କରିବାକୁ ଯାଉଛନ୍ତି ।

କିନ୍ତୁ ସେଥିପାଇଁ ଆପଣ ନିଜ ଭିତରେ ପଜେଟିଭ ଆଣନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।